"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ ଉପକ୍ରମର ଲେଖା ଉଇକିପିଡ଼ିଆ ବାବଦରେ ଥିଲା ଓଡ଼ିଆ ଉଇକିପିଡ଼ିଆ ବାବଦରେ ଲେଖାଗଲା
୧ କ ଧାଡ଼ି: ୧ କ ଧାଡ଼ି:
[[ଫାଇଲ:Odia-Wikipedia-long.svg|thumb|ଉଇକିପିଡ଼ିଆ]]
{{Infobox website
{{Infobox website
|name = {{Wiki favicon}} ଓଡ଼ିଆ ଉଇକିପିଡ଼ିଆ
|name = {{Wiki favicon}} ଓଡ଼ିଆ ଉଇକିପିଡ଼ିଆ
୨୦ କ ଧାଡ଼ି: ୧୯ କ ଧାଡ଼ି:
|current status = ଅନଲାଇନ
|current status = ଅନଲାଇନ
}}
}}
'''ଓଡ଼ିଆ ଉଇକିପିଡ଼ିଆ''' ({{lang-or|{{#property:P1448}}}}) ('''orwiki''' ନାମରେ ମଧ୍ୟ ଜଣା) [[ଉଇକିପିଡ଼ିଆ]]ର [[ଓଡ଼ିଆ ଭାଷା|ଓଡ଼ିଆ]] ସଂସ୍କରଣ । ଏହା ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]] [[ୱାର୍ଲ୍ଡ଼ ୱାଇଡ଼ ୱେବ|ୱେବ-ଭିତ୍ତିକ]], [[ମିଳିତ ଲିଖନ|ମିଳିତ ଭାବେ ତିଆରି]] [[ଜ୍ଞାନକୋଷ]] ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ [[ଉଇକିମିଡ଼ିଆ ଫାଉଣ୍ଡେସନ]] ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା<ref>{{cite web|title=Wikipedia’s Oriya Section Celebrated Its Eighth Year|url=https://www.batoi.com/360/odisha/2012/01/26/wikipedias-odia-section-celebrating-its-eighth-year/|work=26 January 2012|publisher=batoi.com|accessdate=20 June 2012}}</ref> ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।<ref name="Wiki"/> This is one of the first four [[Languages of India|Indic]] Wikipedias started in 2002,<ref>{{cite web | url=http://www.eindiadiary.com/content/odia-wikipedia-celebrating-its-8th-birthday | title=Oriya Wikipedia celebrating its 8th birthday | publisher=eindiadiary.com | date=January 25, 2012 | accessdate=June 20, 2012}}</ref> among over 20 Indic language Wikipedias.<ref>{{cite news | url=http://www.hindu.com/2011/04/09/stories/2011040959272000.htm | title=Attempts on to revive Oriya Wikipedia | date=Apr 9, 2011 | agency=[[The Hindu]] | accessdate=June 20, 2012 | author=Renuka Phadnis | location=Mangalore}}</ref> ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।<ref>{{cite web| url=https://or.wikipedia.org/w/index.php?diff=2 | title=ପ୍ରଧାନ ପାତା (in Odia script, i.e. Main Page) |date=3 June 2002|accessdate=25 March 2014}}</ref>
''ଉଇକିପିଡ଼ିଆ''' ({{IPAc-en|En-uk-Wikipedia.ogg|ˌ|w|ɪ|k|ɨ|ˈ|p|iː|d|i|.|ə}} or {{IPAc-en|en-us-Wikipedia.ogg|ˌ|w|ɪ|k|i|ˈ|p|iː|d|i|.|ə}} {{respell|WIK|i|PEE|dee-ə}}) ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]] [[ୱାର୍ଲ୍ଡ଼ ୱାଇଡ଼ ୱେବ|ୱେବ]]କୁ ନେଇ ତିଆରି [[ମିଳିତ ଲେଖାଲେଖି|ମିଳିତ]] [[ବହୁଭାଷୀ]] ଜ୍ଞାନକୋଷ । ଏହା ଏକ ଅଣଲାଭକାରୀ ସଙ୍ଘ [[ଉଇକିମିଡ଼ିଆ ଫାଉଣ୍ଡେସନ]] ଦେଇ ପରିଚାଳିତ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ [[ଇଂରାଜୀ ଉଇକିପିଡ଼ିଆ]] ଅଛି) ମିଳିତ ଭାବରେ ବିଶ୍ଵର [[ଉଇକିପିଡ଼ିଆ ସଂଘ|ଉଇକିଆଳି]]ଙ୍କଦ୍ୱାରା ସମ୍ପାଦିତ । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦେଇ ବଦଳାଯାଇପାରିବ ।<ref>In some parts of the world, the access to Wikipedia had been blocked.</ref> ଉଇକିପିଡ଼ିଆ ୨୦୦୧ ମସିହାରେ [[ଜିମି ଉଏଲ୍ସ]] ଓ [[ଲାରି ସାଙ୍ଗର]]ଙ୍କ ଦେଇ ଆରମ୍ଭ କରାଯାଇଥିଲା<ref name=MiliardWho>{{Cite news|url=http://www.cityweekly.net/utah/article-5129-feature-wikipediots-who-are-these-devoted-even-obsessive-contributors-to-wikipedia.html|author=Mike Miliard|title=Wikipediots: Who Are These Devoted, Even Obsessive Contributors to Wikipedia?|work=[[Salt Lake City Weekly]]|date=2008-03-01|accessdate=2008-12-18}}</ref> ଓ [[ଇଣ୍ଟରନେଟ]]ରେ ସବୁଠୁ ବେଶି [[ଆଧାର ଦେବା]]ରେ ବ୍ୟବହାର କରାଯାଇଥାଏ ।<ref name="AlexaStats">{{cite web|url=http://www.alexa.com/data/details/traffic_details/wikipedia.org?range=5y&size=large&y=t|title = Five-year Traffic Statistics for Wikipedia.org|publisher=[[Alexa Internet]]|accessdate=2011-05-24 }}</ref><ref name=Tancer>{{Cite news|url=http://www.time.com/time/business/article/0,8599,1595184,00.html|title=Look Who's Using Wikipedia|author=Bill Tancer|date=2007-05-01|publisher=''[[Time (magazine)|Time]]''|accessdate=2007-12-01|quote=The sheer volume of content [...] is partly responsible for the site's dominance as an online reference. When compared to the top 3,200 educational reference sites in the U.S., Wikipedia is #1, capturing 24.3% of all visits to the category}} [[Cf.]] Bill Tancer (Global Manager, Hitwise), [http://weblogs.hitwise.com/bill-tancer/2007/03/wikipedia_search_and_school_ho.html "Wikipedia, Search and School Homework"], ''[[Hitwise]]'': An [[Experian]] Company ([[Blog]]), 2007-03-01. Retrieved 2008-12-18.</ref><ref name=Woodson>{{Cite news|url=http://www.reuters.com/article/internetNews/idUSN0819429120070708 |title=Wikipedia remains go-to site for online news |date=2007-07-08|author=Alex Woodson |work=Reuters |accessdate=2007-12-16|quote=Online encyclopedia Wikipedia has added about 20 million unique monthly visitors in the past year, making it the top online news and information destination, according to Nielsen//NetRatings.}}</ref><ref>http://www.alexa.com/siteinfo/wikipedia.org?range=5y&size=large&y=t</ref> [[ଅଲେକ୍ସା ଇଣ୍ଟରନେଟ|ଆଲେକ୍ସା]] କ୍ରମ ଅନୁସାରେ <!--[[Alexa Internet|Alexa]]-->ଏହା ବିଶ୍ଵର ୫ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r<ref name="AlexaStats"/><ref name="365M">[http://upload.wikimedia.org/wikipedia/meta/3/3a/TED2010%2C_Stuart_West_full_presentation_updated_with_January_data.pdf ''Wikipedia's Evolving Impact''], by Stuart West, slideshow presentation at TED2010</ref>



== ଇତିହାସ ==
== ଇତିହାସ ==

୧୦:୪୭, ୨୨ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

Favicon of Wikipedia ଓଡ଼ିଆ ଉଇକିପିଡ଼ିଆ
ଓଡ଼ିଆ ଉଇକିପିଡ଼ିଆ ଲୋଗୋ
ୟୁ.ଆର.ଏଲor.wikipedia.org
ସ୍ଳୋଗାନଓଡ଼ିଆ:ଏକ ଖୋଲା ଜ୍ଞାନକୋଷ (The Free Encyclopedia)
ବ୍ୟବସାୟିକଦାତବ୍ୟ
ସାଇଟର ପ୍ରକାରଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ
ରେଜେଷ୍ଟ୍ରିକରଣଇଚ୍ଛାଧୀନ
ମିଳୁଥିବା ଭାଷାଓଡ଼ିଆ
କଣ୍ଟେଣ୍ଟ ଲାଇସେନ୍ସକ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ/
ସେଆର-ଏଲାଇକ
୩.୦
(ଅଧିକାଂଶ ଲେଖା ଦୁଇଟି ଲାଇସେନ୍ସ ଜିଏଫଡିଏଲ ଅଧୀନରେ)
ମିଡ଼ିଆର ଲାଇସେନ୍ସ ଅଲଗା ଅଲଗା
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ତିଆରି କରିଥିଲେଓଡ଼ିଆ ଉଇକିପିଡ଼ିଆ ସମୂହ
ଆରମ୍ଭ କରାଯାଇଥିଲା3 ଜୁନ 2002; 21 years ago (2002-୦୬-03)
ଏବେକାର ସ୍ଥିତିଅନଲାଇନ

ଓଡ଼ିଆ ଉଇକିପିଡ଼ିଆ (ଓଡ଼ିଆ: ଓଡ଼ିଆ ଉଇକିପିଡ଼ିଆ) (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା[୧] ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।[୨] This is one of the first four Indic Wikipedias started in 2002,[୩] among over 20 Indic language Wikipedias.[୪] ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[୫]

ଇତିହାସ

ଓଡ଼ିଆ ଉଇକିପିଡ଼ିଆ (ଅଥବା ଓଡ଼ିଆ ୱିକିପିଡ଼ିଆ ବା orwiki), ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ। ଏହା ଓଡ଼ିଆରେ ଜ୍ଞାନ ବିତରଣ କରୁଥିବା ଏକ ମାଗଣା ଜ୍ଞାନକୋଷ । ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପଟି ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ୨୦୧୧ ବେଳକୁ ଏଥିରେ ୧୦୦୦ଟି ଲେଖା ଥିଲା । ଏଥିରେ [୨][୬] ମାର୍ଚ୍ଚ ୨୦୧୨ ସୁଧା ଏଥିରେ ୨୩୬୭ଟି ଲେଖା ଥିଲା ଯାହା ଏହାକୁ ବିଶ୍ବର ୨୪୦ଟି ଭାଷା ମଧ୍ୟରୁ ଅଧିକ ଲେଖା ଥିବା କ୍ରମରେ ୧୭୬ ନଂ ସ୍ଥାନ ପାଇଥିଲା। [୭]

ଓଡ଼ିଆ ଉଇକିପିଡ଼ିଆରେ ୧୭,୯୭୬ଟି ପ୍ରସଙ୍ଗ ଅଛି ଯାହା ୪୫ ସଚଳ ସଭ୍ୟ ଏବଂ ୩୬,୩୪୬ ବ୍ୟବହାରକାରୀଙ୍କଦ୍ଵାରା ଲେଖାଯାଉଅଛି । | [୨]

ସାଂଖିକ ତଥ୍ୟ

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ପ୍ରସଙ୍ଗସବୁ ମୋଟ ସମ୍ପାଦନା ପରିଚାଳକଗଣ ବ୍ୟବହାରକାରୀ ସକ୍ରିୟ ସଭ୍ୟ ଛବିସବୁ ଗଭୀରତା
୧୮୯ ଓଡ଼ିଆ ଓଡ଼ିଆ or ୧୩,୯୫୭ ୧୩,୯୫୭ ୩,୨୦,୬୨୪ ୧୭,୬୨୬ ୫୨ ୧୧୯ 206

[୮]

ତଳ ଟେବୁଲରେ ପ୍ରସଙ୍ଗ ପିଛା ସମ୍ପାଦନା ତଥ୍ୟ ରହିଛି:

କ୍ରମିକ ଭାଷା ଭାଷା (ସ୍ଥାନୀୟ) ଉଇକି ସମ୍ପାଦନା / ପ୍ରସଙ୍ଗ ମୋଟ / ପ୍ରସଙ୍ଗ ବ୍ୟବହାରକାରୀ / ପ୍ରସଙ୍ଗ ପ୍ରସଙ୍ଗ ସମ୍ପାଦନା ମୋଟ ବ୍ୟବହାରକାରୀ
୪୮ ଓଡ଼ିଆ ଓଡ଼ିଆ ୨୩ ୪.୩ ୧.୩ ୧୩,୯୫୭ ୩୨୦,୬୧୭ ୫୯,୭୧୩ ୧୭,୬୨୪

[୯]

Statistics of Oriya Wikipedia's active users
Page views of Oriya Wikipedia[୧୦]

Wikipedia Report Card: summaries for Oriya

ସବିଶେଷ ତଥ୍ୟ ବାର୍ଷିକ ବଦଳ ମାସିକ ବଦଳ
ମାସିକ ପୃଷ୍ଠା ଦର୍ଶନ ୨୭୭,୭୪୭ -- --
ପ୍ରସଙ୍ଗ ସଂଖ୍ୟା ୧୩,୯୦୮ +୧୦% +୧%
ଦୈନିକ ନୂଆ ପ୍ରସଙ୍ଗ -- --
ମାସିକ ସମ୍ପାଦନା ୨,୫୨୨ +୯୮% -9%
ସକ୍ରିୟ ସଭ୍ୟ ୧୫ -୧୨% +୫୮%
ଅତି ସକ୍ରିୟ ସଭ୍ୟ +୩୩% +0%
ନୂଆ ଉଇକିଆଳି -- --
ଭାଷାଭାଷୀ ୩୧,୦୦୦,୦୦୦ -- --
ଏକ ମିଲିଅନ ଲୋକରେ ଉଇକିଆଳି 0.୫ -- --

[୧୧]

ଉଇକିପିଡ଼ିଆର ପ୍ରସଙ୍ଗ ଗଣନାରେ ଅତି କମରେ ଗୋଟିଏ ଲିଙ୍କ ଥିବା ପ୍ରସଙ୍ଗ ଗଣାଯାଇଥାଏ[୧୨]

ଆଧାର

  1. "Wikipedia's Oriya Section Celebrated Its Eighth Year". 26 January 2012. batoi.com. Retrieved 20 June 2012.
  2. ୨.୦ ୨.୧ ୨.୨ Meta contributors (May 6, 2011). "Wikimedia News". Meta, discussion about Wikimedia projects. Retrieved November 6, 2011. {{cite web}}: |author= has generic name (help)
  3. "Oriya Wikipedia celebrating its 8th birthday". eindiadiary.com. January 25, 2012. Retrieved June 20, 2012.
  4. Renuka Phadnis (Apr 9, 2011). "Attempts on to revive Oriya Wikipedia". Mangalore. The Hindu. Retrieved June 20, 2012.
  5. "ପ୍ରଧାନ ପାତା (in Odia script, i.e. Main Page)". 3 June 2002. Retrieved 25 March 2014.
  6. Wikimedia India Chapter contributors (June 9, 2011). "WikiPatrika/2011-06/Community News/or". Wikimedia India Chapter. Retrieved November 6, 2011. {{cite web}}: |author= has generic name (help)
  7. Meta contributors (March 11, 2012). "List of Wikipedias". Meta, discussion about Wikimedia projects. Retrieved March 20, 2012. {{cite web}}: |author= has generic name (help)
  8. All Wikipedias ordered by number of articles, List of Wikipedias.
  9. List of Wikipedias by edits per article. Accessed 26 August 2007
  10. Stats Wikimedia. 3 November 2011
  11. Oriya Wikipedia at a glance. September 2011
  12. Article count (Official), Oriya Wikipedia

ବାହାର ଆଧାର