"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Rama Chandra Hansdah"
 
ଟିକେ →‎ଆଧାର
୨୮ କ ଧାଡ଼ି: ୨୮ କ ଧାଡ଼ି:


== ଆଧାର ==
== ଆଧାର ==
{{ଆଧାର}}


[[ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା]]
[[ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା]]

୨୨:୦୩, ୨୧ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

Rama Chandra Hansdah
Member: 16th Lok Sabha
Assumed office
2014
ପୂର୍ବ ଅଧିକାରୀLaxman Tudu
ନିର୍ବାଚନ ମଣ୍ଡଳୀMayurbhanj
Member: Legislative Assembly of Odisha
କାର୍ଯ୍ୟକାଳ
2009–2014
ପର ଅଧିକାରୀBhadav Hansdah
ନିର୍ବାଚନ ମଣ୍ଡଳୀSaraskana
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳBiju Janata Dal
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Nationalist Congress Party
ପେଷାPolitician

ରାମଚନ୍ଦ୍ର ହାଁସଦା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨][୩] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ।[୪] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।

ଆଧାର

  1. "Constituencywise Trends". Election Commission of India. Retrieved 18 May 2014.
  2. "Many defectors emerge victorious in State". The Pioneer. Retrieved 18 May 2014.
  3. "All 4 NCP MLAs join BJD along with their general secretary". Zee News. Retrieved 18 May 2014.
  4. "Odisha chit fund scam: CBI arrests BJD MP, 2 former MLAs". India Today.