"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
| access-date = 2016-02-28
}}</ref>
୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । <ref>[http://www.smh.com.au/sport/soccer/prince-ali-asks-fifa-to-investigate-sheikh-salman-bin-ibrahim-al-khalifas-africaasia-deal-20160115-gm77gs.html Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal], ''Smh.com.au'', 16 January 2016</ref> ଫେବୃୟାରୀ ୨୦୧୬ ମସିହାରେ, ଋଢିବାଦୀ ବ୍ରିଟିଶ ସଂସଦ ସଦସ୍ୟ ଡେମିୟନ କୋଲିନ୍ସ, ସଲମାନଙ୍କ ଉମ୍ମୀଦବାରୀ ପ୍ରତି ଶତୃତାପଣ କରିଥିଲେ । ସେ ୨୦୦୯ ମସିହାରେ ଫୀଫା କାର୍ଯ୍ୟକାରୀ ସମିତୀରେ ସିଟରେ ନିଜ ଅଭିଜାନ ର ବିତ୍ତପୋଷଣ ପାଇଁ ବିକାଶ ପରିଯୋଜନା ନିଧି (ଫୀଫା ଗୋଲ କାର୍ଯ୍ୟକ୍ରମ)ରେ ଧନର ବ୍ୟଭାର କରିବାର ଆରୋପ ଲଗାଇଥିଲେ । ଦମିୟନ କୋଲିନ୍ସ କୌଣସି ପ୍ରକାରେ ବିସ୍ଫୋଟ ଦ୍ୱାରା ଏକ ଟିପରେ ବର୍ତ୍ତାଇ ଥିଲେ କି, ଯାହା ୨୦୦୯ ମସିହାରେ ପ୍ରେସ ହୋଇଥିଲା ଏବଂ ତର୍କ ଦେଇଥିଲେ କି ବହରୀନ ଏଫଏ ମନା କଲେନାହିଁ । ସଲମାନ , ଡୋମିୟନ କୋଲିନ୍ସଙ୍କ ଆରୋପକୁ ମନାକରିଥିଲେ । ସେ ତର୍କ ଦେଲେକି, ସମସ୍ତ ଗୋଲ ରାଶିର ବାରିକିରେ ଲେଖାପରିକ୍ଷିତ ହୋଇଛି ଏବଂସେ ୨୦୦୯ ମସିହାର ଅଭିଯାନ କୁ ନିଜେ ବିତପୋଷିତ କରିଥିଲେ ।
 
ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କ ଠାରୁ ହାରିଯାଇଥିଲେ ।<ref>{{Cite web
| url = https://news.yahoo.com/fifa-presidential-candidates-making-final-pitches-votes-100255707--spt.html
୪,୫୬୧

ଗୋଟି ସମ୍ପାଦନା

ଦିଗବାରେଣି ମେନୁ