"ମାହିୟା ମାହି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →ଅଭିନୟ ଜୀବନ |
ଟିକେ →ବୈବାହିକ ଜୀବନ |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
==ବୈବାହିକ ଜୀବନ== |
==ବୈବାହିକ ଜୀବନ== |
||
ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।<ref>{{cite web|title=মাহিয়া মাহি|url=http://alokito-chapainawabganj.com/specialperson/%E0%A6%AE%E0%A6%BE%E0%A6%B9%E0%A6%BF%E0%A7%9F%E0%A6%BE-%E0%A6%AE%E0%A6%BE%E0%A6%B9%E0%A6%BF/|website=আলোকিত চাঁপাইনবাবগঞ্জ|accessdate=14 August 2016}}</ref> ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।<ref>{{cite news|title=মাহির বিয়ে|url=http://www.prothomalo.com/entertainment/article/867751/|date=25 May 2016|accessdate=11 November 2016}}</ref> |
|||
==ଆଧାର== |
==ଆଧାର== |
୧୦:୪୦, ୨୭ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ମାହିୟା ମାହି | |
---|---|
মাহিয়া মাহি | |
Born | ଶାରମିନ ଅକତାର ନିପା Error: Need valid birth date: year, month, day[୧] ରାଜସାହି, ବଙ୍ଗଳାଦେଶ |
Nationality | ବଙ୍ଗଳାଦେଶୀ |
Occupation | ଅଭିନେତ୍ରୀ |
Years active | ୨୦୧୨–ଏବେଯାଏଁ |
Known for | ଅଗ୍ନୀ (୨୦୧୪ର କଥାଚିତ୍ର) |
Spouse | ପରଭେଜ ମହମ୍ମଦ ଅପୁ[୨] |
ମାହିୟା ମାହି (ବଙ୍ଗଳା: মাহিয়া মাহি; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରୁ ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]
ଅଭିନୟ ଜୀବନ
ମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]
୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।
ବୈବାହିକ ଜୀବନ
ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୧୪] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୧୫]
ଆଧାର
- ↑ ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017.
{{cite news}}
: Invalid|script-title=
: missing prefix (help); Unknown parameter|deadurl=
ignored (|url-status=
suggested) (help) - ↑ http://www.prothom-alo-com/article/867751/মাহির-বিয়ে
- ↑ "Mahiya Mahi Latest Photography".
{{cite web}}
: Cite has empty unknown parameter:|dead-url=
(help) - ↑ ছোট্ট বেলার সেই মাহি টা. Dhallywood24.com. Retrieved on 17 October 2015.
- ↑ Islam, Zia Nazmul. MAHI FIRE IN DISGUISE. The Daily Star
- ↑ চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
- ↑ সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
- ↑ সাইমন-মাহীর 'পোড়া মন' kalerkantho.com
- ↑ Mahi: A new Dhallywood sensation. Priyo News. 5 November 2013
- ↑ qhttp://www.bhorerkagoj.net/print-edition/2017/03/18/137201.php
- ↑ "Mahiya Mahi, A New Sensation of Bangladeshi films". celebritynewsbd. Retrieved 6 October 2015.
- ↑ "Mahiya Mahi". Thecelebsfact.com. Retrieved 2016-06-26.
- ↑ 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015.
{{cite news}}
: Invalid|script-title=
: missing prefix (help) - ↑ "মাহিয়া মাহি". আলোকিত চাঁপাইনবাবগঞ্জ. Retrieved 14 August 2016.
- ↑ "মাহির বিয়ে". 25 May 2016. Retrieved 11 November 2016.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ମାହିୟା ମାହି