"ଚିନ୍ତାମଣି ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)
୩୯ କ ଧାଡ଼ି: ୩୯ କ ଧାଡ଼ି:
{{Reflist|30em}}
{{Reflist|30em}}
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}
{{ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ସାରଳା ସମ୍ମାନ}}
{{ସାରଳା ସମ୍ମାନ}}
{{Authority control}}
{{Authority control}}

୧୫:୧୧, ୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଚିନ୍ତାମଣି ବେହେରା
Born(1927-11-07)୭ ନଭେମ୍ବର ୧୯୨୭
ଜମାଡିହ, ମୟୂରଭଞ୍ଜ ଜିଲ୍ଲା
Died୭ ମାର୍ଚ୍ଚ ୨୦୦୫(2005-03-07) (ବୟସ ୭୭)
Nationalityଭାରତୀୟ

ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ ।[୪]

ରଚନାବଳୀ

କବିତା ସଙ୍କଳନ

  • ଶ୍ଵେତପଦ୍ମ
  • ସ୍ଵସ୍ତିକା
  • ନୂତନ ସ୍ଵାକ୍ଷର
  • ହେ ବୈଦେହୀ ଭୁଲିଯାଅ
  • ନୀଳଲୋହିତ
  • ତୃତୀୟ ଚକ୍ଷୁ

ସମାଲୋଚନା ଗ୍ରନ୍ଥ

  • କାବ୍ୟ ଓ କଳାକାର
  • ଆଧୁନିକତାର କ ଖ ଗ
  • ବିଦଗ୍ଧ ପାଠକ

ସମ୍ମାନ ଓ ପୁରସ୍କାର

  • ସାରଳା ସମ୍ମାନ, ୧୯୯୬[୫]
  • କବିଶେଖର ଚିନ୍ତାମଣି ମହାନ୍ତି ପୁରସ୍କାର, ୧୯୯୫
  • ବିଷୁବ ମିଳନ ପୁରସ୍କାର, ୧୯୯୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୬ (ତୃତୀୟ ଚକ୍ଷୁ ନିମନ୍ତେ) [୬]

ଆଧାର

  1. "CHINTAMANI BEHERA". orissadiary.com. Retrieved 24 November 2016.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 125–. ISBN 978-81-260-0873-5.
  4. "ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ମାନଙ୍କ ନାମ ତାଲିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.
  5. "Sarala Samman". Sarala Sahitya Sansad. Retrieved 24 November 2016.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.