"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
Reverted edits by Ashish (talk) to last revision by Zephyrmaten
ଟିକେ
ଟିକେ (Reverted edits by Ashish (talk) to last revision by Zephyrmaten)
 
==ଇତିହାସ==
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦ୍ଵାରାଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି ।
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ
। ସେ ବ୍ଔଧବଉଧ ଧରମଧରମକରେ ଗ୍ରହଣନିଜକୁ କରିବାବଦଳାଇପବା ପରେ ଅନେକ ବ୍ଔଧ ସ୍ତୁପ, ସ୍ତମ୍ଭ ଗଢାଇଥିଲେ
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ ସଂଘସନ୍ଧ ଓ କଳିଙ୍ଗ ବୁଦ୍ଧ ସଂଘରସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଛି ୧୯୭୦ରେ ଯାହା ଗବେଷକ ମାନଙ୍କ ପାଇଁ ଏକ ବିଶେଷ ଜାଗା ।
 
ଓଡ଼ିଶାରେ ଥିବା ବାକି ବଉଧ କୀର୍ତି:
#ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
 
==ବଉଧ ଧରମର ଶ୍ରେଣୀବିଭାଗଶ୍ରେଣିବିଭାଗ==
*ଥେରବାଦ
*ମହାଯାନ
<references/>
 
==ବାହାର ଲିଙ୍କ୍ଲିଙ୍କ==
http://www.dhauli.net/ ଧଉଳି, ଓଡ଼ିଶା
 
୧୭,୦୪୮

ଗୋଟି ସମ୍ପାଦନା

ଦିଗବାରେଣି ମେନୁ