"ଅର୍ଚ୍ଚନା ନାୟକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ Replacing religion template |
||
୧୪ କ ଧାଡ଼ି: | ୧୪ କ ଧାଡ଼ି: | ||
| successor = |
| successor = |
||
| party =[[ବିଜୁ ଜନତା ଦଳ|ବିଜେଡି]] |
| party =[[ବିଜୁ ଜନତା ଦଳ|ବିଜେଡି]] |
||
| religion =[[ହିନ୍ଦୁ]] |
|||
| spouse = ପଦ୍ମ ଚରଣ |
| spouse = ପଦ୍ମ ଚରଣ |
||
| children = ୧ ପୁଅ ଓ ୧ ଝିଅ |
| children = ୧ ପୁଅ ଓ ୧ ଝିଅ |
୦୧:୫୭, ୧୩ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଅର୍ଚ୍ଚନା ନାୟକ | |
---|---|
ଏମ୍ ପି, ୧୪ଶ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଖୋର୍ଦ୍ଧା, ଓଡ଼ିଶା | ୨୭ ଫେବୃଆରୀ ୧୯୬୬
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେଡି |
ଜୀବନ ସାଥୀ | ପଦ୍ମ ଚରଣ |
ସନ୍ତାନ | ୧ ପୁଅ ଓ ୧ ଝିଅ |
ଘର | କେନ୍ଦ୍ରାପଡା, ଓଡ଼ିଶା |
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା ଆଧାର: [୩] |
ଅର୍ଚ୍ଚନା ନାୟକ (ଜନ୍ମ ୨୭ ଫେବୃଆରୀ ୧୯୬୬) ଭାରତର ୧୪ଶ ଲୋକ ସଭାର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ[୧] । ସେ ରାଜ୍ୟର ଜଣେ ଜଣାଶୁଣା ଆଗଧାଡିର ନେତ୍ରୀ ।
ଶିକ୍ଷା ଜୀବନ
ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ[୨] ।