"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ added Category:ଓଡ଼ିଶାର ରାଜନୀତିଜ୍ଞ using HotCat |
||
୩୦ କ ଧାଡ଼ି: | ୩୦ କ ଧାଡ଼ି: | ||
==ଆଧାର== |
==ଆଧାର== |
||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ:ଓଡ଼ିଶାର ରାଜନୀତିଜ୍ଞ]] |
୧୩:୦୪, ୫ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ବସନ୍ତ ମଞ୍ଜରୀ ଦେବୀ | |
---|---|
ବସନ୍ତ ମଞ୍ଜରୀ ଦେବୀ | |
Member: | |
ନିର୍ବାଚନ ମଣ୍ଡଳୀ | ରଣପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୦୦ |
ମୃତ୍ୟୁ | Error: Need valid birth date (second date): year, month, day |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮) |
ଘର | ରଣପୁର, ଓଡ଼ିଶା |
ବସନ୍ତ ମଞ୍ଜରୀ ଦେବୀ, ପ୍ରଥମ ମହିଳା ଭାବେ ରାଜ୍ୟର ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ଥିଲେ ।[୧] ସେ ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୨] ସେ ରଣପୁରର ରାଜମାଅ ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ ରେ ଦୁଇଟି ପର୍ଯ୍ୟୟରେ କାର୍ଯ୍ୟ କରିଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁର ଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୩]