"ବାଗ୍ ଯନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ (Regular Character Changes)
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଜୀବନ ଧାରଣ ପ୍ରକ୍ରିୟାରେ ମନୁଷ୍ୟ ଯେଉଁ ବାୟୁକୁ ଶ୍ୱାସ ପ୍ରଶ୍ଵାସପ୍ରଶ୍ବାସ ରୂପେ ବ୍ୟବହାର କରେ, ସେହି ବାୟୁଦ୍ୱାରା ହିଁ ତା'ର ଭାଷା ସୃଷ୍ଟି ହୁଏ । ଶ୍ୱାସ ପ୍ରଶ୍ଵାସପ୍ରଶ୍ବାସ ପ୍ରକ୍ରିୟାରେ ବାୟୁ ଯେପରି ନିର୍ବାଧରେ ପ୍ରବାହିତ ହୁଏ, କଥାବାର୍ତ୍ତା ସମୟରେ ତାହା ସେପରି ନିର୍ବାଧରେ ପ୍ରବାହିତ ନହୋଇ ନାନା ଭାବରେ ବାଧାପ୍ରାପ୍ତ ହୁଏ । ତେଣୁ ବିଶ୍ରାମ ସମୟରେ ଭିତର ପବନ ବାହାରକୁ ଯେତେ ଶୀଘ୍ର ବାହାରି ଆସେ , କଥା କହିବା ବେଳେ ସେତେ ଶୀଘ୍ର ଆସିପାରେ ନାହିଁ । କାରଣ ତାହା ନାନା ସ୍ଥାନରେ ବାଧାପ୍ରାପ୍ତ ହୁଏ । ବାୟୁ ନାନାଭାବରେ ବିଧାପ୍ରାପ୍ତ ହେବାଫଳରେ ନାନାପ୍ରକାର [[ଧ୍ୱନି]] ସୃଷ୍ଟିହୁଏ । ଏହି ଧ୍ୱନି ଗୁଡ଼ିକ ମନୁଷ୍ୟ ଭାଷାର ମୌଳିକ ଉପାଦାନ ।<br>
ମନୁଷ୍ୟର ମୁଖ ନିଃସୃତ [[ଧ୍ଵନିଧ୍ବନି]] କିପରି ନିର୍ମିତ ହୁଏ, ଜାଣିବାକୁ ହେଲେ ଶ୍ଵାସଶ୍ବାସ ବାୟୁର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ତାହାର ମାର୍ଗବର୍ତ୍ତୀ ବିଭିନ୍ନ ବିଭାଗ ସହିତ ପରିଚିତ ହେବା ଉଚିତ୍ । ମନୁଷ୍ୟର କଥିତ ଭାଷାର ବିଶ୍ଳେଷଣ ଭାଷାତତ୍ତ୍ଵରଭାଷାତତ୍ତ୍ବର ଲକ୍ଷ୍ୟ । ତେଣୁ ଭାଷାତତ୍ତ୍ଵଭାଷାତତ୍ତ୍ବ ସମ୍ପର୍କରେ ଅଧ୍ୟୟନ କରିବାକୁ ଗଲାବେଳେ ଉଚ୍ଚାରଣ ଯନ୍ତ୍ର ଅର୍ଥାତ୍ ବାଗଯନ୍ତ୍ରକୁ ଭଲଭାବରେ ଜାଣିବା ନିତାନ୍ତ ଆବଶ୍ୟକ ।<br>
ବାଗଯନ୍ତ୍ର କହିଲେ ସାଧାରଣତଃ ମୁଖରନ୍ଧ୍ରକୁ ବୁଝାଇଲେ ମଧ୍ୟ ଶ୍ଵାସନଳୀଶ୍ବାସନଳୀ ଓ ଫୁସଫୁସକୁ ତହିଁରେ ଅନ୍ତର୍ଗତ କରାଯାଇଥାଏ । କାରଣ ଏହି ଫୁସଫୁସରୁ ବାୟୁ ନିର୍ଗତ ହୋଇଥାଏ । ଫୁସଫୁସରୁ ନିର୍ଗତ ବାୟୁ ଶ୍ୱାସନଳୀରେ ପ୍ରବାହିତ ହୋଇ ପ୍ରଥମେ ସ୍ୱର ଯନ୍ତ୍ରରେ ଆଘାତ ପାଏ । ତା'ପରେ ସେହି ବାୟୁ ଗଳଗହ୍ୱର ଓ ମୁଖରନ୍ଧ୍ର ମାର୍ଗଦେଇ ଓଠବାଟେ ବାହାରକୁ ବାହାରିଥାଏ । କେତେବେଳେ ଅବା ମୁଖରନ୍ଧ୍ର ମାର୍ଗ ବନ୍ଦ ଥିବାରୁ ନାସାରନ୍ଧ୍ର ମାର୍ଗଦେଇ ଚାଲିଯାଏ । ପୃଥିବୀର ଅଧିକାଂଶ ଭାଷାର ଧ୍ୱନି ଉତ୍ପାଦନ ପାଇଁ ଫୁସଫୁସରୁ ମୁଖରନ୍ଧ୍ର ଦେଇ ବାହାରି ଯାଉଥିବା ପବନକୁ ବ୍ୟବହାର କରାଯାଏ , କିନ୍ତୁ ଆଫ୍ରିକାର ହଟେନଟଟ୍(hottentot) ଓ ଆମେରିକାନ୍ ଇଣ୍ଡିଆନ୍ ମାଇଡୁ (maidu) ଭାଷାରେ ବାହାରୁ ମୁଖରନ୍ଧ୍ର ଭିତରକୁ ଯାଉଥିବା ପବନଦ୍ୱାରା ଭାଷାଧ୍ଵନିଭାଷାଧ୍ବନି ସୃଷ୍ଟି ହୋଇଥାଏ ।
 
[[ଶ୍ରେଣୀ:ଅଙ୍ଗପ୍ରତ୍ୟଙ୍ଗ]]
୩୯,୦୫୬

ଗୋଟି ସମ୍ପାଦନା

ଦିଗବାରେଣି ମେନୁ