"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେ ବନାନ ଶୁଦ୍ଧି
୨୧ କ ଧାଡ଼ି: ୨୧ କ ଧାଡ଼ି:
}}
}}


'''ବିସ୍‌ମିଲ୍ଲା ଖାନ''' (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ ଥିଲେ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇକୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ ।
'''ବିସ୍‌ମିଲ୍ଲା ଖାନ''' (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ [[ଭାରତ|ଭାରତୀୟ]] ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ ଥିଲେ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇକୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ । ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି

ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ [[ଭାରତ ରତ୍ନ]] ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।


==ଜୀବନ ଓ ପରିବାର==
==ଜୀବନ ଓ ପରିବାର==
୩୦ କ ଧାଡ଼ି: ୨୮ କ ଧାଡ଼ି:
ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶାହାନାଇ ବଜାଉଥିଲେ ।
ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶାହାନାଇ ବଜାଉଥିଲେ ।


ସିଏ ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର [[ସନ୍ନାଡ଼ି ଅପନ୍ନା]] ଏବଂ [[ଗୁଞ୍ଜ ଉଠି ଶେହ‌ନାଇ]][[୧୯୫୯]] ଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର [[ଜଲସାଘର]]ରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ [[ଗୌତମ ‌ଘୋଷ]] [[ସାଙ୍ଗମିଲ ସେ ମୁଲାଖାତ]] ନାମରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ଜୀବନ ଉପରେ ତିଆରିଛନ୍ତି ।
ସିଏ ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର [[ସନ୍ନାଡ଼ି ଅପନ୍ନା]] ଏବଂ [[ଗୁଞ୍ଜ ଉଠି ଶେହ‌ନାଇ]](୧୯୫୯) ରେ ଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର [[ଜଲସାଘର]]ରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ [[ଗୌତମ ‌ଘୋଷ]] [[ସାଙ୍ଗମିଲ ସେ ମୁଲାଖାତ]] ନାମରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ଜୀବନ ଉପରେ ତିଆରିଛନ୍ତି ।


==ଶେଷ ଜୀବନ==
==ଶେଷ ଜୀବନ==
ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ
ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ
ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ । ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀ‌ୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସ‌ହ ଗୋଟିଏ ଶେହ‌ନାଇ ପୁରୁଣା ବାରଣାସୀ ସ‌ହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆ‌ଯାଇଥିଲା ।
ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ ।

ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀ‌ୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସ‌ହ ଗୋଟିଏ ଶେହ‌ନାଇ ପୁରୁଣା ବାରଣାସୀ ସ‌ହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆ‌ଯାଇଥିଲା ।
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}

୧୪:୫୩, ୨୮ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବିସ୍‌ମିଲ୍ଲା ଖାନ
ଶେହ‌ନାଇ ବା‌ଦନ କରୁଥିବା ବିସ୍‌ମିଲ୍ଲା ଖାନ
Background information
ଜନ୍ମ ସମୟରେ ନାମକମରୁଦିନ ଖାନ
ଜନ୍ମ(1913-03-21)୨୧ ମାର୍ଚ୍ଚ ୧୯୧୩
ଜନ୍ମସ୍ଥାନଭାରତ
ମୃତ୍ୟୁ୨୧ ଅଗଷ୍ଟ ୨୦୦୬(2006-08-21) (ବୟସ ୯୩)
ଶୈଳୀIndian classical music
ପେଷାସଙ୍ଗୀତକାର
ବାଦ୍ୟଯନ୍ତ୍ରଶେହ‌ନାଇ

ବିସ୍‌ମିଲ୍ଲା ଖାନ (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ ଭାରତୀୟ ସଙ୍ଗୀତକାର ଓ ଶେହ‌ନାଇ ବା‌ଦକ ଥିଲେ । ‌ବ‌ହୁ ଦିନ ଯାଏଁ ଶେହ‌‌ନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟ‌ବ‌ହାର କରାଯାଉଥିଲା । ଶେହ‌ନାଇକୁ ଲୋକ ଲୋଚନ‌କୁ ଆଣିବା ଓ ସଙ୍ଗୀତ ସ‌ମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ । ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ ଭାରତ ରତ୍ନ ସମ୍ମାନୀତ କରାଯାଇଛି । ବିସ୍‌ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି ।

ଜୀବନ ଓ ପରିବାର

ବିସ୍‌ମିଲ୍ଲା ଖାନ ବିହାରର ଦୁମରାଁଓରେ ୧୯୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସିଏ ବଚ୍ଚେଇ ଖାନ ଓ ମିଥାନଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କର ପିତା ଓ ପିତାମହ ବିହାରର ଦୁମରାଁଓ ଓ ଭୋଜପୁର ରାଜାଙ୍କ ଦରବାରରେ ଶେହ‌ନାଇ ବାଦକ ଥିଲେ ।

ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶାହାନାଇ ବଜାଉଥିଲେ ।

ସିଏ ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର ସନ୍ନାଡ଼ି ଅପନ୍ନା ଏବଂ ଗୁଞ୍ଜ ଉଠି ଶେହ‌ନାଇ(୧୯୫୯) ରେ ଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ଜଲସାଘରରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ ଗୌତମ ‌ଘୋଷ ସାଙ୍ଗମିଲ ସେ ମୁଲାଖାତ ନାମରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ଜୀବନ ଉପରେ ତିଆରିଛନ୍ତି ।

ଶେଷ ଜୀବନ

ବିସମିଲ୍ଲା ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ ହୃଦୟର ଗତି ବନ୍ଦ ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ । ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀ‌ୟ ଶୋକ ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସ‌ହ ଗୋଟିଏ ଶେହ‌ନାଇ ପୁରୁଣା ବାରଣାସୀ ସ‌ହରରେ ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ ପୋତି ଦିଆ‌ଯାଇଥିଲା ।

ଆଧାର