"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
'''ଅନୁଗୁଳ ସ୍ବୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହରରେ ଅବସ୍ଥିତ ଏକ ସରକାରୀ [[ସ୍ବୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ବାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ ।
'''ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହରରେ ଅବସ୍ଥିତ ଏକ ସରକାରୀ [[ସ୍ୱୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ ।

== ଇତିହାସ ==
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା [[ଭୁବନେଶ୍ବର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି ।
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା [[ଭୁବନେଶ୍ୱର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା । ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି ।

୧୦୦୬-୭ରେ ଏହି କଲେଜ NAACଦ୍ବାରା ଏକ [[ସ୍ବଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା ।
୧୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ [[ସ୍ୱଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା ।

== ବିଭାଗ ସବୁ ==
== ବିଭାଗ ସବୁ ==
* ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ବତନ୍ତ୍ର  ବିଭାଗ ଖୋଲାଯାଇଛି ।

* ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର  ବିଭାଗ ଖୋଲାଯାଇଛି ।

== ହଷ୍ଟେଲ ==
== ହଷ୍ଟେଲ ==
କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ ରହିଛି ।
କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି ।

== ଆଧାର ==
== ଆଧାର ==

୧୭:୦୪, ୧୫ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ସହରରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା ଅନୁଗୁଳ ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ ।

ଇତିହାସ

ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ ଅନୁଗୁଳ ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା ଭୁବନେଶ୍ୱରସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହେଇଥିଲା । ୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି ।

୧୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ ସ୍ୱଯାଂଶାସିତ କଲେଜର ମାନ୍ୟତା ପ୍ରାପ୍ତ ହେଲା ।

ବିଭାଗ ସବୁ

• ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର  ବିଭାଗ ଖୋଲାଯାଇଛି ।

ହଷ୍ଟେଲ

କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି ।

ଆଧାର

ବାହ୍ୟ ସଂଯୋଗ