"ପ୍ରଧାନ ପୃଷ୍ଠା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
+fix
+fix
୪ କ ଧାଡ଼ି: ୪ କ ଧାଡ଼ି:
</center>
</center>
{|style="border-spacing:8px;margin:0px -8px"
{|style="border-spacing:8px;margin:0px -8px"
|class="MainPageBG" style="width:55%;border:1px solid #00BFFF;background-color:#F5FFFA;vertical-align:top;color:#000"|
|class="MainPageBG" style="width:55%;border:1px solid #a3b0bf;background-color:#F5FFFA;vertical-align:top;color:#000"|
<!-- "WELCOME TO WIKIPEDIA" AND ARTICLE COUNT -->
<!-- "WELCOME TO WIKIPEDIA" AND ARTICLE COUNT -->
{|width="100%" cellpadding="2" cellspacing="5" style="vertical-align:top;background-color:#FFF8DC"
{|width="100%" cellpadding="2" cellspacing="5" style="vertical-align:top;background-color:#FFF8DC"

୦୧:୦୯, ୧୭ ମାର୍ଚ୍ଚ ୨୦୧୧ ଅନୁସାରେ କରାଯାଇଥିବା ବଦଳ

Alt text
ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ
କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ

ଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତାଟିଏ ଖୋଲିବେ

 
ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ

ନିୟମାବଳୀକିଛି ଜାଣିବା କଥାଲେଖିବାରେ ସହଯୋଗଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

 ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

ଭାଷାକୋଷ

:ବିଭାଗ:ସାମାଜିକ ପୁରାଣ ସାମାଜିକ ପୁରାଣ ଆଉ ଦର୍ଶନ

ପୁରାତନ ତତ୍ତ୍ଵମଣିଷ ଜୀବନର ଇତିହାସଅର୍ଥ ଶାସ୍ତ୍ରଦର୍ଶନଶିକ୍ଷାବିଧିସାମାଜିକ ପୁରାଣରାଜନୀତିରାଜନୀତି ବିଜ୍ଞାନ

  :ବିଭାଗ:ଭୂଗୋଳ ଭୂଗୋଳ

ଭୂଗୋଳମହାଦ୍ଵୀପଦେଶସହରପର୍ବତସମୁଦ୍ରପୃଥିବୀଖଗୋଳ ବିଜ୍ଞାନସୌର ମଣ୍ଡଳ

:ବିଭାଗ:ଚଳଣି କଳା ଓ ଚଳଣି

ନୃତ୍ୟସଙ୍ଗୀତକାର୍ଟୁନଶିଳ୍ପକଳାନୃତ୍ୟକଳାଜ୍ୟୋତିଷୀଚଳଣି

:ବିଭାଗ:ଧର୍ମ ଧର୍ମ

ଧର୍ମହିନ୍ଦୁ ଧର୍ମମୁସଲିମ ଧର୍ମଖ୍ରୀଷ୍ଟ ଧର୍ମଶିଖ ଧର୍ମବୌଦ୍ଧ ଧର୍ମଜୈନ ଧର୍ମଇହୁଦି ଧର୍ମ

:ବିଭାଗ:ଜନ୍ତ୍ର ପେଡ଼ି ବୈଷୟିକ ବିଜ୍ଞାନ

ଜନ୍ତ୍ର ପେଡ଼ିବାୟୋଟେକନୋଲୋଜିନାନୋ ଟେକନୋଲୋଜିରସାୟନ ଇଞ୍ଜିନିୟରିଂବିମାନ ଇଞ୍ଜିନିୟରିଂମହାକାଶ ଇଞ୍ଜିନିୟରିଂକମ୍ପ୍ୟୁଟର ବିଜ୍ଞାନସିଭିଲ ବିଦ୍ୟୁତ ଇଞ୍ଜିନିୟରିଂଇଲେକ୍ଟ୍ରୋନିକ୍ସମେକାନିକାଲ

:ବିଭାଗ:ବିଜ୍ଞାନ ବିଜ୍ଞାନସ୍ଵାସ୍ଥ୍ୟ

ବିଜ୍ଞାନଜୀବ ବିଜ୍ଞାନଜଙ୍ଗଲ ବିଜ୍ଞାନପ୍ରାଣୀ ବିଜ୍ଞାନଆୟୁବିଜ୍ଞାନଭୌତିକ ବିଜ୍ଞାନପଦାର୍ଥ ବିଜ୍ଞାନରସାୟନ ବିଜ୍ଞାନଜ୍ୟୋତିଷଗଣିତବୀଜଗଣିତସ୍ଵାସ୍ଥ୍ୟରୋଗଡାକ୍ତରୀ ବିଜ୍ଞାନ

[[Image:|50px|link=:ବିଭାଗ:ସାହିତ୍ୟ|:ବିଭାଗ:ସାହିତ୍ୟ]] ଭାଷା ସାହିତ୍ୟ

କାବ୍ୟ କବିତାକଥା ସାହିତ୍ୟବ୍ୟାକରଣଭାଷା ବିଜ୍ଞାନଉପନ୍ୟାସଢଗଢମାଳିବ୍ୟଙ୍ଗ ସାହିତ୍ୟ

:ବିଭାଗ:ମନୋରଁଜନ ମନୋରଞ୍ଜନଖେଳ

ଖେଳକ୍ରିକେଟଫୁଟବଲକମିକ୍ସଟେଲିଭିଜନପର୍ଯ୍ୟଟନଓଡ଼ିଆ ରାନ୍ଧଣାଇଣ୍ଟରନେଟରେଡ଼ିଓସିନେମା

:ବିଭାଗ:ଧର୍ମ

ଜୀବନୀ
ଅଭିନେତାଅଭିନେତ୍ରୀଖେଳାଳିଲେଖକବିଜ୍ଞାନୀସଙ୍ଗୀତକାରଆବିଷ୍କାରକସ୍ଵାଧିନତା ସଂଗ୍ରାମୀ ଓ ନେତା

:ବିଭାଗ:ଇତିହାସ ଇତିହାସ

ଓଡ଼ିଶା ଇତିହାସକ୍ୟାଲେଣ୍ଡରସଭ୍ୟତା

ବଛା ଲେଖା

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ବଛା ଚିତ୍ର

ନୂଆ ଲେଖାଟିଏ ଲେଖନ୍ତୁ

ବ୍ୟବହାର ଶିକ୍ଷଣ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର





କିପରି ଆରମ୍ଭ କରିବେ

ବ୍ୟବହାର ଶିକ୍ଷଣ

ପଚରାଯାଇଥିବା ପ୍ରଶ୍ନର ଉତ୍ତର ଶିକ୍ଷଣ ଖୋଲା ଏଡ଼ିଟର

ବିବିଧ ପ୍ରକଳ୍ପ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)    କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)    Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)    ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)    ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)    ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)    ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)    ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)    ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)    ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)    ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

ଅନ୍ୟାନ୍ୟ ଭାଷାରେ ଉଇକିପିଡ଼ିଆ