"ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୦ କ ଧାଡ଼ି: ୨୦ କ ଧାଡ଼ି:
୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ପ୍ରଦୀପ ପୁରୋହିତ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।<ref>https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ପ୍ରଦୀପ ପୁରୋହିତ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।<ref>https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>


ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିଲେ ।
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।


ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପଦ୍ମପୁର]], ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପଦ୍ମପୁର]], ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
୯୦ କ ଧାଡ଼ି: ୯୦ କ ଧାଡ଼ି:
* ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
* ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
* ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
* ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
* ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ବାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)
* ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ୱାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)


== ଆଧାର ==
== ଆଧାର ==

୨୨:୫୩, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୪,୩୧୨
ଜିଲ୍ଲା: ବରଗଡ଼ ଜିଲ୍ଲା
ଲୋକ ସଭା ଆସନ:ବରଗଡ଼ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ପଞ୍ଚାୟତ ସମିତି: ୪
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପଦ୍ମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[୧]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦ୍ମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ପଦ୍ମପୁର [୨]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ବିଜୟ ରଞ୍ଜନ ସିଂ ବରିହା ୬୭,୯୧୩ ୪୪.୧୫ -
କଂଗ୍ରେସ ସତ୍ୟ ଭୂଷଣ ସାହୁ ୪୯,୮୪୭ ୩୨.୪୧ -
ଭାଜପା ପ୍ରଦୀପ ପୁରୋହିତ ୨୯,୬୫୧ ୧୯.୨୮ -
ବସପା ସୁଧାଂଶୁ ଶେଖର ବାରିକ ୬,୪୦୭ ୪.୧୭ -
ଭୋଟ ବ୍ୟବଧାନ ୧୮,୦୬୬ - -
ମତଦାନ ହାର ୧,୫୩,୮୩୭ ୭୫.୫୧ -

ନିର୍ବାଚିତ ବିଧାୟକ

ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୩]

  • ୨୦୧୪: ପ୍ରଦୀପ ପୁରୋହିତ (ଭାରତୀୟ ଜନତା ପାର୍ଟି)
  • ୨୦୦୯: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୨୦୦୪: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୨୦୦୦: ବିଜୟ ରଞ୍ଜନ ସିଂ ବରିହା (ବିଜୁ ଜନତା ଦଳ)
  • ୧୯୯୫: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୯୦: ବିଜୟ ରଞ୍ଜନ ସିଂ ବରିହା (ଜନତା ଦଳ)
  • ୧୯୮୫: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୮୦: ସତ୍ୟଭୂଷଣ ସାହୁ (କଂଗ୍ରେସ)
  • ୧୯୭୭: ବିକ୍ରମାଦିତ୍ୟ ସିଂ ବରିହା (ଜନତା)
  • ୧୯୭୪: କୃପାସିନ୍ଧୁ ଭୋଇ
  • ୧୯୬୭: ବୀର ବିକ୍ରମାଦିତ୍ୟ ସିଂ ବରିହା (ଜନ କଂଗ୍ରେସ)
  • ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
  • ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
  • ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ୱାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)

ଆଧାର

ବାହାର ତଥ୍ୟ