"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୩୭ କ ଧାଡ଼ି: ୩୭ କ ଧାଡ଼ି:
}}
}}


'''ବସନ୍ତ କୁମାରୀ ଦେବୀ''' ଜଣେ ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖିକା ଥିଲେ ।
'''ବସନ୍ତ କୁମାରୀ ଦେବୀ'''(୧୨ ମାର୍ଚ୍ଚ ୧୯୩୧- ୧୪ ମେ ୧୯୯୮) ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଲେଖିକା ଥିଲେ ।


== ଆଦ୍ୟ ଜୀବନ ==
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଂକ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବଂଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref> । ଏହି ମୁଖବଂଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପଂଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref> । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।


== ସାହିତ୍ୟ କୃତି ==
== ସାହିତ୍ୟ କୃତି ==

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ <ref>{{cite journal |last1=ଦେବୀ |first1=ବସନ୍ତ ଲତା |editor1-last=କର |editor1-first=ବାଳକୃଷ୍ନ |title=ମାତୃସ୍ନେହ (ଗଳ୍ପ) |journal=ସହକାର ଓଡ଼ିଆ ପତ୍ରିକା |date=1947 |volume=25 |issue=6 |pages=୨୮୦,୩୨୬ |url=https://drive.google.com/uc?export=download&id=0BzDmhDl-2YsYTFF6UVgwLUlxTWc |accessdate=20 January 2019 |publisher=ସମବାୟ ସେବକ ସମିତି |location=କଟକ |language=Odia}}</ref>। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ <ref>{{cite journal |last1=ଦେବୀ |first1=ବସନ୍ତ ଲତା |editor1-last=କର |editor1-first=ବାଳକୃଷ୍ନ |title=ମାତୃସ୍ନେହ (ଗଳ୍ପ) |journal=ସହକାର ଓଡ଼ିଆ ପତ୍ରିକା |date=1947 |volume=25 |issue=6 |pages=୨୮୦,୩୨୬ |url=https://drive.google.com/uc?export=download&id=0BzDmhDl-2YsYTFF6UVgwLUlxTWc |accessdate=20 January 2019 |publisher=ସମବାୟ ସେବକ ସମିତି |location=କଟକ |language=Odia}}</ref>। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।


୪୯ କ ଧାଡ଼ି: ୪୮ କ ଧାଡ଼ି:


'''ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ''':-
'''ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ''':-
* ଝଡ଼ (([[କଳାହାଣ୍ଡି]] ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
* ଝଡ଼ ([[କଳାହାଣ୍ଡି]] ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
* ସୁରମା
* ସୁରମା
* ନଦୀର ନାମ ରୂପମତୀ<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ନଦୀର ନାମ ରୂପମତୀ |date=2001 |publisher=ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ ` |location=କଟକ |isbn=81-7401-368-7 |edition=ପ୍ରଥମ |url=https://www.ritikart.com/Nadira-Nama-Rupamati-By-Basanta-Kumari-Debi-id-2969609.html |accessdate=20 January 2019}}</ref>
* ନଦୀର ନାମ ରୂପମତୀ<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ନଦୀର ନାମ ରୂପମତୀ |date=2001 |publisher=ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ ` |location=କଟକ |isbn=81-7401-368-7 |edition=ପ୍ରଥମ |url=https://www.ritikart.com/Nadira-Nama-Rupamati-By-Basanta-Kumari-Debi-id-2969609.html |accessdate=20 January 2019}}</ref>
୬୩ କ ଧାଡ଼ି: ୬୨ କ ଧାଡ଼ି:
=== '''ଶିଶୁ ସାହିତ୍ୟ''' ===
=== '''ଶିଶୁ ସାହିତ୍ୟ''' ===
* ''କାହାଣୀ ପେଡ଼ି''<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=କାହାଣୀ ପେଡ଼ି |date=1963 |publisher=ବସନ୍ତ କୁମାରୀ ଦେବୀ |location=ପୁରୀ |edition=ପ୍ରଥମ |url=https://drive.google.com/uc?export=download&id=1_vqAt8Anx97B-ggpiD3OuzuUaDPrVHd2 |accessdate=20 January 2019 |language=Odia}}</ref>
* ''କାହାଣୀ ପେଡ଼ି''<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=କାହାଣୀ ପେଡ଼ି |date=1963 |publisher=ବସନ୍ତ କୁମାରୀ ଦେବୀ |location=ପୁରୀ |edition=ପ୍ରଥମ |url=https://drive.google.com/uc?export=download&id=1_vqAt8Anx97B-ggpiD3OuzuUaDPrVHd2 |accessdate=20 January 2019 |language=Odia}}</ref>

=== '''ଅନୁବାଦ''' ===
* ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ଉପନ୍ୟାସର ଓଡ଼ିଆ ଅନୁବାଦ)<ref>{{cite web |title=National Library of India |url=http://opac.nationallibrary.gov.in/cgi-bin/gw/chameleon?sessionid=2019012019102523470&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&searchid=1&sourcescreen=INITREQ&pos=1&itempos=1&rootsearch=SCAN&function=INITREQ&search=AUTHID&authid=2601414&authidu=1003 |website=http://opac.nationallibrary.gov.in |publisher=Ministry of Culture, Govt of India |accessdate=21 January 2019}}</ref>


== ଆଧାର ==
== ଆଧାର ==

୧୦:୧୨, ୨୧ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ବସନ୍ତ କୁମାରୀ ଦେବୀ
ଜନ୍ମ ଓ ଜନ୍ମସ୍ଥାନ(1931-03-12)ମାର୍ଚ୍ଚ ୧୨, ୧୯୩୧
ପାର୍ବତୀପୁର, ଆନ୍ଧ୍ର ପ୍ରଦେଶ
ମୃତ୍ୟୁ୧୪ ମଇ ୧୯୯୮(1998-05-14) (ବୟସ ୬୭)
ବୃତ୍ତିଗାଳ୍ପିକା, ଅନୁବାଦିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଆରତି (ଉପନ୍ୟାସ)[୧]
ଶତାବ୍ଦୀର ପ୍ରତିଧ୍ୱନି (ଗଳ୍ପ ସଂକଳନ)[୨]
ସମ୍ପର୍କୀୟପଣ୍ଡିତ ସତ୍ୟନାରାୟଣ ରାଜଗୁରୁ (ପିଉସା)

ବସନ୍ତ କୁମାରୀ ଦେବୀ(୧୨ ମାର୍ଚ୍ଚ ୧୯୩୧- ୧୪ ମେ ୧୯୯୮) ବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଧ ସମୟର ଜଣେ ଓଡ଼ିଆ ଲେଖିକା ଥିଲେ ।

ଆଦ୍ୟ ଜୀବନ

ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଞ୍ଚଳ ପାର୍ବତୀପୁର (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିଉସା ଥିଲେ ଐତିହାସିକ ତଥା ସାହିତ୍ୟିକ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ । ଏହି ପିଉସାଙ୍କ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବନ୍ଧରେ ଲେଖିଛନ୍ତି[୩] । ଏହି ମୁଖବନ୍ଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପନ୍ଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।

ସାହିତ୍ୟ କୃତି

ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ [୪]। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।

ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଜେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।

ବସନ୍ତ କୁମାରୀଙ୍କ ରଚିତ ଅନ୍ୟ କେତୋଟି ଉପନ୍ୟାସ:-

  • ଝଡ଼ (କଳାହାଣ୍ଡି ବ୍ରଜମୋହନ ସାହିତ୍ୟ ସମିତିର ୧୯୪୮ ମସିହା ଉପନ୍ୟାସ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ)
  • ସୁରମା
  • ନଦୀର ନାମ ରୂପମତୀ[୫]
  • ନଷ୍ଟ ନୀଡ଼ର ବିହଙ୍ଗୀ[୬]

ଗଳ୍ପ ସଂକଳନ

  • ବୃନ୍ତଚ୍ୟୁତ ଓ ଅନ୍ୟାନ୍ୟ ଗଳ୍ପ[୭] - ପ୍ରକାଶକ ସର୍ବେଶ୍ୱର ଦାଶ -୨୦୦୨ - ଭୁବନେଶ୍ୱର
  • ନାସ୍ତିକ ଓ ଅ‍ନ୍ୟାନ୍ୟ ଗଳ୍ପ
  • ରାତ୍ରିର ତପସ୍ୟା
  • ଶତାବ୍ଦୀର ପ୍ରତିଧ୍ୱନି
  • ଉଛ୍ୱାସ

ଶିଶୁ ସାହିତ୍ୟ

  • କାହାଣୀ ପେଡ଼ି[୮]

ଅନୁବାଦ

  • ବିନ୍ଦୁର ପୁଅ - ୧୯୮୦(ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ମୂଳ ଉପନ୍ୟାସର ଓଡ଼ିଆ ଅନୁବାଦ)[୯]

ଆଧାର

  1. ଦେବୀ, ବସନ୍ତ କୁମାରୀ (1949). ଆରତି (ପ୍ରଥମ ed.). କଟକ: କଟକ ବୁକ୍ ଏମ୍ପୋରିୟମ. Retrieved 20 January 2019.
  2. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୮, ୩୯୯. ISBN 978-81-237-8196-9.{{cite book}}: CS1 maint: location (link)
  3. ଦେବୀ, ବସନ୍ତ କୁମାରୀ (1949). ଆରତି (ଉପନ୍ୟାସ) (ପ୍ରଥମ ed.). କଟକ ଓଡି‌ଶା: କଟକ ବୁକ୍ ଏମ୍ପୋରିୟମ. p. i. Retrieved 20 January 2019.
  4. ଦେବୀ, ବସନ୍ତ ଲତା (1947). କର, ବାଳକୃଷ୍ନ (ed.). "ମାତୃସ୍ନେହ (ଗଳ୍ପ)". ସହକାର ଓଡ଼ିଆ ପତ୍ରିକା (in Odia). କଟକ: ସମବାୟ ସେବକ ସମିତି. 25 (6): ୨୮୦, ୩୨୬. Retrieved 20 January 2019.{{cite journal}}: CS1 maint: unrecognized language (link)
  5. ଦେବୀ, ବସନ୍ତ କୁମାରୀ (2001). ନଦୀର ନାମ ରୂପମତୀ (ପ୍ରଥମ ed.). କଟକ: ଫ୍ରେଣ୍ଡ୍‍‍‍‍ସ ପବ୍ଲିଶର୍ସ `. ISBN 81-7401-368-7. Retrieved 20 January 2019.
  6. "ନଷ୍ଟ ନୀଡ଼ର ବିହଙ୍ଗୀ". Odisha EStore. ବିଦ୍ୟାପୁରୀ କଟକ.
  7. "ବସନ୍ତ କୁମାରୀ ଦେବୀ - ପୁସ୍ତକ ସଂଗ୍ରହ". opac.nationallibrary.gov.in. National Library of India- Ministry of Culture Government of India. Retrieved 20 January 2019.
  8. ଦେବୀ, ବସନ୍ତ କୁମାରୀ (1963). କାହାଣୀ ପେଡ଼ି (in Odia) (ପ୍ରଥମ ed.). ପୁରୀ: ବସନ୍ତ କୁମାରୀ ଦେବୀ. Retrieved 20 January 2019.{{cite book}}: CS1 maint: unrecognized language (link)
  9. "National Library of India". http://opac.nationallibrary.gov.in. Ministry of Culture, Govt of India. Retrieved 21 January 2019. {{cite web}}: External link in |website= (help)