"ଗୁଣପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hpsatapathy (ଆଲୋଚନା | ଅବଦାନ) ଟିକେ →ଦର୍ଶନୀୟ ସ୍ଥାନ |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୪୦ କ ଧାଡ଼ି: | ୪୦ କ ଧାଡ଼ି: | ||
* [[ଜଗନ୍ନାଥ ମନ୍ଦିର, ଗୁଣପୁର|ଗୁଣପୁର ଜଗନ୍ନାଥ ମନ୍ଦିର]] ଏବଂ ନିକଟସ୍ଥ ପିକନିକ ଜାଗା |
* [[ଜଗନ୍ନାଥ ମନ୍ଦିର, ଗୁଣପୁର|ଗୁଣପୁର ଜଗନ୍ନାଥ ମନ୍ଦିର]] ଏବଂ ନିକଟସ୍ଥ ପିକନିକ ଜାଗା |
||
* ନିକଟସ୍ଥ ଭୀମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର]] । |
* ନିକଟସ୍ଥ ଭୀମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର]] । |
||
== ଚର୍ଚ୍ଚିତ |
== ଚର୍ଚ୍ଚିତ ବ୍ୟକ୍ତିତ୍ବ == |
||
* [[ନାଗଭୂଷଣ ପଟ୍ଟନାୟକ]] |
* [[ନାଗଭୂଷଣ ପଟ୍ଟନାୟକ]] |
||
* [[ରଘୁନାଥ ପାଣିଗ୍ରାହୀ]] |
* [[ରଘୁନାଥ ପାଣିଗ୍ରାହୀ]] |
୦୫:୪୩, ୧୧ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଗୁଣପୁର | |
— ସହର — | |
ଦିଗବାରେଣି | 19°05′N 83°49′E / 19.08°N 83.82°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ରାୟଗଡ଼ା |
ଲୋକସଂଖ୍ୟା | ୨୪,୭୦୬ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 83 metres (272 ft) |
ଗୁଣପୁର, ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣପୁର ଉପଖଣ୍ଡର (ସବ୍ ଡିଭିଜନ୍) ସଦର ମହକୁମା ଅଟେ ।
ଇତିହାସ
ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
ଭୂଗୋଳ
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
ଦର୍ଶନୀୟ ସ୍ଥାନ
ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
- ପୁଲିଗୁମିର ପିକନିକ ଜାଗା
- ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
- ବଡନାଳ ଡ୍ୟାମ
- ଗୁଣପୁର ଜଗନ୍ନାଥ ମନ୍ଦିର ଏବଂ ନିକଟସ୍ଥ ପିକନିକ ଜାଗା
- ନିକଟସ୍ଥ ଭୀମପୁରରେ ଥିବା ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର ।
ଚର୍ଚ୍ଚିତ ବ୍ୟକ୍ତିତ୍ବ
ଆଧାର
ବାହାର ଲିଙ୍କ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |