"ଏ ମନ ମାନେନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
|||
୩୧ କ ଧାଡ଼ି: | ୩୧ କ ଧାଡ଼ି: | ||
==ଅଭିନୟ== |
==ଅଭିନୟ== |
||
* ଅରିନ୍ଦମ ରାୟ |
* [[ଅରିନ୍ଦମ ରାୟ]] |
||
* ଦୁଷ୍ମନ୍ତ ପଣ୍ଡା<ref>{{cite news|title= ଓଲିଉଡ ନାୟକ ଦୁଷ୍ମନ୍ତଙ୍କ ପ୍ରଥମ ଅନୁଭୂତି|url=http://sambad.in/entertainment/dusmant-hero-5114/|accessdate=26 January 2018|newspaper=sambad.in|date=4 October 2017}}</ref> |
* [[ଦୁଷ୍ମନ୍ତ ପଣ୍ଡା]]<ref>{{cite news|title= ଓଲିଉଡ ନାୟକ ଦୁଷ୍ମନ୍ତଙ୍କ ପ୍ରଥମ ଅନୁଭୂତି|url=http://sambad.in/entertainment/dusmant-hero-5114/|accessdate=26 January 2018|newspaper=sambad.in|date=4 October 2017}}</ref> |
||
* ବର୍ଷା ପ୍ରିୟଦର୍ଶିନୀ<ref>{{cite news|title=କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ|url=http://sambad.in/entertainment/barsha-priyadarsini-23698/|accessdate=26 January 2018|newspaper=sambad.in|date=8 November 2017}}</ref> |
* [[ବର୍ଷା ପ୍ରିୟଦର୍ଶିନୀ]]<ref>{{cite news|title=କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ|url=http://sambad.in/entertainment/barsha-priyadarsini-23698/|accessdate=26 January 2018|newspaper=sambad.in|date=8 November 2017}}</ref> |
||
* କାଜଲ ମିଶ୍ର |
* [[କାଜଲ ମିଶ୍ର]] |
||
* ମିହିର ଦାସ |
* [[ମିହିର ଦାସ]] |
||
* ଅନିତା ଦାସ |
* [[ଅନିତା ଦାସ]] |
||
* ହାଡ଼ୁ |
* [[ହାଡ଼ୁ]] |
||
* ହରିହର ମହାପାତ୍ର |
* [[ହରିହର ମହାପାତ୍ର (ଅଭିନେତା)|ହରିହର ମହାପାତ୍ର]] |
||
* ଉତ୍ତମ ମହାନ୍ତି |
* [[ଉତ୍ତମ ମହାନ୍ତି]] |
||
* ସୁମନ |
* [[ସୁମନ]] |
||
* ଜର୍ଜ ତିଆଡ଼ି |
* [[ଜର୍ଜ ତିଆଡ଼ି]] |
||
==କାହାଣୀ== |
==କାହାଣୀ== |
୧୯:୨୯, ୨୬ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଏ ମନ ମାନେନା | |
---|---|
ନିର୍ଦ୍ଦେଶକ | ଏନ୍. ପାଢ଼ୀ |
ପ୍ରଯୋଜକ | ବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର |
ସଂଳାପ | (ସଂଳାପ): ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଏନ୍. ପାଢ଼ୀ |
କାହାଣୀ | ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ |
କଳାକାର | ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଏ. ରଙ୍ଗନାଥନ୍ |
ସମ୍ପାଦକ | ସି. ମାଣିକ୍ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏ ମନ ମାନେନା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଅରିନ୍ଦମ ରାୟ
- ଦୁଷ୍ମନ୍ତ ପଣ୍ଡା[୧]
- ବର୍ଷା ପ୍ରିୟଦର୍ଶିନୀ[୨]
- କାଜଲ ମିଶ୍ର
- ମିହିର ଦାସ
- ଅନିତା ଦାସ
- ହାଡ଼ୁ
- ହରିହର ମହାପାତ୍ର
- ଉତ୍ତମ ମହାନ୍ତି
- ସୁମନ
- ଜର୍ଜ ତିଆଡ଼ି
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ବାହା ହେବ ନାହିଁ" | |
2. | "ଆଜିକା ବ୍ରେକିଙ୍ଗ ନ୍ୟୁଜ୍" | |
3. | "ଓଃ ନୀଳ ପରି" | |
4. | "କୋଉଠୁ ଆସିଲ ପରଦେଶୀ" | |
5. | "ଧିରେ ଧିରେ ନିଆଁ ଜଳେ" | |
6. | "ଏ ମନ ମାନେନା" | |
7. | "ତୁମକୁ ନିଜର" |
ଆଧାର
- ↑ "ଓଲିଉଡ ନାୟକ ଦୁଷ୍ମନ୍ତଙ୍କ ପ୍ରଥମ ଅନୁଭୂତି". sambad.in. 4 October 2017. Retrieved 26 January 2018.
- ↑ "କେଉଁ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଛନ୍ତି ଓଲିଉଡ଼୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ". sambad.in. 8 November 2017. Retrieved 26 January 2018.
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ଏ ମନ ମାନେନା