"ସ୍ୱପ୍ନ ସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୦ କ ଧାଡ଼ି: ୩୦ କ ଧାଡ଼ି:
== ଅଭିନୟରେ ==
== ଅଭିନୟରେ ==
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ପ୍ରଶାନ୍ତ ନନ୍ଦ]]<ref>{{cite news|title=ଅନୀତା ଦାସଙ୍କ ବିୟୋଗରେ ଓଲିଉଡରେ ଶୋକ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ|url=http://sambad.in/state/anita-das-ollywood-celebrity-137493/|accessdate=6 June 2018|newspaper=sambad.in|date=11 May 2018}}</ref>
* [[ପ୍ରଶାନ୍ତ ନନ୍ଦ]]
* [[ଶ୍ରୀରାମ ପଣ୍ଡା]]
* [[ଶ୍ରୀରାମ ପଣ୍ଡା]]
* [[ଅନିତା ଦାସ]]<ref>{{cite news|title=ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ|url=http://sambad.in/entertainment/anita-das-unfilled-dream-138026/|accessdate=6 June 2018|newspaper=sambad.in|date=12 May 2018}}</ref>
* [[ଅନିତା ଦାସ]]<ref>{{cite news|title=ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ|url=http://sambad.in/entertainment/anita-das-unfilled-dream-138026/|accessdate=6 June 2018|newspaper=sambad.in|date=12 May 2018}}</ref>

୧୮:୦୦, ୬ ଜୁନ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ସ୍ଵପ୍ନ ସାଗର
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକପ୍ରଶାନ୍ତ ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅନିତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଭାନୁ କୁମାର
ମୁକ୍ତିଲାଭ ତାରିଖ
୧୯୮୩

ସ୍ଵପ୍ନ ସାଗର (English: Swapna Sagara) ଏକ ଓଡ଼ିଆ ଚଳଚ୍ଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । ପ୍ରଶାନ୍ତ ନନ୍ଦ ଏହାର ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ରଚନା କରିଥିବା ବେଳେ ଓ ଚିତ୍ରନାଟ୍ୟ ଓ ସଂଗୀତ ସଂଯୋଜନା ଅକ୍ଷୟ ମହାନ୍ତି କରିଥିଲେ । ଓଡ଼ିଆ ସିନେମା ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର ।[୧]

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ

  • ଚିଠି ମୋର ଟିକି ଚଢେଇ
  • ସେଇ ଦୀପ ଅଛି, ସେଇ ଫୁଲ ଅଛି
  • ଏଇ ପାଣିରେ ପାଣିରେ
  • ବାଟୋଇ ଭାଇ
  • ଶୀକାରି ଶିକାରି

ଆଧାର

  1. "Orissa Cinema :: History of Orissa Cinema, Chronology of Orissa Films". orissacinema.com. Retrieved 2009-02-27.
  2. "ଅନୀତା ଦାସଙ୍କ ବିୟୋଗରେ ଓଲିଉଡରେ ଶୋକ : ପ୍ରିୟ ମଣିଷଙ୍କୁ ମନେପକାଇଲେ ଅଭିନେତା-ଅଭିନେତ୍ରୀ". sambad.in. 11 May 2018. Retrieved 6 June 2018.
  3. "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.

ବାହାର ଆଧାର

ଆହୁରି ଦେଖନ୍ତୁ