"ଏଚ.ଡି. ଦେବଗୌଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ no summary specified
ଟିକେ ଖାଲି ଆଧାର ହଟାଗଲା
 
୧୧ କ ଧାଡ଼ି: ୧୧ କ ଧାଡ଼ି:
| successor = [[ଇନ୍ଦ୍ର କୁମାର ଗୁଜରାଲ]]
| successor = [[ଇନ୍ଦ୍ର କୁମାର ଗୁଜରାଲ]]
}}
}}
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref><ref>{{Cite web}}</ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref>
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref>


== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।<ref>{{Cite web}}</ref><ref>{{Cite web}}</ref><ref>{{Cite web}}</ref><ref>http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714</ref><ref>http://www.rediff.com/news/2008/apr/21spec.htm</ref> ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।<ref name="india.gov.in">{{Cite web}}</ref> ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।<ref name="164.100.47.132">http://164.100.47.132/LssNew/Members/Biography.aspx?mpsno=3960</ref>
ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।<ref>http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714</ref><ref>http://www.rediff.com/news/2008/apr/21spec.htm</ref> ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।<ref name="india.gov.in">{{Cite web}}</ref> ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।<ref name="164.100.47.132">http://164.100.47.132/LssNew/Members/Biography.aspx?mpsno=3960</ref>


== ରାଜନୈତିକ ଜୀବନ ==
== ରାଜନୈତିକ ଜୀବନ ==
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ‌ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ‌ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।
କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।<ref>{{Cite web}}</ref> ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।
କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ। ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।


୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

୧୦:୪୫, ୧୩ ନଭେମ୍ବର ୨୦୧୮ ହୋଇଥିବା ରିଭିଜନ

ଏଚ.ଡି. ଦେବଗୌଡ଼ା
H D Deve Gowda
H. D. Deve Gowda
୧୧ ଭାରତର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧ ଜୁନ ୧୯୯୬ – ୨୧ ଅପ୍ରିଲ ୧୯୯୭
ରାଷ୍ଟ୍ରପତିଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀଅଟଳ ବିହାରୀ ବାଜପେୟୀ
ପର ଅଧିକାରୀଇନ୍ଦ୍ର କୁମାର ଗୁଜରାଲ

ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[୧] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[୨] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[୪][୫] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[୬] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[୭]

ରାଜନୈତିକ ଜୀବନ[ସମ୍ପାଦନା]

ଗୌଡ଼ା ୧୯୫୩ ମସିହାରେ ଭାରତୀୟ‌ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[୮] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ। କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ। ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।

୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

ପଦ[ସମ୍ପାଦନା]

  • ୧୯୬୨–୮୯ : କର୍ଣାଟକ ବିଧାନ ସଭା ସଦସ୍ୟ
  • ୧୯୭୨-୭୬ : ବିରୋଧୀ ଦଳ ନେତା।
  • ୧୯୯୧ : ୧୦ମ ଲୋକ ସଭା ସଦସ୍ୟ।
  • ୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ
  • ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ

ଆଧାର[ସମ୍ପାଦନା]

  1. "Shri H. D. Deve Gowda".
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714
  5. http://www.rediff.com/news/2008/apr/21spec.htm
  6. {{cite web}}: Empty citation (help)
  7. http://164.100.47.132/LssNew/Members/Biography.aspx?mpsno=3960
  8. Home Minister's Office