"ଆଲୋକବର୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (Bot: Automated text replacement (- ରେ +ରେ ))
ଟିକେ
'''''ଆଲୋକବର୍ଷ''''' ହେଉଛି ଏକ ଦୂରତା ମପିବାରମାପିବାର ଏକକ । ଏହା ସାହାଯ୍ୟରେ ମହାକାଶରେ ବିଭିନ୍ନ ମହାଜଗତିକ ବସ୍ତୁ ମାନଙ୍କର ଦୂରତା ମପାଯାଏ।ମପାଯାଏ ଏକ ଆଲୋକ ବର୍ଷର ମୂଲ୍ୟ ଦୂରତା ପ୍ରାୟ ୯ ଲକ୍ଷ କୋଟି କିଲୋମିଟର(୯୦,୦୦,୦୦,୦୦,୦୦,୦୦୦) । ଆଲୋକ ବହୁତ କ୍ଷିପ୍ର ବେଗରେ ଗତି କରିଥାଏ । ଏହ ଏକ ସେକେଣ୍ଡରେ ୨,୯୯,୭୯୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ଯାହାକି ପ୍ରାୟ ୩ ଲକ୍ଷ କିଲୋ ମିଟର ସହ ସମାନ । ଆନ୍ତର୍ଜାତିକ ମହାକାଶିୟ ଏକକ ଅନୁସାରେ ଏକ ଆଲୋକ ରଶ୍ମି ଏକ ବର୍ଷ(୩୬୫ ଦିନ ୬ ଘଣ୍ଟା)ରେ ମହାକାଶରେ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଏହି ଦୂରତାର ଏକକକୁ [[ଗ୍ରହ]], ନକ୍ଷେତ୍ର ଏବଂ ନିହାରୀକା ମାନଙ୍କର ଦୂରତା ମାପିବାକୁ ବ୍ୟବହାର କରାଯାଏ।
 
[[ଶ୍ରେଣୀ:ମହାକାଶ ବିଜ୍ଞାନ]]
୧୦,୭୭୫

ଗୋଟି ସମ୍ପାଦନା

ଦିଗବାରେଣି ମେନୁ