Jump to content

"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (ବନାନ ଶୁଦ୍ଧି)
ଟିକେ (Regular Character Changes)
 
ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶାହାନାଇ ବଜାଉଥିଲେ ।
 
ସିଏ ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର [[ସନ୍ନାଡ଼ି ଅପନ୍ନା]] ଏବଂ [[ଗୁଞ୍ଜ ଉଠି ଶେହ‌ନାଇ]](୧୯୫୯) ରେ ଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର [[ଜଲସାଘର]]ରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ [[ଗୌତମ ‌ଘୋଷ]] [[ସାଙ୍ଗମିଲ ସେ ମୁଲାଖାତ]] ନାମରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ଜୀବନ ଉପରେ ତିଆରିଛନ୍ତି ।
 
==ଶେଷ ଜୀବନ==
୩୯,୦୫୬

ଗୋଟି ସମ୍ପାଦନା