"ବ୍ରଜ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଆଧାର
୧୮ କ ଧାଡ଼ି: ୧୮ କ ଧାଡ଼ି:
}}
}}


'''ବ୍ରଜ ସିଂହ''', ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର [[ଯୋର ଯା'ର ମୂଲକ ତାର]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ [[ଡିଡି ଓଡ଼ିଆ]]ରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।
'''ବ୍ରଜ ସିଂହ''', ଜଣେ ଓଡ଼ିଆ ଅଭିନେତା ।<ref>https://www.telegraphindia.com/1101109/jsp/orissa/story_13153479.jsp</ref> ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର [[ଯୋର ଯା'ର ମୂଲକ ତାର]] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ [[ଡିଡି ଓଡ଼ିଆ]]ରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।


==ଅଭିନୟ ଜୀବନ==
==ଅଭିନୟ ଜୀବନ==

୧୦:୪୭, ୩୧ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ରଜ ସିଂହ
ଜନ୍ମ
ବ୍ରଜ ସିଂହ

ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୮୬-ଏବେଯାଏଁ

ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ
ଦୁର୍ଗା ତରଙ୍ଗ ଟିଭି

ଆଧାର

ବାହାର ଆଧାର