"ଇମ୍ରାନ ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧୮ କ ଧାଡ଼ି: ୧୮ କ ଧାଡ଼ି:
}}
}}

'''ଇମ୍ରାନ ଖାଁ''' ({{IPA-hns|ɪmraːn ˈxaːn|pron}}; ଜନ୍ମନାମ: '''ଇମ୍ରାନ ପାଲ୍''' ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।<ref name="decc_Whyc">{{Cite web | title = Why can't Alia Bhatt and Imran Khan vote? | work = Deccan Chronicle | date = 3 April 2014 | accessdate = 26 June 2016 | url = http://www.deccanchronicle.com/140403/entertainment-bollywood/article/why-can’t-alia-bhatt-and-imran-khan-vote}}</ref> ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମନ୍‌ସୁର୍ ଖାଁଙ୍କର ଭଣଜା । ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ । ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍‌ ସେ କୋୟାମତ୍ ତକ୍‌ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।
'''ଇମ୍ରାନ ଖାଁ''' ({{IPA-hns|ɪmraːn ˈxaːn|pron}}; ଜନ୍ମନାମ: '''ଇମ୍ରାନ ପାଲ୍'''<ref name="DNA1">{{cite web|title=Imran Khan's Bong Connection|url=http://www.dnaindia.com/entertainment/1179792/report-imran-khan-s-bong-connection|work=[[Daily News and Analysis]]|accessdate=14 October 2012}}</ref>, ଜନ୍ମ: ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।<ref name="decc_Whyc">{{Cite web | title = Why can't Alia Bhatt and Imran Khan vote? | work = Deccan Chronicle | date = 3 April 2014 | accessdate = 26 June 2016 | url = http://www.deccanchronicle.com/140403/entertainment-bollywood/article/why-can’t-alia-bhatt-and-imran-khan-vote}}</ref> ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମନ୍‌ସୁର୍ ଖାଁଙ୍କର ଭଣଜା ।<ref name='TSG02'>{{cite web|title=Imran Khan: White Chocolate|url=http://www.sunday-guardian.com/masala-art/imran-khan-white-chocolate|work=The Sunday Guardian|accessdate=14 October 2012}}</ref> ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ।<ref>{{cite news|title=Birthday special: 10 popular uncle-nephew jodis in Bollywood|url=http://www.mid-day.com/photos/birthday-special-10-popular-uncle-nephew-jodis-in-bollywood/8401|accessdate=13 January 2015|issue=[[Mid Day]]|publisher=Mid.day.com}}</ref> ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍‌ ସେ କୋୟାମତ୍ ତକ୍‌ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।<ref name=Sfy>{{cite web|title=Aamir spills it on Jaane Tu...|url=http://www.sify.com/movies/aamir-spills-it-on-jaane-tu-news-bollywood-kkfttjdhhfa.html|publisher=[[Sify]]|date=25 June 2008|accessdate=13 January 2013}}</ref><ref name=IBN1>{{cite web|title=Bollywood's child actors: Then and now|url=http://ibnlive.in.com/photogallery/13003-5.html|publisher=[[CNN-IBN]]|date=30 March 2013|accessdate=31 March 2013}}</ref>

ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା । ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍‌ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍‌ହନ୍‌ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ଏକ୍ ମେଁ ଏକ୍ ତୁ, ୨୦୧୩ରେ ମାତୃ କି ବିଜୀ କା ମଣ୍ଡୋଲା, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର୍ ମେଁ ଏବଂ ୨୦୧୫ରେ କଟ୍ଟି ବଟ୍ଟି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାତ୍ର ଏହି ସବୁ ଚଳଚ୍ଚିତ୍ର ବ୍ୟବସାୟରେ ବିଫଳ ହୋଇଥିଲା । ଇମ୍ରାନ ନାୟକ ଭୂମିକାରେ ଅଭିନୟ କରିବା ସ‌ହ ୨୦୦୮ ମସିହାରେ ତାଙ୍କର ୨ୟ ଚଳଚ୍ଚିତ୍ର କିଡ୍‌ନାପ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

୧୪:୧୬, ୨୭ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଇମ୍ରାନ ଖାଁ
Imran Khan is smiling at the camera.
୨୦୧୩ରେ ଇମ୍ରାନ
Born
ଇମ୍ରାନ ପାଲ୍

(1983-01-13) ୧୩ ଜାନୁଆରୀ ୧୯୮୩ (ବୟସ ୪୧)
ମାରିସନ୍, ୱିସ୍କୋନସିନ୍, ଯୁକ୍ତରାଷ୍ଟ୍ର ଆମେରିକା
Nationalityଆମେରିକୀୟ[୧]
Alma materଫ୍ରେମୋଣ୍ଟ ହାଇ ସ୍କୁଲ, କାଲିଫର୍ଣ୍ଣିଆ
ବମ୍ବେ ସ୍କୋଟିସ୍ ସ୍କୁଲ୍
ନିୟୁର୍କ ଫିଲ୍ମ ଆକେଡେମୀ
Occupationଅଭିନେତା
Years active୨୦୦୮–୨୦୧୫
Spouse
ଅବନ୍ତିକା ମଲିକ
(m. ୨୦୧୧)
Children[୨]
Relativesଅମିର ଖାଁ (ମାମୁଁ)
ମନସୁର୍ ଖାଁ (ମାମୁଁ)
ନସୀର ହୁସେନ (ଅଜା)
ରାଜ୍ ଜ୍ୟୋତିଷ (ସାବତ-ବାପା)

ଇମ୍ରାନ ଖାଁ (pronounced [ɪmraːn ˈxaːn]; ଜନ୍ମନାମ: ଇମ୍ରାନ ପାଲ୍[୩], ଜନ୍ମ: ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।[୧] ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମନ୍‌ସୁର୍ ଖାଁଙ୍କର ଭଣଜା ।[୪] ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ।[୫] ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍‌ ସେ କୋୟାମତ୍ ତକ୍‌ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୬][୭]

ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା । ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା । ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍‌ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍‌ହନ୍‌ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ଏକ୍ ମେଁ ଏକ୍ ତୁ, ୨୦୧୩ରେ ମାତୃ କି ବିଜୀ କା ମଣ୍ଡୋଲା, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର୍ ମେଁ ଏବଂ ୨୦୧୫ରେ କଟ୍ଟି ବଟ୍ଟି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାତ୍ର ଏହି ସବୁ ଚଳଚ୍ଚିତ୍ର ବ୍ୟବସାୟରେ ବିଫଳ ହୋଇଥିଲା । ଇମ୍ରାନ ନାୟକ ଭୂମିକାରେ ଅଭିନୟ କରିବା ସ‌ହ ୨୦୦୮ ମସିହାରେ ତାଙ୍କର ୨ୟ ଚଳଚ୍ଚିତ୍ର କିଡ୍‌ନାପ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଇମ୍ରାନ କିଛି ସାମାଜିକ ସେବା ସଂସ୍ଥା ସ‌ହ ମିଶି କାମ କରୁଛନ୍ତି । ସେ ହିନ୍ଦୁସ୍ତାନ ଟାଇମ୍‌ସ୍ ପାଇଁ କିଛି ସ୍ତମ୍ଭ ମଧ୍ୟ ଲେଖିଛନ୍ତି । ସେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଥିବା ଆମେରିକୀୟ ଅଣଲାଭକାରୀ ବେସରକାରୀ ସଂସ୍ଥାର ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଦ୍ୱାରା ଆୟୋଜିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଇମ୍ରାନ ଯୋଗ ଦେଇଛନ୍ତି । ଜାନୁଆରୀ ୨୦୧୧ରେ ଇମ୍ରାନ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହିଁଙ୍କର ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ।

ଆଧାର

  1. ୧.୦ ୧.୧ "Why can't Alia Bhatt and Imran Khan vote?". Deccan Chronicle. 3 April 2014. Retrieved 26 June 2016.
  2. "It's a girl for actor Imran Khan and Avantika Malik". IBNLive. 9 June 2014. Retrieved 16 June 2014.
  3. "Imran Khan's Bong Connection". Daily News and Analysis. Retrieved 14 October 2012.
  4. "Imran Khan: White Chocolate". The Sunday Guardian. Retrieved 14 October 2012.
  5. "Birthday special: 10 popular uncle-nephew jodis in Bollywood". No. Mid Day. Mid.day.com. Retrieved 13 January 2015.
  6. "Aamir spills it on Jaane Tu..." Sify. 25 June 2008. Retrieved 13 January 2013.
  7. "Bollywood's child actors: Then and now". CNN-IBN. 30 March 2013. Retrieved 31 March 2013.

ବାହାର ଆଧାର