"କମଳାକାନ୍ତ ଲେଙ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)
୭ କ ଧାଡ଼ି: ୭ କ ଧାଡ଼ି:
| birth_date = {{birth date|df=y|1935|11|19}}
| birth_date = {{birth date|df=y|1935|11|19}}
| birth_place = ଇଚ୍ଛାପୁର, [[ଭଦ୍ରକ ଜିଲ୍ଲା]]
| birth_place = ଇଚ୍ଛାପୁର, [[ଭଦ୍ରକ ଜିଲ୍ଲା]]
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
| death_date = ୧୯୯୯<!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
| death_place =
| death_place =
| nationality = ଭାରତୀୟ
| nationality = ଭାରତୀୟ
୪୫ କ ଧାଡ଼ି: ୪୫ କ ଧାଡ଼ି:
{{ଆଧାର}}
{{ଆଧାର}}


{{ଓଡ଼ିଆ ସାହିତ୍ୟ}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{Authority control}}

[[ଶ୍ରେଣୀ:୧୯୩୫ ଜନ୍ମ]]
[[ଶ୍ରେଣୀ:୧୯୩୫ ଜନ୍ମ]]
[[ଶ୍ରେଣୀ:୧୯୯୯ ମୃତ୍ୟୁ]]
[[ଶ୍ରେଣୀ:୧୯୯୯ ମୃତ୍ୟୁ]]

୧୪:୫୭, ୫ ଅକ୍ଟୋବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

କମଳାକାନ୍ତ ଲେଙ୍କା
Born(1935-11-19)୧୯ ନଭେମ୍ବର ୧୯୩୫
ଇଚ୍ଛାପୁର, ଭଦ୍ରକ ଜିଲ୍ଲା
Died୧୯୯୯
Nationalityଭାରତୀୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫[୧]- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି । [୨] ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ ।

ରଚନାବଳୀ

କବିତା ସଙ୍କଳନ

  • ଅନ୍ତତଃ ନିଶ୍ଚୂପ (୧୯୭୬)
  • କବିତାର ମୁହଁ (୧୯୭୪)
  • ସ୍ମରଣ ବିସ୍ମରଣ (୧୯୭୩)
  • ଉତ୍ତରଣ (୧୯୬୭)
  • ପ୍ରୀତି ଓ ପ୍ରତୀତି (୧୯୬୩)
  • ସୁନା ଫସଲ (୧୯୫୮)
  • ସ୍ରୋତର ନାମ ଋତ
  • ଅନ୍ତତଃ ନିଶ୍ଚିତ
  • ନିତ୍ୟ ନିୟମିତ
  • ନିଜ ସହ ଗୋଟେ ସାକ୍ଷାତକାର
  • ଖସିବାର ବେଳ
  • ଗୀତ ଗାଆନାରେ ପକ୍ଷୀ
  • କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
  • ପାଦେ ଆଗକୁ
  • ଦୁଃଖ ସହ କଥାବାର୍ତ୍ତା
  • କବିର ଡାଏରୀ
  • ଚିରାୟତ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୩], ୧୯୮୦ (ସ୍ରୋତର ନାମ ଋତ)
  • ବିଷୁବ ମିଳନ ପୁରସ୍କାର, ୧୯୭୯

ଟୀକା

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୩
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 21 March 2017.