"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୪ କ ଧାଡ଼ି: ୪ କ ଧାଡ଼ି:
== ଗାଣିତିକ ଧର୍ମ ==
== ଗାଣିତିକ ଧର୍ମ ==
* ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା ମୌଳିକ ନୁହଁ କି ଯୌଗିକ ନୁହଁ ।
* ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା ମୌଳିକ ନୁହଁ କି ଯୌଗିକ ନୁହଁ ।
* ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ ।

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୧୩:୦୦, ୯ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ()ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧) ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[୧]

ଗାଣିତିକ ଧର୍ମ

  • ୧ ହେଉଛି ସେହି ସ୍ଵତଂତ୍ର ସଂଖ୍ୟା ଯାହା ମୌଳିକ ନୁହଁ କି ଯୌଗିକ ନୁହଁ ।
  • ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ ।

ଆଧାର

  1. "The Multiplicative Identity Property". Retrieved 8 June 2018.