"ବୃନ୍ଦାବନ ଜେନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨ କ ଧାଡ଼ି: | ୨ କ ଧାଡ଼ି: | ||
'''ବୃନ୍ଦାବନ ଜେନା''', ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ଶ୍ରୀ ଜେନା, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, [[ଶାସ୍ତି (ଓଡ଼ିଆ କଥାଚିତ୍ର)|ଶାସ୍ତି]]<ref>http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/</ref> ଓ [[ବାଟ ଅବାଟ]] ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ । |

ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ |
ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ କଥାଚିତ୍ର]]ରୁ, ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ବିଶିଷ୍ଟ ପ୍ରଯୋଜକ [[ଧୀର ବିଶ୍ୱାଳ]] ଓ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ [[ଓଡ଼ିଆ ଭାଷା]] ସାହିତ୍ୟରେ, [[ସମ୍ବଲପୁର ବିଶ୍ୱବିଦ୍ୟାଳୟ]]ରୁ ସ୍ୱର୍ଣପଦକ ଲାଭ କରିଛନ୍ତି । |
||
ଗୀତି କବିତା ରଚନା ପାଇଁ, ସେ [[ଓଡ଼ିଶା ସାହିତ୍ୟ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/ORA-2011/pdf/92-99.pdf</ref><ref>http://www.thehindu.com/todays-paper/tp-national/tp-otherstates/article2078804.ece?css=print</ref> ଓ [[ଓଡ଼ିଶା ସଂଗୀତ ନାଟକ ଏକାଡେମୀ]]<ref>http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf</ref> ଆଦି ଅନେକ ପୁରସ୍କାରରେ ସମ୍ମାନୀତ । <ref>ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର</ref> |

୦୦:୩୯, ୧୬ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ବୃନ୍ଦାବନ ଜେନା, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ଶ୍ରୀ ଜେନା, ପ୍ରାୟ ୩୦ଟି ଚଳଚ୍ଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, ଶାସ୍ତି[୧] ଓ ବାଟ ଅବାଟ ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, ଧରିତ୍ରୀ କଥାଚିତ୍ରରୁ, ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ୱାଳ ଓ ନିର୍ଦ୍ଦେଶକ ନିତାଇ ପାଲିତଙ୍କୁ ଦେଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ ଓଡ଼ିଆ ଭାଷା ସାହିତ୍ୟରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣପଦକ ଲାଭ କରିଛନ୍ତି ।
ଗୀତି କବିତା ରଚନା ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ[୨][୩] ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ[୪] ଆଦି ଅନେକ ପୁରସ୍କାରରେ ସମ୍ମାନୀତ । [୫]
ଓଡ଼ିଆ କଥାଚିତ୍ରକୁ ଅବଦାନ
କଥାଚିତ୍ର | ଭୂମିକା | ବର୍ଷ | ପୁରସ୍କାର |
---|---|---|---|
ଶାସ୍ତି | ନିର୍ଦେଶକ | ୧୯୮୯ | |
ଝିଙ୍କି ଝିଙ୍କା | ଗୀତିକାର,ନିର୍ଦେଶକ | ୧୯୮୦ | |
ବାଟ ଅବାଟ | ଗୀତିକାର,ନିର୍ଦେଶକ | ୧୯୮୦ | |
ବନ୍ଧୁ ମହାନ୍ତି | ଗୀତିକାର | ୧୯୭୭ | |
ଅମର ପ୍ରେମ | ଗୀତିକାର | ୧୯୭୬ | |
ଘର ସଂସାର | ଗୀତିକାର | ୧୯୭୩ | |
ଧରିତ୍ରୀ | ଗୀତିକାର | ୧୯୭୩ |
ଆଧାର
- ↑ http://www.thesundayindian.com/or/story/%E0%AC%89%E0%AC%AA%E0%AC%AC%E0%AC%A8%E0%AD%87-%E0%AC%9A%E0%AC%BF%E0%AC%B0%E0%AC%AC%E0%AC%BF%E0%AC%B8%E0%AD%8D%E0%AC%AE%E0%AD%83%E0%AC%A4-%E0%AC%89%E0%AC%AA%E0%AC%A8%E0%AD%8D%E0%AD%9F%E0%AC%BE%E0%AC%B8-/25/40/
- ↑ http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
- ↑ http://www.thehindu.com/todays-paper/tp-national/tp-otherstates/article2078804.ece?css=print
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
- ↑ ଓଡ଼ିଆ ପତ୍ରିକା ତୀରତରଙ୍ଗର ପାର୍ବଣ ୨୦୧୨ ସଂଖ୍ୟାରେ ପ୍ରକାଶିତ ସାକ୍ଷାତକାର : ଉପସ୍ଥାପନା ପୁଷ୍ପା ଧଳମହାପାତ୍ର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ବୃନ୍ଦାବନ ଜେନା