"ବ୍ରଜ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୨୫ କ ଧାଡ଼ି: ୨୫ କ ଧାଡ଼ି:


==ଅଭିନୀତ ଧାରାବାହିକ==
==ଅଭିନୀତ ଧାରାବାହିକ==
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
|- bgcolor="#CCCCCC" align="center"
! ଧାରାବାହିକ !! ଚେନାଲ !! ଭୂମିକା
|-
| ଗାୟତ୍ରୀ || [[ଇ ଟିଭି ଓଡ଼ିଆ]] ||
|-
| ଦୁର୍ଗା || [[ତରଙ୍ଗ ଟିଭି]] ||
|}


==ଆଧାର==
==ଆଧାର==

୨୨:୫୯, ୩୦ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ରଜ ସିଂହ
ଜନ୍ମ
ବ୍ରଜ ସିଂହ

ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୮୬-ଏବେଯାଏଁ

ବ୍ରଜ ସିଂହ, ଜଣେ ଓଡ଼ିଆ ଅଭିନେତା । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଥିଏଟର ଆଦିରେ ଅଭିନୟ କରନ୍ତି । ସେ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଯୋର ଯା'ର ମୂଲକ ତାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆରେ ପ୍ରସାରିତ ବିଭିନ୍ନ ଧାରାବାହିକଗୁଡ଼ିକରେ ଅଭିନୟ କରିଥିଲେ । ଜଣେ ହାସ୍ୟ କଳାକାର ଭାବରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ବିଭିନ୍ନ ସ‌ହକାରୀ ଭୂମିକାରେ ମଧ୍ୟ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ଅଭିନୀତ ଧାରାବାହିକ

ଧାରାବାହିକ ଚେନାଲ ଭୂମିକା
ଗାୟତ୍ରୀ ଇ ଟିଭି ଓଡ଼ିଆ
ଦୁର୍ଗା ତରଙ୍ଗ ଟିଭି

ଆଧାର

ବାହାର ଆଧାର