"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
| term_start1 = ୫ ମାର୍ଚ୍ଚ ୨୦୦୦
| term_end1 = ଏପର୍ଯ୍ୟନ୍ତ
| predecessor1 = [[ହେମାନନ୍ଦ ବିଶ୍ବାଳବିଶ୍ୱାଳ]]
| successor1 =
| religion = [[ହିନ୍ଦୁ]]
 
=== ଜୀବନ ===
ନବୀନ ପଟ୍ଟନାୟକ [[କଟକ]]ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]]ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ବବିଦ୍ୟାଳୟରୁବିଶ୍ୱବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।<ref>http://www.samajalive.in/naveen-pattnaik-3-in-kbc/41816.html</ref> ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ [[ବିଜୁ ଜନତା ଦଳ]]ର ସ୍ଥାପନ କରିଥିଲେ ।
 
[[ଫାଇଲ:Naveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ବରରେଭୁବନେଶ୍ୱରରେ ନବୀନ ପଟ୍ଟନାୟକ]]
 
=== ରାଜନୀତିକ ଜୀବନ ===
୩୫,୫୫୩

ଗୋଟି ସମ୍ପାଦନା

ଦିଗବାରେଣି ମେନୁ