"ନିମ୍‌କି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୧ କ ଧାଡ଼ି: ୩୧ କ ଧାଡ଼ି:


==ଅଭିନୟ==
==ଅଭିନୟ==
* ବର୍ଷା ପ୍ରିୟଦର୍ଶିନୀ
* ଅଶ୍ରୁମୋଚନ ମହାନ୍ତି
* ତୃପ୍ତି ସିହ୍ନା
* ପ୍ରଜ୍ଞା ଖଟୁଆ


==କାହାଣୀ==
==କାହାଣୀ==

୨୩:୧୦, ୨୯ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ନିମ୍‌କି
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକକୁନା ମଙ୍ଗରାଜ
ବର୍ଷା ପ୍ରିୟଦର୍ଶିନୀ
ସଂଳାପଦିଲୀପ ଚୈଧୁରୀ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀବର୍ଷା ପ୍ରିୟଦର୍ଶିନୀ
କଳାକାରବର୍ଷା ପ୍ରିୟଦର୍ଶିନୀ
ଅଶ୍ରୁମୋଚନ ମହାନ୍ତି
ତୃପ୍ତି ସିହ୍ନା
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୁଭ୍ରାଂଶୁ ଦାସ
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ନିମ୍‌କି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁନା ମଙ୍ଗରାଜ ଓ ବର୍ଷା ପ୍ରିୟଦର୍ଶିନୀ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦିଲୀପ ଚୈଧୁରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

  • ବର୍ଷା ପ୍ରିୟଦର୍ଶିନୀ
  • ଅଶ୍ରୁମୋଚନ ମହାନ୍ତି
  • ତୃପ୍ତି ସିହ୍ନା
  • ପ୍ରଜ୍ଞା ଖଟୁଆ

କାହାଣୀ

ଗୀତ ଏବଂ ସଙ୍ଗୀତ

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର