"ହସ୍ତମୈଥୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ added Category:ଚଳଣି using HotCat
ଟିକେ Regular Character Changes
୧ କ ଧାଡ଼ି: ୧ କ ଧାଡ଼ି:
[[File:Klimt Mulher sentada.jpg|thumb|[[ଗୁସ୍ତାଭ କିଣ୍ଟ]]ଙ୍କ ଅଙ୍କିତ ''ଜଣେ ମହିଳା ନିଜର ଦୁଇ ଜଂଘ ମେଲାଇ ବସିଛନ୍ତି'' (୧୯୧୬)]]
[[File:Klimt Mulher sentada.jpg|thumb|[[ଗୁସ୍ତାଭ କିଣ୍ଟ]]ଙ୍କ ଅଙ୍କିତ ''ଜଣେ ମହିଳା ନିଜର ଦୁଇ ଜଂଘ ମେଲାଇ ବସିଛନ୍ତି'' (୧୯୧୬)]]
'''ହସ୍ତମୈଥୁନ''' [[ଯୌନ ଉତ୍ତେଜନା]] ନିମନ୍ତେ ଜଣଙ୍କର ନିଜ [[ଯୌନାଙ୍ଗ]]ର ଏକ ପ୍ରକାର [[ଯୌନ ଉଦ୍ଦୀପନା]]କୁ ଓ ଯୌନ ଉଦ୍ଦୀପନାର ଶିଖର ଅବସ୍ଥା ଯାଏ କରାଯାଉଥିବା କାର୍ଯ୍ୟକଳାପକୁ ବୁଝାଇଥାଏ ।<ref name="webmd">{{cite web|url=http://www.webmd.com/sex-relationships/guide/masturbation-guide |title=Masturbation – Is Masturbation Normal or Harmful? Who Masturbates? Why Do People Masturbate? |publisher=[[WebMD]]|date=4 March 2010 |accessdate=17 August 2011}}</ref> ଏହି ଉଦ୍ଦୀପନା ସାଧାରଣତଃ ହାତ, [[ଆଙ୍ଗୁଳି-ଯୌନ କ୍ରିୟା|ଆଙ୍ଗୁଳି]], ନିତିଦିନିଆ ବ୍ୟବହାରରେ ଲାଗୁଥିବା ବସ୍ତୁ, [[ଭାଇବ୍ରେଟର (ଯୌନ ଖେଳନା)|ଭାଇବ୍ରେଟର]] ଆଦି [[ଯୌନ ଖେଳନା]] ବା ଏସବୁର ସାମଗ୍ରୀକ ବ୍ୟବହାର ଦ୍ୱାରା ମିଳିଥାଏ ।<ref name="webmd" /><ref>Based on "masturbation" in ''Merriam-Webster's Collegiate Dictionary, Eleventh Edition'', Merriam-Webster, Inc., 2003</ref>
'''ହସ୍ତମୈଥୁନ''' [[ଯୌନ ଉତ୍ତେଜନା]] ନିମନ୍ତେ ଜଣଙ୍କର ନିଜ [[ଯୌନାଙ୍ଗ]]ର ଏକ ପ୍ରକାର [[ଯୌନ ଉଦ୍ଦୀପନା]]କୁ ଓ ଯୌନ ଉଦ୍ଦୀପନାର ଶିଖର ଅବସ୍ଥା ଯାଏ କରାଯାଉଥିବା କାର୍ଯ୍ୟକଳାପକୁ ବୁଝାଇଥାଏ ।<ref name="webmd">{{cite web|url=http://www.webmd.com/sex-relationships/guide/masturbation-guide |title=Masturbation – Is Masturbation Normal or Harmful? Who Masturbates? Why Do People Masturbate? |publisher=[[WebMD]]|date=4 March 2010 |accessdate=17 August 2011}}</ref> ଏହି ଉଦ୍ଦୀପନା ସାଧାରଣତଃ ହାତ, [[ଆଙ୍ଗୁଳି-ଯୌନ କ୍ରିୟା|ଆଙ୍ଗୁଳି]], ନିତିଦିନିଆ ବ୍ୟବହାରରେ ଲାଗୁଥିବା ବସ୍ତୁ, [[ଭାଇବ୍ରେଟର (ଯୌନ ଖେଳନା)|ଭାଇବ୍ରେଟର]] ଆଦି [[ଯୌନ ଖେଳନା]] ବା ଏସବୁର ସାମଗ୍ରୀକ ବ୍ୟବହାରଦ୍ୱାରା ମିଳିଥାଏ ।<ref name="webmd" /><ref>Based on "masturbation" in ''Merriam-Webster's Collegiate Dictionary, Eleventh Edition'', Merriam-Webster, Inc., 2003</ref>


ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି ।
ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି ।

୧୯:୩୩, ୬ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଗୁସ୍ତାଭ କିଣ୍ଟଙ୍କ ଅଙ୍କିତ ଜଣେ ମହିଳା ନିଜର ଦୁଇ ଜଂଘ ମେଲାଇ ବସିଛନ୍ତି (୧୯୧୬)

ହସ୍ତମୈଥୁନ ଯୌନ ଉତ୍ତେଜନା ନିମନ୍ତେ ଜଣଙ୍କର ନିଜ ଯୌନାଙ୍ଗର ଏକ ପ୍ରକାର ଯୌନ ଉଦ୍ଦୀପନାକୁ ଓ ଯୌନ ଉଦ୍ଦୀପନାର ଶିଖର ଅବସ୍ଥା ଯାଏ କରାଯାଉଥିବା କାର୍ଯ୍ୟକଳାପକୁ ବୁଝାଇଥାଏ ।[୧] ଏହି ଉଦ୍ଦୀପନା ସାଧାରଣତଃ ହାତ, ଆଙ୍ଗୁଳି, ନିତିଦିନିଆ ବ୍ୟବହାରରେ ଲାଗୁଥିବା ବସ୍ତୁ, ଭାଇବ୍ରେଟର ଆଦି ଯୌନ ଖେଳନା ବା ଏସବୁର ସାମଗ୍ରୀକ ବ୍ୟବହାରଦ୍ୱାରା ମିଳିଥାଏ ।[୧][୨]

ପ୍ରାୟ ପ୍ରତ୍ୟେକ ପୁରୁଷ ଓ ତିନି ଚତୁର୍ଥାଂଶ ସ୍ତ୍ରୀ ନିଜ ଜୀବନରେ କେବେ ନା କେବେ ହସ୍ତମୈଥୁନ କରିଥାନ୍ତି । ପୁରୁଷଟିଏ ସ୍ତ୍ରୀଠାରୁ କମ୍‌ ବୟସରେ ଏଭଳି କରିବା ଶିଖିଥାଏ । ସ୍ତ୍ରୀଠାରୁ ପୁରୁଷମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି । ନିଜର ଯୌନ ପ୍ରକ୍ରିୟାକୁ ନିଜେ ଉତ୍ତେଜନା କରିବା ପ୍ରାୟ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ । ଶିଶୁଟିଏ ନିଜର ପାଟି, ଆଙ୍ଗୁଠି ଓ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶକରି ନୂଆ ନୂଆ ଉଦ୍ଦୀପନାକୁ ଆବିଷ୍କାର କରିବାକୁ ଚାହେଁ । ସେହିଭଳି ନିଜର ଯୌନାଙ୍ଗକୁ ସ୍ପର୍ଶକରି ନୂଆ କିଛି ଶିଖିବାକୁ ଇଚ୍ଛା କରେ । ପ୍ରାୟ ୧୫ରୁ ୨୦ମାସ ବୟସର ଶିଶୁଟି ନିଜର ଯୌନାଙ୍ଗକୁ ନିଜେ ଉତ୍ତେଜନା କରିବା ଆରମ୍ଭ କରେ । ଏଭଳି କଲେ ନିଜକୁ ଆନନ୍ଦ ଲାଗେ । ଏପରି ଉଦ୍ଦୀପନା ଓ ନିଜର ଶରୀରକୁ ଆବିଷ୍କାର କରିବାର ଆଗ୍ରହ ହସ୍ତମୈଧୁନ କରିବାର ଇଚ୍ଛାକୁ ବଢ଼ାଇ ଦିଏ । ଏହି ବୟସରେ କେତେକ ଶିଶୁ ଅନ୍ୟମାନଙ୍କର, ଏପରିକି ପଶୁମାନଙ୍କର ଯୌନାଙ୍ଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଯେତେବେଳେ ଶିଶୁଟିଏ ବନ୍ଧୁତା ସ୍ଥାପନ କରେ, ସେତେବେଳେ ଅନ୍ୟମାନଙ୍କର ଯୌନାଙ୍ଗ ଦେଖି ଓ ନିଜର ଯୌନାଙ୍ଗ ପ୍ରଦର୍ଶନ କରି ଆନନ୍ଦ ପାଏ । ବଡ଼ ହେବା ପରେ ଏଭଳି ବ୍ୟବହାର ପାଇଁ କେତେଜଣ ଲାଜ କରନ୍ତି ଓ ନିଜକୁ ଦୋଷୀ ମନେ କରନ୍ତି । ସେମାନଙ୍କର ଏଭଳି ବ୍ୟବହାର କମିଯାଏ । ମାତ୍ର ଅନ୍ୟମାନଙ୍କର ବଢ଼ିଥାଏ । ଶିଶୁଟିଏ କିଶୋର ବୟସରେ ପାଦଦେବା ସମୟରୁ, ଶରୀରରୁ ଯୌନ ଉଦ୍ଦୀପକ ଜୀବରସ(Sex Hormone) ନିର୍ଗତ ହୁଏ । ହସ୍ତମୈଥୁନ କରିବାର ଇଚ୍ଛା ବଢ଼ିଯାଏ । କିଶୋରଟିଏ ରତିକ୍ରିୟା(Coitus) ଓ ଯୌନକ୍ରିୟାର ପରିତୃପ୍ତି(Orgasm) ପାଇବାକୁ ସମର୍ଥ । ମାତ୍ର ସାମାଜିକ ବାଧା ଯୋଗୁଁ କରେ ନାହିଁ । ସେ ନିଜର ଯୌନାଙ୍ଗକୁ ଉତ୍ତେଜିତ କରି ଯୌନତୃପ୍ତି ଆଣିବାକୁ ଇଚ୍ଛା କରେ । ତେବେ ଶିଶୁ ଓ କିଶୋର ମଧ୍ୟରେ ପ୍ରଭେଦ ଜାଣିବା ଦରକାର । କିଶୋରଟିଏ ହସ୍ତମୈଧୁନ କରିବା ସମୟରେ ଯୌନକ୍ରିୟାର କଳ୍ପନା କରେ । ଶିଶୁମାନେ କଳ୍ପନା କରନ୍ତି ନାହିଁ । ଏଭଳି କଳ୍ପନା କିଶୋରଟିକୁ ଯୁବକ ହେବାପରେ ଯୌନପ୍ରକ୍ରିୟା ପାଇଁ ସାହାଯ୍ୟ କରେ । ପୁରୁଷଟିଏ ନିଜର ଲିଙ୍ଗକୁ(Penis), ସ୍ତ୍ରୀଟିଏ ନିଜର ଯୋନି ଗହ୍ୱରର ସାମାନ୍ୟ ଉର୍ଦ୍ଧ୍ୱରେ ଥିବା ଯୌନ ଉଦ୍ଦୀପକ ପେଶି(Clitoris)କୁ ଉତ୍ତେଜନା ଦେଇ ଆନନ୍ଦ ପାଏ । ବିବାହିତ ପୁରୁଷ ଓ ସ୍ତ୍ରୀମାନେ ବି ବେଳେବେଳେ ହସ୍ତମୈଥୁନ କରନ୍ତି । ଯୌନକ୍ରିୟାରେ ପରିତୃପ୍ତି ନ ମିଳିଲେ, ସ୍ୱାମୀ ବା ସ୍ତ୍ରୀ ପାଖରେ ନ ଥିଲେ ସେମାନେ ଏଭଳି ବ୍ୟବହାର କରିଥାନ୍ତି । ଏହା ଯୌନ ପ୍ରକ୍ରିୟାରେ ଆନନ୍ଦ ଦେଇଥାଏ । ମାନସିକ ଚାପ ମଧ୍ୟ କମ୍‌ ରହିଥାଏ । କେତେଜଣ ଧାରଣା କରନ୍ତି ଯେ, ଅତ୍ୟଧିକ ହସ୍ତମୈଥୁନ ଯୋଗୁଁ ମାନସିକ ରୋଗ ହୋଇଥାଏ । ନପୁଂସକ ମଧ୍ୟ ହୋଇଯାନ୍ତି । ମାତ୍ର ଏଭଳି ଧାରଣାକୁ କୌଣସି ବୈଜ୍ଞାନିକ ମତାମତ ସମର୍ଥ କରୁନାହିଁ । ମାତ୍ର କେତେଜଣ ମାନସିକ ସମସ୍ୟା ଯୋଗୁଁ, ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ହସ୍ତମୈଥୁନ କରିଥାନ୍ତି । ସେମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ । [୩]

ଆଧାର

  1. ୧.୦ ୧.୧ "Masturbation – Is Masturbation Normal or Harmful? Who Masturbates? Why Do People Masturbate?". WebMD. 4 March 2010. Retrieved 17 August 2011.
  2. Based on "masturbation" in Merriam-Webster's Collegiate Dictionary, Eleventh Edition, Merriam-Webster, Inc., 2003
  3. କର, ସମ୍ରାଟ. ମନରେ କଣ ଅଛି?. p. 27-29.