"ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧ କ ଧାଡ଼ି: ୧ କ ଧାଡ଼ି:

{{ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉତ୍ତର‎}}

{{ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ_ପତ୍ର}}

[[ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ|'''ପଚରାଯାଇଥିବା ପ୍ରଶ୍ନସବୁ ଦେଖନ୍ତୁ...''']]

<noinclude>

{| style="background: #32AAED; width:100%; border:1px solid #32AAED; font-size:107%; -moz-border-radius:1em; -webkit-border-radius:1em;border-radius:0.5em;"
| valign="top" style="padding:1px 1px 1px 1px" |

ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।

|}{{shortcut|WP:CS}}
{{୧}}  '''ଓଡ଼ିଆରେ ଟାଇପ କିପରି କରିବେ?'''
[[File:Odia_input_in_Wikipedia.gif|left|300px|link=]]
{{ବ୍ୟବହାରକାରୀ:Psubhashish/ଡଟ}} ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ [[File:WMF-Agora-Input settings-000000.svg|30px|link=]] ଆଇକନ ଆସିବ
{{ବ୍ୟବହାରକାରୀ:Psubhashish/ଡଟ}} ସେଥିରୁ '''ଓଡ଼ିଆ''' ବାଛନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ତାଲିକାରୁ '''ଲେଖନୀ''' ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
{{ବ୍ୟବହାରକାରୀ:Psubhashish/ଡଟ}} ଏବେ ଟାଇପ କଲେ ଓଡ଼ିଆ ଆସିବ
{{ବ୍ୟବହାରକାରୀ:Psubhashish/ଡଟ}} କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା [[ସହଯୋଗ:ଓଡ଼ିଆରେ_ଟାଇପ_କରିବେ_କେମିତି|'''ଏହି ଲିଙ୍କ''']]ରୁ ଦେଖନ୍ତୁ
{{clear}}

{{୨}}  '''କିପରି ଉଇକିପିଡ଼ିଆରେ ଲେଖିବେ?''''''

[[File:How to create a new account on Odia Wikipedia (tutorial).gif|center|380px|left|link=]]

ଉଇକିପିଡ଼ିଆ ଭିତରେ ଥାଇ ଡାହାଣ ପଟ ଉପରେ ଥିବା [[File:New_account_creation_screenshot_(Odia).png|140px|link=ବିଶେଷ:ସଭ୍ୟଲଗଇନ]] ଅପ୍ସନରେ କ୍ଲିକ କରି ନୂଆ ଖାତାଟିଏ (Account) ତିଆରି କରିପାରିବେ । ଆଗରୁ ତିଆରି କରିଥିଲେ ଲଗ-ଇନ ଉପରେ କ୍ଲିକକରନ୍ତୁ ।
{{ବ୍ୟବହାରକାରୀ:Psubhashish/ଡଟ}} ନୂଆ ଖାତା ତିଆରି କଲାବେଳେ "ବ୍ୟବହାରକାରୀ ନାମ" ଜାଗାରେ ଆପଣଙ୍କ ଇଚ୍ଛାମୁତାବକ ନାମଟିଏ ଦେବେ । କୌଣସି ସଂସ୍ଥା ସଙ୍ଗେ ଜଡ଼ିତ ଥିଲେ ସଂସ୍ଥା ନାମ '''''ବଦଳରେ''''' ନିଜ ନାମ ଦେବେ । ନାମଟି କାହା ପ୍ରତି ଅସମ୍ମାନସୂଚକ '''''ନ ହୋଇଥିବା''''' ଜରୁରୀ । ନିଜ ପ୍ରକୃତ ନାମ ମଧ୍ୟ ଦେଇପାରିବେ । କିନ୍ତୁ ଜାଣିରଖନ୍ତୁ ଆପଣଙ୍କ '''''ବ୍ୟବହାରକାରୀ ନାମ''''' ସଭିଏଁ ଦେଖିପାରିବେ । ସଭିଏଁ ଆପଣଙ୍କ ପ୍ରକୃତ ନାମ ଜାଣନ୍ତୁ ବୋଲି '''''ଚାହୁଁନଥିଲେ''''' ଭିନ୍ନ ନାମଟିଏ ଦିଅନ୍ତୁ । ଅନେକ ସାଧାରଣ ନାମ ଆଗରୁ ଥାଏ । ସେହି କ୍ଷେତ୍ରରେ ନାମ ପଛରେ ସଂଖ୍ୟା ଯଥା "Sara123" ଏମିତି ମଧ୍ୟ ଦେଇପାରିବେ ।
{{ବ୍ୟବହାରକାରୀ:Psubhashish/ଡଟ}} ପାସୱାର୍ଡ଼ଟି ଆପଣଙ୍କ ଖାତା ଭବିଷ୍ୟତରେ ଖୋଲିବା ବେଳେ କାମରେ ଆସିବ । ତେଣୁ '''''ନିଜେ ମନେରଖିବା ଭଳି''''' ଓ '''''ବାକିମାନେ ଅନୁମାନ କରି ନ ଜାଣିପାରିବା ଭଳି''''' ପାସୱାର୍ଡ଼ଟିଏ ଦିଅନ୍ତୁ ।
{{ବ୍ୟବହାରକାରୀ:Psubhashish/ଡଟ}} ଆପଣଙ୍କ ଇମେଲ ଠିକଣା ଏଠି ଦେଲେ ଭଲ । ତାହା ଗୋପନ ରଖାଯାଏ । ଯଦି କେବେ ପାସୱାର୍ଡ଼ଟି ଭୁଲିଯାଆନ୍ତି ତାହେଲେ ଇମେଲ ବ୍ୟବହାର କରି ପାସୱାର୍ଡ଼ ବଦଳାଇପାରିବେ ।

[[File:Tutorial - editing an article on Odia Wikipedia.gif|380px|center|link=]]

[[ଫାଇଲ:Animated tutorial for searching an article in Odia Wikipedia.gif|200px|right|link=]]
{{ବ୍ୟବହାରକାରୀ:Psubhashish/ଡଟ}}ପ୍ରଥମେ ସର୍ଚ-ବାରରେ ଓଡ଼ିଆ ସକ୍ରିୟ କରି ଗୋଟେ/ଯୋଡ଼େ ଅକ୍ଷର ଟାଇପ କରନ୍ତୁ । ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଇବ
{{ବ୍ୟବହାରକାରୀ:Psubhashish/ଡଟ}}ସେଥିରୁ ଖୋଜୁଥିବା ପ୍ରସଙ୍ଗଟି ବାଛନ୍ତୁ (ଆଗରୁ ନଥିଲେ ନୂଆ ପ୍ରସଙ୍ଗର ପୂରା ନାମ ଟାଇପ କରି ଖୋଜିବେ, ନାମଟି ଏକ ନାଲି ଲିଙ୍କ ହୋଇ ଏହିଭଳି ଦେଖାଯିବ ➤ '''ଏହି ପ୍ରସଙ୍ଗଟି ଆଗରୁ ନାହିଁ, ତେଣୁ ''ପ୍ରସଙ୍ଗର ନାମ'' ନାମରେ ପ୍ରସଙ୍ଗଟିଏ ଏଠାରେ ଗଢ଼ନ୍ତୁ!''')
{{ବ୍ୟବହାରକାରୀ:Psubhashish/ଡଟ}} ଅଧିକ ତଥ୍ୟ ଯୋଡ଼ିବା ''କିମ୍ବା'' ଭୁଲ ସୁଧାରିବା ପାଇଁ {{Clickable button|ସମ୍ପାଦନା [Edit]}} ରେ କ୍ଲିକ କରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଏହା ତଳେ ଏକ ଛୋଟ ଉଇଣ୍ଡୋ ଖୋଲିବ
{{ବ୍ୟବହାରକାରୀ:Psubhashish/ଡଟ}} ସେଥିରେ ଯାହା ବଦଳାଇବାକୁ ଚାହୁଁଛନ୍ତି ବଦଳାନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} {{Clickable button|ଦେଖଣା [Preview]}}ରେ କ୍ଲିକ କରି ପରଖି ନିଅନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} କିଛି ଭୁଲ ରହିଯାଇଥିଲେ ସୁଧାରିଦେଇ {{Clickable button|ସାଇତିବେ [Save]}}ରେ କ୍ଲିକ କରନ୍ତୁ

{{ବ୍ୟବହାରକାରୀ:Psubhashish/ଡଟ}}ଏବେ ଆପଣଙ୍କ ସମ୍ପାଦନା ସାଇତାଗଲା!

{{୩}}  '''କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?'''

| style="color: black; background-color: #dbdbdb;" width="50%" |
'''କଣ ଲେଖିବେ ନାହିଁ''' [[File:X_mark.svg|30px|link=]]
| style="color: black; background-color: #dbdbdb;" width="50%;"" |
'''କଣ ଲେଖିବେ''' [[File:Yes_check.svg|30px|link=]]

| style="color: black; background-color: #ff7272;" |
'''ଉପାଧୀବାଚକ'''
* ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
* ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
* ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): '''ଶ୍ରୀ''' ଜଗନ୍ନାଥ ମନ୍ଦିର, '''ବାବା''' ଲିଙ୍ଗରାଜ
| style="color: black; background-color: #78cf8d;" |
'''ଜଣାଶୁଣା ନାମ'''
* ବିଜୁ ପଟ୍ଟନାୟକ ('''ବିଜୟାନନ୍ଦ ପଟ୍ଟନାୟକ''' ନୁହେଁ)
* ସଚ୍ଚିନ ତେନ୍ଦୁଲକର ('''ସଚ୍ଚିନ ରମେଶ ତେନ୍ଦୁଲକର''' ନୁହେଁ)
* ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

| style="color: black; background-color: #ff7272;" |
'''ବିଶେଷଣ'''
* ଅକ୍ଷୟ ମହାନ୍ତି ଜଣେ '''ସୁନାମଧନ୍ୟ''' ସଙ୍ଗୀତଜ୍ଞ ଥିଲେ ।
| style="color: black; background-color: #78cf8d;" |
''ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ ।''

| style="color: black; background-color: #ff7272;" |
'''ଲିଖନ ବିଷୟ'''
* ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
* ନିଜ/ସମ୍ପର୍କୀୟଙ୍କ ବାବଦରେ
* ନିଜ ମତ
* ଲେଖାରେ ସାହିତ୍ୟର ପୁଟ (ଯଥା: "'''ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି'''")
| style="color: black; background-color: #78cf8d;" |
* ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
* ଜଣାଶୁଣା ବ୍ୟକ୍ତିବିଶେଷ
* କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
* ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।

[[File:Citation (Odia).gif|right|link=]]
{{୪}}  '''ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?'''
{{ବ୍ୟବହାରକାରୀ:Psubhashish/ଡଟ}} ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର [[File:Cursor1.gif|45px|link=]]
{{ବ୍ୟବହାରକାରୀ:Psubhashish/ଡଟ}} ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା {{Button|text= ▼  Cite|format=bold}} ଉପରେ କ୍ଲିକ କରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଟୁଲ-ବାରର ବାମ ପଟେ ଥିବା {{Button|text=Template|format=bold}}ରୁ ଉପଯୁକ୍ତ ଅପ୍‌ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} {{Clickable button|Insert}} ବଟନରେ କ୍ଲିକ କରି ଆଧାରଟି ସାଇତିବେ

{{hidden
| style = border:1px dashed red; width: 100%;
| headerstyle = background: #FCE663; font-size: 110%;
| contentstyle = text-align: left; color:black;
| header = ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା
| content = ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?

୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ [[ପରି ବେୱା]]ଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । ([https://www.google.com/search?tbm=bks&q=%22pari+bewa%22 ଉଦାହରଣ ଦେଖନ୍ତୁ], ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ '''ପରି ବେୱା'''ଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।

{{୫}}  '''ଆଗକୁ କଣ କରିବେ, କଣ ଲେଖିବେ?'''

{{ବ୍ୟବହାରକାରୀ:Psubhashish/ଡଟ}} ଡାହାଣପଟେ ଉପରେ ଥିବା ଘରେ ଓଡ଼ିଆରେ କିଛି ପ୍ରସଙ୍ଗ ନାଁ ଟାଇପ କରି ଲେଖାଟିଏ ଖୋଜିପାରିବେ ବା ଲେଖାଟିଏ ଆଗରୁ ନ ଥିଲେ ନୂଆ ତିଆରି କରିପାରିବେ ।
{{ବ୍ୟବହାରକାରୀ:Psubhashish/ଡଟ}} ଉପରେ ଦିଆଯାଇଥିବା ଭଳି {{Clickable button|ସମ୍ପାଦନା [Edit]}}ରେ କ୍ଲିକ କଲେ ଏକ ଛୋଟ ଉଇଣ୍ଡୋ ଖୋଲିବ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖା ପଢ଼ି କିଛି ଭୁଲ ଥିଲେ ସୁଧାରନ୍ତୁ, ଅଥବା ଅଧିକ ତଥ୍ୟ ଯୋଡ଼ନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଇଣ୍ଟରନେଟରେ ବା ବହି/ପତ୍ରିକା/ଖବରକାଗଜରୁ କିଛି ତଥ୍ୟ ଦେଇପାରିବେ, କେଉଁ ବହିର ଆଧାରରେ ତଥ୍ୟ ଦେଲେ ତାହା ଉଲ୍ଲେଖ କରିବେ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖିସାରି {{Clickable button|ସାଇତିବେ [Save]}}ରେ କ୍ଲିକ କରିବେ
{{ବ୍ୟବହାରକାରୀ:Psubhashish/ଡଟ}} ନୂଆ ଲେଖା ତିଆରୁଥିଲେ ଅତି କମରେ ୧୦ଟି ବାକ୍ୟ ଓ ୩ଟି ଆଧାର ଦେବା ପାଇଁ ଚେଷ୍ଟା କରିବେ ।

[[File:Odia Wikipedia handbook (web).pdf|thumb|right|150px|ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା ।]]

== କିଛି ଦରକାରୀ ସାଧନ ==
* [[ଉଇକିପିଡ଼ିଆ:ନିୟମାବଳୀ|ଉଇକିପିଡ଼ିଆରେ ସମ୍ପାଦନା ପାଇଁ କିଛି ନୀତିନିୟମ]]

{{ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉପରପଟି ୨}}
{{ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉପରପଟି ୨}}

୧୫:୦୪, ୧୯ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।

ଓଡ଼ିଆରେ ଟାଇପ କିପରି କରିବେ?

ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ ଆଇକନ ଆସିବ
ସେଥିରୁ ଓଡ଼ିଆ ବାଛନ୍ତୁ
ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
ଏବେ ଟାଇପ କଲେ ଓଡ଼ିଆ ଆସିବ
କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା ଏହି ଲିଙ୍କରୁ ଦେଖନ୍ତୁ

କିପରି ଉଇକିପିଡ଼ିଆରେ ଲେଖିବେ?'

ଉଇକିପିଡ଼ିଆ ଭିତରେ ଥାଇ ଡାହାଣ ପଟ ଉପରେ ଥିବା ଅପ୍ସନରେ କ୍ଲିକ କରି ନୂଆ ଖାତାଟିଏ (Account) ତିଆରି କରିପାରିବେ । ଆଗରୁ ତିଆରି କରିଥିଲେ ଲଗ-ଇନ ଉପରେ କ୍ଲିକକରନ୍ତୁ ।

ନୂଆ ଖାତା ତିଆରି କଲାବେଳେ "ବ୍ୟବହାରକାରୀ ନାମ" ଜାଗାରେ ଆପଣଙ୍କ ଇଚ୍ଛାମୁତାବକ ନାମଟିଏ ଦେବେ । କୌଣସି ସଂସ୍ଥା ସଙ୍ଗେ ଜଡ଼ିତ ଥିଲେ ସଂସ୍ଥା ନାମ ବଦଳରେ ନିଜ ନାମ ଦେବେ । ନାମଟି କାହା ପ୍ରତି ଅସମ୍ମାନସୂଚକ ନ ହୋଇଥିବା ଜରୁରୀ । ନିଜ ପ୍ରକୃତ ନାମ ମଧ୍ୟ ଦେଇପାରିବେ । କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ବ୍ୟବହାରକାରୀ ନାମ ସଭିଏଁ ଦେଖିପାରିବେ । ସଭିଏଁ ଆପଣଙ୍କ ପ୍ରକୃତ ନାମ ଜାଣନ୍ତୁ ବୋଲି ଚାହୁଁନଥିଲେ ଭିନ୍ନ ନାମଟିଏ ଦିଅନ୍ତୁ । ଅନେକ ସାଧାରଣ ନାମ ଆଗରୁ ଥାଏ । ସେହି କ୍ଷେତ୍ରରେ ନାମ ପଛରେ ସଂଖ୍ୟା ଯଥା "Sara123" ଏମିତି ମଧ୍ୟ ଦେଇପାରିବେ ।
ପାସୱାର୍ଡ଼ଟି ଆପଣଙ୍କ ଖାତା ଭବିଷ୍ୟତରେ ଖୋଲିବା ବେଳେ କାମରେ ଆସିବ । ତେଣୁ ନିଜେ ମନେରଖିବା ଭଳିବାକିମାନେ ଅନୁମାନ କରି ନ ଜାଣିପାରିବା ଭଳି ପାସୱାର୍ଡ଼ଟିଏ ଦିଅନ୍ତୁ ।
ଆପଣଙ୍କ ଇମେଲ ଠିକଣା ଏଠି ଦେଲେ ଭଲ । ତାହା ଗୋପନ ରଖାଯାଏ । ଯଦି କେବେ ପାସୱାର୍ଡ଼ଟି ଭୁଲିଯାଆନ୍ତି ତାହେଲେ ଇମେଲ ବ୍ୟବହାର କରି ପାସୱାର୍ଡ଼ ବଦଳାଇପାରିବେ ।
ପ୍ରଥମେ ସର୍ଚ-ବାରରେ ଓଡ଼ିଆ ସକ୍ରିୟ କରି ଗୋଟେ/ଯୋଡ଼େ ଅକ୍ଷର ଟାଇପ କରନ୍ତୁ । ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଇବ
ସେଥିରୁ ଖୋଜୁଥିବା ପ୍ରସଙ୍ଗଟି ବାଛନ୍ତୁ (ଆଗରୁ ନଥିଲେ ନୂଆ ପ୍ରସଙ୍ଗର ପୂରା ନାମ ଟାଇପ କରି ଖୋଜିବେ, ନାମଟି ଏକ ନାଲି ଲିଙ୍କ ହୋଇ ଏହିଭଳି ଦେଖାଯିବ ➤ ଏହି ପ୍ରସଙ୍ଗଟି ଆଗରୁ ନାହିଁ, ତେଣୁ ପ୍ରସଙ୍ଗର ନାମ ନାମରେ ପ୍ରସଙ୍ଗଟିଏ ଏଠାରେ ଗଢ଼ନ୍ତୁ!)
ଅଧିକ ତଥ୍ୟ ଯୋଡ଼ିବା କିମ୍ବା ଭୁଲ ସୁଧାରିବା ପାଇଁ ସମ୍ପାଦନା [Edit] ରେ କ୍ଲିକ କରନ୍ତୁ
ଏହା ତଳେ ଏକ ଛୋଟ ଉଇଣ୍ଡୋ ଖୋଲିବ
ସେଥିରେ ଯାହା ବଦଳାଇବାକୁ ଚାହୁଁଛନ୍ତି ବଦଳାନ୍ତୁ
ଦେଖଣା [Preview]ରେ କ୍ଲିକ କରି ପରଖି ନିଅନ୍ତୁ
କିଛି ଭୁଲ ରହିଯାଇଥିଲେ ସୁଧାରିଦେଇ ସାଇତିବେ [Save]ରେ କ୍ଲିକ କରନ୍ତୁ
ଏବେ ଆପଣଙ୍କ ସମ୍ପାଦନା ସାଇତାଗଲା!

କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?

କଣ ଲେଖିବେ ନାହିଁ

କଣ ଲେଖିବେ

ଉପାଧୀବାଚକ

• ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
• ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
• ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ

ଜଣାଶୁଣା ନାମ

• ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ)
• ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ)
• ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

ବିଶେଷଣ

• ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ ।

ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ ।

ଲିଖନ ବିଷୟ

• ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
• ନିଜ/ସମ୍ପର୍କୀୟଙ୍କ ବାବଦରେ
• ନିଜ ମତ
• ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି")
• ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
• ଜଣାଶୁଣା ବ୍ୟକ୍ତିବିଶେଷ
• କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
• ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।

ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?

ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର
ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼  Cite ଉପରେ କ୍ଲିକ କରନ୍ତୁ
ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍‌ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
Insert ବଟନରେ କ୍ଲିକ କରି ଆଧାରଟି ସାଇତିବେ
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା

ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?

୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । (ଉଦାହରଣ ଦେଖନ୍ତୁ, ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।

ଆଗକୁ କଣ କରିବେ, କଣ ଲେଖିବେ?

ଡାହାଣପଟେ ଉପରେ ଥିବା ଘରେ ଓଡ଼ିଆରେ କିଛି ପ୍ରସଙ୍ଗ ନାଁ ଟାଇପ କରି ଲେଖାଟିଏ ଖୋଜିପାରିବେ ବା ଲେଖାଟିଏ ଆଗରୁ ନ ଥିଲେ ନୂଆ ତିଆରି କରିପାରିବେ ।
ଉପରେ ଦିଆଯାଇଥିବା ଭଳି ସମ୍ପାଦନା [Edit]ରେ କ୍ଲିକ କଲେ ଏକ ଛୋଟ ଉଇଣ୍ଡୋ ଖୋଲିବ
ଲେଖା ପଢ଼ି କିଛି ଭୁଲ ଥିଲେ ସୁଧାରନ୍ତୁ, ଅଥବା ଅଧିକ ତଥ୍ୟ ଯୋଡ଼ନ୍ତୁ
ଇଣ୍ଟରନେଟରେ ବା ବହି/ପତ୍ରିକା/ଖବରକାଗଜରୁ କିଛି ତଥ୍ୟ ଦେଇପାରିବେ, କେଉଁ ବହିର ଆଧାରରେ ତଥ୍ୟ ଦେଲେ ତାହା ଉଲ୍ଲେଖ କରିବେ
ଲେଖିସାରି ସାଇତିବେ [Save]ରେ କ୍ଲିକ କରିବେ
ନୂଆ ଲେଖା ତିଆରୁଥିଲେ ଅତି କମରେ ୧୦ଟି ବାକ୍ୟ ଓ ୩ଟି ଆଧାର ଦେବା ପାଇଁ ଚେଷ୍ଟା କରିବେ ।
ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା ।

କିଛି ଦରକାରୀ ସାଧନ

ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉପରପଟି ୨