"ବୀରେନ ରାଉତରାୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଟିକେ added Category:ଜଗତସିଂହପୁର ଜିଲ୍ଲାର ଲୋକ using HotCat |
ଟିକେ Regular Character Changes |
||
୪୮ କ ଧାଡ଼ି: | ୪୮ କ ଧାଡ଼ି: | ||
}} |
}} |
||
'''ବୀରେନ ରାଉତରାୟ''', ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା |
'''ବୀରେନ ରାଉତରାୟ''', ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।<ref>http://www.newindianexpress.com/magazine/article127949.ece</ref> |
||
ବୀରେନ ରାଉତରାୟ, [[ଜଗତସିଂହପୁର]] ନିବାସୀ ସ୍ଵାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ । |
ବୀରେନ ରାଉତରାୟ, [[ଜଗତସିଂହପୁର]] ନିବାସୀ ସ୍ଵାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ । |
||
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ |
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି । |
||
== ସାହିତ୍ୟକୃତି == |
== ସାହିତ୍ୟକୃତି == |
||
୬୫ କ ଧାଡ଼ି: | ୬୫ କ ଧାଡ଼ି: | ||
* ନାଟ୍ୟଶ୍ରୀ |
* ନାଟ୍ୟଶ୍ରୀ |
||
== ଅଭିନିତ |
== ଅଭିନିତ ଚଳଚ୍ଚିତ୍ର == |
||
* [[ବନ୍ଧୁ ମହାନ୍ତି (୧୯୭୭ର ଚଳଚ୍ଚିତ୍ର)|ବନ୍ଧୁ ମହାନ୍ତି]] - ୧୯୭୭ |
* [[ବନ୍ଧୁ ମହାନ୍ତି (୧୯୭୭ର ଚଳଚ୍ଚିତ୍ର)|ବନ୍ଧୁ ମହାନ୍ତି]] - ୧୯୭୭ |
||
* [[ହିସାବ ନିକାଶ]] - ୧୯୮୨ |
* [[ହିସାବ ନିକାଶ]] - ୧୯୮୨ |
||
୭୬ କ ଧାଡ଼ି: | ୭୬ କ ଧାଡ଼ି: | ||
== ସମ୍ମାନ ଓ ପୁରସ୍କାର == |
== ସମ୍ମାନ ଓ ପୁରସ୍କାର == |
||
* ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ |
* ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚ୍ଚିତ୍ର ପାଇଁ) <ref>ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧</ref> |
||
* ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ |
* ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ |
||
* ରୋଟାରି ଆୱର୍ଡ |
* ରୋଟାରି ଆୱର୍ଡ |
୧୨:୦୦, ୧୩ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ବୀରେନ ରାଉତରାୟ | |
---|---|
ଫାଇଲ:ବୀରେନ ରାଉତରାୟ.jpg | |
ଜନ୍ମ | ମେରିଆବଜାର, କଟକ | ୨୭ ସେପ୍ଟେମ୍ବର ୧୯୩୯
ମୃତ୍ୟୁ | ୨୪ ନଭେମ୍ବର ୨୦୧୪ | (ବୟସ ୭୫)
ମୃତ୍ୟୁର କାରଣ | ହୃଦଘାତ |
ଜାତୀୟତା | ଭାରତୀୟ |
ଶିକ୍ଷା | ଡିଗ୍ରୀ ଇଞ୍ଜିନିୟରିଂ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି | ଓଡ଼ିଆ ନାଟ୍ୟକାର ଓ ଅଭିନେତା |
ବୈବାହିକ-ସାଥୀ | ବନଶ୍ରୀ ରାଉତରାୟ |
ସନ୍ତାନ | ରାଜକିଶୋର, ଇତିଶ୍ରୀ |
ପିତାମାତା(s) | ଭ୍ରମରବର ରାଉତରାୟ, ତାରାମଣି ଦେବୀ |
ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।[୧]
ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ଵାଧିନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।
୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।
ସାହିତ୍ୟକୃତି
ନାଟକ
- କସ୍ତୁରୀ ମୃଗ
- ତୃଷ୍ଣା
- ରାଣା ପ୍ରତାପ ସିଂହ
- ଜାମୁକୋଳି ଗଛ
- ଅଙ୍ଗ ରାଜା
- ଭଙ୍ଗା ବେହେଲାର ସ୍ଵର
ପତ୍ରିକା
- ନାଟ୍ୟଶ୍ରୀ
ଅଭିନିତ ଚଳଚ୍ଚିତ୍ର
- ବନ୍ଧୁ ମହାନ୍ତି - ୧୯୭୭
- ହିସାବ ନିକାଶ - ୧୯୮୨
- ଡୋରା - ୧୯୮୪
- ଭକ୍ତ ସାଲବେଗ - ୧୯୮୩
- ଜଗା ବଳିଆ - ୧୯୮୪
- ଲାଲପାନ ବିବି
- ଭୀଷ୍ମ ପ୍ରତିଜ୍ଞା - ୧୯୯୨
- ଅନୁରାଗ - ୧୯୮୦
ସମ୍ମାନ ଓ ପୁରସ୍କାର
- ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚ୍ଚିତ୍ର ପାଇଁ) [୨]
- ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
- ରୋଟାରି ଆୱର୍ଡ
- ଶ୍ରେଷ୍ଠ ନାଟ୍ୟକାର ସମ୍ମାନ( କସ୍ତୁରୀ ମୃଗ) - ୧୯୬୯[୩]
ଆଧାର
- ↑ http://www.newindianexpress.com/magazine/article127949.ece
- ↑ ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧
- ↑ ସମ୍ବାଦ ୨୫/୧୧/୨୦୧୪ ପୃଷ୍ଠା ୪
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ବୀରେନ ରାଉତରାୟ