"ଏ ମନ ମାନେନା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୫୩ କ ଧାଡ଼ି: | ୫୩ କ ଧାଡ଼ି: | ||
| extra_column = ଗାୟକ |
| extra_column = ଗାୟକ |
||
| title1= |
| title1= ବାହା ହେବ ନାହିଁ |
||
| lyrics1 = |
| lyrics1 = |
||
| length1= |
| length1= |
||
| extra1= |
| extra1= |
||
| title2= ଆଜିକା ବ୍ରେକିଙ୍ଗ ନ୍ୟୁଜ୍ |
|||
| title2= |
|||
| lyrics2 = |
| lyrics2 = |
||
| length2= |
| length2= |
||
| extra2= |
| extra2= |
||
| title3= |
| title3= ଓଃ ନୀଳ ପରି |
||
| lyrics3 = |
| lyrics3 = |
||
| length3= |
| length3= |
||
| extra3= |
| extra3= |
||
| title4= କୋଉଠୁ ଆସିଲ ପରଦେଶୀ |
|||
| title4= |
|||
| lyrics4 = |
| lyrics4 = |
||
| length4= |
| length4= |
୧୯:୧୩, ୨୬ ଜାନୁଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଏ ମନ ମାନେନା | |
---|---|
ନିର୍ଦ୍ଦେଶକ | ଏନ୍. ପାଢ଼ୀ |
ପ୍ରଯୋଜକ | ବିଜୟ କୁମାର, ରାମଚନ୍ଦ୍ର ମହାପାତ୍ର |
ସଂଳାପ | (ସଂଳାପ): ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଏନ୍. ପାଢ଼ୀ |
କାହାଣୀ | ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ |
କଳାକାର | ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, କାଜଲ ମିଶ୍ର, ମିହିର ଦାସ, ଅନିତା ଦାସ, ହାଡ଼ୁ, ଉତ୍ତମ ମହାନ୍ତି |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ଏ. ରଙ୍ଗନାଥନ୍ |
ସମ୍ପାଦକ | ସି. ମାଣିକ୍ ରାଓ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏ ମନ ମାନେନା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କୁମାର ଏବଂ ରାମଚନ୍ଦ୍ର ମହାପାତ୍ର । ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଏହି କତାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ଏବଂ କାଜଲ ମିଶ୍ର । ମିହିର ଦାସ, ଅନିତା ଦାସ, ହାଡ଼ୁ, ହରିହର ମହାପାତ୍ର, ଉତ୍ତମ ମହାନ୍ତି, ସୁମନ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ଅରିନ୍ଦମ ରାୟ
- ଦୁଷ୍ମନ୍ତ ପଣ୍ଡା
- ବର୍ଷା ପ୍ରିୟଦର୍ଶିନୀ
- କାଜଲ ମିଶ୍ର
- ମିହିର ଦାସ
- ଅନିତା ଦାସ
- ହାଡ଼ୁ
- ହରିହର ମହାପାତ୍ର
- ଉତ୍ତମ ମହାନ୍ତି
- ସୁମନ
- ଜର୍ଜ ତିଆଡ଼ି
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ବିଜୟ ମଲ୍ଲ, ନିମାଇଁ ମହାନ୍ତି, ପୁର୍ଣ୍ଣେନ୍ଦୁ ଦାସ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସରୋଜ ଦାସ, ତପୁ ମିଶ୍ର, ନସିର, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ବାହା ହେବ ନାହିଁ" | |
2. | "ଆଜିକା ବ୍ରେକିଙ୍ଗ ନ୍ୟୁଜ୍" | |
3. | "ଓଃ ନୀଳ ପରି" | |
4. | "କୋଉଠୁ ଆସିଲ ପରଦେଶୀ" |
ଆଧାର
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ଏ ମନ ମାନେନା