"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
ଟିକେ Regular Character Changes
୧୩ କ ଧାଡ଼ି: ୧୩ କ ଧାଡ଼ି:
ହରୀଶ ଭାନୋଟ
ହରୀଶ ଭାନୋଟ
| awards = [[Neerja Bhanot#Awards|Full List]]
| awards = [[Neerja Bhanot#Awards|Full List]]
}}'''ନୀରଜା ଭନୋଟ''' (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)<ref name="TheTribune">{{Cite news|last=Vij|first=Illa|date=13 November 1999|work=[[The Tribune (Chandigarh)|The Tribune]]|title=Brave in life, brave in death|url=http://www.tribuneindia.com/1999/99nov13/saturday/head10.htm|publisher=Tribune Trust}}</ref><ref name=":0">{{Cite news|url=http://timesofindia.indiatimes.com/city/bengaluru/I-saw-Neerja-being-shot-in-the-head/articleshow/51034521.cms|title='I saw Neerja being shot in the head' - Times of India|newspaper=The Times of India|access-date=2016-12-03}}</ref> ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । <ref>{{Cite news|last=Mohan|first=Megha|date=2016-03-31|newspaper=BBC News|work=BBC News|title=Inside a hijack: The unheard stories of the Pan Am 73 crew|url=http://www.bbc.com/news/world-asia-35800683|language=en-GB|accessdate=2016-12-03|access-date=2016-12-03}}</ref>
}}'''ନୀରଜା ଭନୋଟ''' (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)<ref name="TheTribune">{{Cite news|last=Vij|first=Illa|date=13 November 1999|work=[[The Tribune (Chandigarh)|The Tribune]]|title=Brave in life, brave in death|url=http://www.tribuneindia.com/1999/99nov13/saturday/head10.htm|publisher=Tribune Trust}}</ref><ref name=":0">{{Cite news|url=http://timesofindia.indiatimes.com/city/bengaluru/I-saw-Neerja-being-shot-in-the-head/articleshow/51034521.cms|title='I saw Neerja being shot in the head' - Times of India|newspaper=The Times of India|access-date=2016-12-03}}</ref> ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାରଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । <ref>{{Cite news|last=Mohan|first=Megha|date=2016-03-31|newspaper=BBC News|work=BBC News|title=Inside a hijack: The unheard stories of the Pan Am 73 crew|url=http://www.bbc.com/news/world-asia-35800683|language=en-GB|accessdate=2016-12-03|access-date=2016-12-03}}</ref>


== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==

୧୬:୩୬, ୬ ସେପ୍ଟେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ନୀରଜା ଭାନୋଟ 

Neerja Bhanot
Born୭ ସେପ୍ଟେମ୍ବର ୧୯୬୩ 
ଚଣ୍ଡୀଗଡ଼ , ଭାରତ 
Died୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ)
କରାଚି , ସିନ୍ଧ , ପାକିସ୍ତାନ
Nationalityଭାରତୀୟ
Known forPan Am Flight 73
Parent(s)ରମା ଭାନୋଟ 
ହରୀଶ ଭାନୋଟ
AwardsFull List

ନୀରଜା ଭନୋଟ (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କଦ୍ଵାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାରଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । [୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା 

ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଢ଼ଠାରେ ହୋଇଥିଲା ପରନ୍ତୁ ସେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୪] ଅଭିନେତା ରାଜେଶ ଖାନ୍ନାଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।

ପେଷା 

ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀରଜାଙ୍କ ମଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା । 

ସମ୍ମାନ 

ଭନୋଟଙ୍କ ସାହସିକତା ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । [୫]

୨୦୦୪ ମସିହାରେ Indian Postal Service ନୀରଜାଙ୍କ ବୀରତ୍ଵର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । [୬][୭]

References

  1. Vij, Illa (13 November 1999). "Brave in life, brave in death". The Tribune. Tribune Trust.
  2. "'I saw Neerja being shot in the head' - Times of India". The Times of India. Retrieved 2016-12-03.
  3. Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-12-03. {{cite news}}: More than one of |accessdate= and |access-date= specified (help); More than one of |work= and |newspaper= specified (help)
  4. "'The Sky Was Her Limit". The Indian Express. Retrieved 2016-02-23.
  5. "Nominations invited for Neerja Bhanot Awards". The Indian Express. Indian Express Limited. 5 September 2006.
  6. "Stamp on Neerja released". The Tribune. Tribune Trust. 9 October 2004. {{cite news}}: More than one of |work= and |newspaper= specified (help)
  7. Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group. {{cite news}}: More than one of |work= and |newspaper= specified (help)