"ଆଲୋକବର୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
'''''ଆଲୋକବର୍ଷ''''' ହେଉଛି ଏକ ଦୂରତା ମାପିବାର ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାଜଗତିକ ବସ୍ତୁ ମାନଙ୍କର ଦୂରତା ମପାଯାଏ । ଏକ ଆଲୋକ ବର୍ଷର ଦୂରତା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) ।<ref name="earthsky">{{cite web|title=What is a Light Year|url=http://earthsky.org/space/what-is-a-light-year|accessdate=14 April 2018}}</ref> ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ । ଏହ ଏକ ସେକେଣ୍ଡରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା)ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଏହି ଦୂରତାର ଏକକକୁ [[ଗ୍ରହ]], [[ନକ୍ଷତ୍ର]] ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।
'''''ଆଲୋକବର୍ଷ''''' ହେଉଛି ଏକ ଦୂରତା ମାପିବାର ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାଜଗତିକ ବସ୍ତୁ ମାନଙ୍କର ଦୂରତା ମପାଯାଏ । ଏକ ଆଲୋକ ବର୍ଷର ଦୂରତା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) ।<ref name="earthsky">{{cite web|title=What is a Light-Year|url=http://earthsky.org/space/what-is-a-light-year|accessdate=14 April 2018}}</ref> ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ । ଏହ ଏକ ସେକେଣ୍ଡରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା)ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଏହି ଦୂରତାର ଏକକକୁ [[ଗ୍ରହ]], [[ନକ୍ଷତ୍ର]] ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।


== ଆଧାର ==
== ଆଧାର ==

୧୨:୦୩, ୧୪ ଅପ୍ରେଲ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଆଲୋକବର୍ଷ ହେଉଛି ଏକ ଦୂରତା ମାପିବାର ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାଜଗତିକ ବସ୍ତୁ ମାନଙ୍କର ଦୂରତା ମପାଯାଏ । ଏକ ଆଲୋକ ବର୍ଷର ଦୂରତା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) ।[୧] ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ । ଏହ ଏକ ସେକେଣ୍ଡରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା)ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଏହି ଦୂରତାର ଏକକକୁ ଗ୍ରହ, ନକ୍ଷତ୍ର ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।

ଆଧାର

  1. "What is a Light-Year". Retrieved 14 April 2018.