"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 19°05′N 83°49′E / 19.08°N 83.82°E / 19.08; 83.82
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ ସଠିକ ଓଡିଆ
୩୫ କ ଧାଡ଼ି: ୩୫ କ ଧାଡ଼ି:
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣପୁର]]
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣପୁର]]
ଗୁଣପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
ଗୁଣପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
* ପୁଲିଗୁମିର ପିକନିକ ଜାଗା
* ପୁଲିଗୁମିର ବଣ ଭୋଜି ଜାଗା
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
* ପ୍ରଧାନିଗୁଡା ଏବଂ ତୃକାଣୀଗୁଡାର ବଣ ଭୋଜି ଜାଗା
* ବଡନାଳ ଡ୍ୟାମ
* ବଡନାଳ ଡ୍ୟାମ
* [[ଜଗନ୍ନାଥ ମନ୍ଦିର, ଗୁଣପୁର|ଗୁଣପୁର ଜଗନ୍ନାଥ ମନ୍ଦିର]] ଏବଂ ନିକଟସ୍ଥ ପିକନିକ ଜାଗା
* [[ଜଗନ୍ନାଥ ମନ୍ଦିର, ଗୁଣପୁର|ଗୁଣପୁର ଜଗନ୍ନାଥ ମନ୍ଦିର]] ଏବଂ ନିକଟସ୍ଥ ବଣ ଭୋଜି ଜାଗା
* ନିକଟସ୍ଥ ଭୀମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର]] ।
* ନିକଟସ୍ଥ ଭୀମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର]] ।
== ଚର୍ଚ୍ଚିତ ବ୍ୟକ୍ତିତ୍ୱ ==
== ଚର୍ଚ୍ଚିତ ବ୍ୟକ୍ତିତ୍ୱ ==

୧୮:୦୩, ୨ ଫେବୃଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଗୁଣପୁର
—  ସହର  —
ଗୁଣପୁର
ଗୁଣପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°05′N 83°49′E / 19.08°N 83.82°E / 19.08; 83.82
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୨୪,୭୦୬
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


83 metres (272 ft)

କୋଡ଼

ଗୁଣପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣପୁର ଉପଖଣ୍ଡର (ସବ୍‌ ଡିଭିଜନ୍) ସଦର ମହକୁମା ଅଟେ ।

ଇତିହାସ

ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଭୂଗୋଳ

ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17ଦ୍ୱାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।

ଦର୍ଶନୀୟ ସ୍ଥାନ

ଜଗନ୍ନାଥ ମନ୍ଦିର, ଗୁଣପୁର

ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-

ଚର୍ଚ୍ଚିତ ବ୍ୟକ୍ତିତ୍ୱ

ଆଧାର

ବାହାର ଲିଙ୍କ