"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
ଟିକେ Regular Character Changes
୭ କ ଧାଡ଼ି: ୭ କ ଧାଡ଼ି:


== କିମ୍ବଦନ୍ତୀ ==
== କିମ୍ବଦନ୍ତୀ ==
Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କ ଦ୍ଵାରା ପୁନର୍ନିର୍ମିତ ହେଇଥିଲା ।  
Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କଦ୍ଵାରା ପୁନର୍ନିର୍ମିତ ହେଇଥିଲା ।  


== ଯାନୀ ଯାତ୍ରା ==
== ଯାନୀ ଯାତ୍ରା ==

୧୮:୪୪, ୬ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରପଡା ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ । 

ଭୌଗୋଳିକ ଅବସ୍ଥିତି 

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲରୁ ଏହାର ଦୁରତ୍ଵ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ଵର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ । । on the Chennai–Howrah railway route.[୧]

କିମ୍ବଦନ୍ତୀ 

Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ଵପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କଦ୍ଵାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା 

  • ବଜାର ଦ୍ଵାଦଶୀ ,ଅବତାର ଦିବସରେ ଏଠାରେ ଲକ୍ଷ୍ୟାଧିକ ଲୋକଙ୍କ ସମାରୋହ ହେଇଥାଏ । 
  • ଦୋଳ ଯାତ୍ରା ମଧ୍ୟ ଖୁବ ଯାକ ଜମକରେ ହୁଏ 
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. "Google Maps". Google Maps. Retrieved 2016-05-04.

ବାହ୍ୟ ସଂଯୋଗ ସବୁ