"ସଲମାନ ବିନ ଇବ୍ରାହିମ ଅଲ-ଖଲିଫା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aliva Sahoo (ଆଲୋଚନା | ଅବଦାନ) |
Aliva Sahoo (ଆଲୋଚନା | ଅବଦାନ) |
||
୪୪ କ ଧାଡ଼ି: | ୪୪ କ ଧାଡ଼ି: | ||
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।<ref name="allafrica 201602200372"/> |
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।<ref name="allafrica 201602200372"/> |
||
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।<ref>{{Cite web |
|||
| url = http://www.ibtimes.co.uk/bahrain-s-sheikh-salman-elected-president-afc-463700 |
|||
| title = Bahrain's Sheikh Salman Wins Key Fifa Role Despite Human Rights Abuse Claims |
|||
| website = International Business Times UK |
|||
| access-date = 2016-02-28 |
|||
}}</ref> |
|||
==ଆଧାର== |
==ଆଧାର== |
୧୬:୩୦, ୩ ନଭେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନ ର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ଋପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, [୧] ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।[୨] ସେ ଫୀଫା ପରିଷଦ ର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।
ଜିବନୀ
ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫା ର ଦ୍ୱିତୀୟ ପୁତ୍ର ଅଟନ୍ତି ।
ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।[୩][୪]
ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫ ରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫ ର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ନାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।[୪]
ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।[୫]
ଆଧାର
- ↑ Posted on » Monday, May 04, 2009 (2009-05-04). "Sports News » 'I don't want to be AFC head'". Gulf Daily News. Retrieved 2017-07-08.
{{cite web}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Disciplinary Committee, FIFA.[dead link]
- ↑ "Meet the Fifa presidential candidates: Sheikh Salman bin Ibrahim Al Khalifa | The National". www.thenational.ae. Retrieved 2016-02-28.
- ↑ ୪.୦ ୪.୧ "Africa: FIFA Presidency - No Love for Sexwale". allAfrica.com. Retrieved 2016-02-29.
- ↑ "Bahrain's Sheikh Salman Wins Key Fifa Role Despite Human Rights Abuse Claims". International Business Times UK. Retrieved 2016-02-28.