"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ ଖାଲି ଆଧାର ହଟାଗଲା
୨ କ ଧାଡ଼ି: ୨ କ ଧାଡ଼ି:


== ବର୍ଣ୍ଣନା ==
== ବର୍ଣ୍ଣନା ==
ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି ।<ref>{{Cite web}}</ref> ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 


ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 
୧୭ କ ଧାଡ଼ି: ୧୭ କ ଧାଡ଼ି:


== ମଣିଷ ସହ ସମ୍ପର୍କ ==
== ମଣିଷ ସହ ସମ୍ପର୍କ ==
ପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।<ref>{{Cite web}}</ref>ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । <ref>{{Cite web}}</ref><ref>{{Cite web}}</ref><ref>{{Cite web}}</ref><ref>{{Cite news|last=Fedorowytsch|first=Tom|title=Flamingo believed to be world's oldest dies at Adelaide Zoo aged 83|publisher=ABC Radio Australia|date=31 January 2014|url=http://www.radioaustralia.net.au/international/2014-01-31/flamingo-believed-to-be-worlds-oldest-dies-at-adelaide-zoo-aged-83/1257422|accessdate=31 January 2014|access-date=31 January 2014}}</ref>
ପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । <ref>{{Cite news|last=Fedorowytsch|first=Tom|title=Flamingo believed to be world's oldest dies at Adelaide Zoo aged 83|publisher=ABC Radio Australia|date=31 January 2014|url=http://www.radioaustralia.net.au/international/2014-01-31/flamingo-believed-to-be-worlds-oldest-dies-at-adelaide-zoo-aged-83/1257422|accessdate=31 January 2014|access-date=31 January 2014}}</ref>





୧୦:୫୮, ୧୩ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

The ବୃହତ୍ ଫ୍ଲେମିଙ୍ଗୋ (Phoenicopterus roseus) ସର୍ବାଧିକ ଦେଖା ଯାଉଥିବା ଫ୍ଲେମିଙ୍ଗୋ ପ୍ରଜାତି । ଏମାନେ ମୁଖ୍ଯତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । 

ବର୍ଣ୍ଣନା 

ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 

ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 

ଫ୍ଲେମିଙ୍ଗୋର ପରରେ ଥିବା ରଙ୍ଗକୁ ମେକ-ଉପ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ । [୧]

ସାଧାରଣତଃ ହ୍ରଦ ଓ ପୁଷ୍କରିଣୀ ଥିବା ସ୍ଥାନରେ ଆବାସ ଯମେଇଥିବା ଫ୍ଲେମିଙ୍ଗୋ ମାନେ ସନ୍ତସନ୍ତିଆ ଜାଗାରେ ମଧ୍ୟ ଦେଖା ଯାନ୍ତି । ସେଠାରେ ଛୋଟ ମାଛ , ପୋକ ଇତ୍ୟାଦି ତାଙ୍କର ଖାଦ୍ୟ । ମୁଣ୍ଡ ନୂଆଇ ସେମାନେ ଖାଦ୍ୟ ଅନୁସନ୍ଧାନରେ ରହନ୍ତି । [୨]

ବିସ୍ତାର 

ଏସିଆ , ଆଫ୍ରିକାର ତଟବର୍ତୀ ଅଞ୍ଚଳ , ଭାରତ , ପାକିସ୍ତାନ ମଧ୍ୟ ପ୍ରାଚ୍ୟ ଦେଶ ଇଟାଲୀ , ଫ୍ରାଣ୍ସ ଆଦି ଅଞ୍ଚଳରେ ଏମାନେ ବହୁ ସଂଖ୍ୟା ରହନ୍ତି । ଭାରତର ନଳଣଣ , ଖାଯିଦୀଆ ପକ୍ଷୀ ସଙ୍ଗରକ୍ଷଣ ଅଞ୍ଚଳ ଫ୍ଲେମିଙ୍ଗୋଙ୍କ ଆବାସ ପାଇଁ ବିଖ୍ୟାତ ।ସେମାନେ ସେହି ସବୁ ଆବାସରେ ଶିତ୍ସ କାଳରେ ରହିଥାନ୍ତି । [୩] 

ଜୀବନ କାଳ 

ଜୂରେ ଥିବା ଫ୍ଲେମିଙ୍ଗୋ ମାନଙ୍କ ହାରାହାରି ଜୀବନ କାଳ ୬୦ ବର୍ଷରୁ ଉର୍ଦ୍ଧ ହେଇଥାଏ । 

ମଣିଷ ସହ ସମ୍ପର୍କ 

ପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । [୪]


ଗେଲେରୀ 

ଆଧାର ସମୂହ 

  1. Amat, J.A., Rendón, M.A., Garrido-Fernández, J., Garrido, A., Rendón-Martos, M. and Pérez-Gálvez, A. (2011). "Greater flamingos Phoenicopterus roseus use uropygial secretions as make-up". Behavioral Ecology and Sociobiology. 65 (4): 665–673.{{cite journal}}: CS1 maint: multiple names: authors list (link)
  2. {{cite web}}: Empty citation (help)
  3. Koshti A.J. and Bony L.S (2016).
  4. Fedorowytsch, Tom (31 January 2014). "Flamingo believed to be world's oldest dies at Adelaide Zoo aged 83". ABC Radio Australia. Retrieved 31 January 2014. {{cite news}}: More than one of |accessdate= and |access-date= specified (help)

ବାହ୍ୟ ସଂଯୋଗ ସବୁ