"ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
"{{ତିଆରି ଚାଲିଛି}} {{Infobox Mandir | name = ସ୍ୱର୍ଣ୍ଣଜଳେଶ୍ୱ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
No edit summary |
||
୨୧ କ ଧାଡ଼ି: | ୨୧ କ ଧାଡ଼ି: | ||
'''ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର''' ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର । |
'''ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର''' ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର । |
||
== ସ୍ଥାପତ୍ୟ == |
== ସ୍ଥାପତ୍ୟ == |
||
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ |
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।<ref>http://www.holidayiq.com/Swarnajaleswar-Temple-Bhubaneswar-Sightseeing-308-9174.html</ref> |
||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
୨୧:୦୫, ୨୯ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
ଦେବାଦେବୀ | ଭଗବାନ ଶିବ |
Location | |
ସ୍ଥାନ | ଭୁବନେଶ୍ୱର |
State | ଓଡିଶା |
Country | ଭାରତ |
Architecture | |
Type | କଳିଙ୍ଗ ସ୍ଥାପତ୍ୟକଳା |
Completed | ସପ୍ତମ ଶତାବ୍ଦୀ |
Temple(s) | ୫ |
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର ।
ସ୍ଥାପତ୍ୟ
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।[୧]