"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
ଟିକେ (Bot: Automated text replacement (- ଙ୍କ +ଙ୍କ ))
ଟିକେ (Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ))
{{Infobox writer|image=Dickens Gurney head.jpg|alt=Charles Dickens|caption=୧୮୬୭ରେ ନିଉ ୟର୍କରେ ଡିକେନ୍ସ |birth_name=ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date={{birth date|df=yes|1812|2|7}}|birth_place=[[Landport]], Hampshire, England, United Kingdom|death_date={{death date and age|df=yes|1870|6|9|1812|2|7}}|death_place=[[Higham, Kent]], England, United Kingdom|resting_place=[[Poets' Corner]], [[Westminster Abbey]]|occupation=Writer|nationality=British|notableworks={{hlist|''[[The Pickwick Papers]]''|''[[Oliver Twist]]''|''[[Nicholas Nickleby]]''|''[[A Christmas Carol]]''|''[[David Copperfield]]''|''[[Bleak House]]''|''[[Little Dorrit]]''|''[[A Tale of Two Cities]]''|''[[Great Expectations]]''}}|spouse=[[Catherine Dickens|Catherine Thomson Hogarth]]|children={{hlist|[[Charles Dickens, Jr.]]|[[Mary Dickens]]|[[Kate Perugini]]|[[Walter Landor Dickens]]|[[Francis Dickens]]|[[Alfred D'Orsay Tennyson Dickens]]|[[Sydney Smith Haldimand Dickens]]|[[Henry Fielding Dickens]]|[[Dora Annie Dickens]]|[[Edward Dickens]]}}|signature=Charles Dickens Signature.svg}}
 
'''ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ '''( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ [[ବିଶ୍ଵ]]<nowiki/>ର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତରେ ସେ ଭିକ୍ଟୋରିଆନ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ  ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ  ଦରିଦ୍ର ବାଳକର ଚରିତ୍ର । ତାହାର ଚରିତ୍ର ଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡର ସାଧାରଣ ଜନ ଜୀବନ କୁଜୀବନକୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକାରେ ରହିଛି । 
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref>
 
ଡିକେନ୍ସଙ୍କ ଜନ୍ମ [[ଇଂଲଣ୍ଡ]]ର ପୋର୍ଟ୍ସମାଉଥ ଠାରେପୋର୍ଟ୍ସମାଉଥଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତାଙ୍କୁ ରୁଣ ସୁଝି ନ ପାରିବାରୁ  ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳ ରୁକାଳରୁ ସେ ସ୍କୁଲ ଛାଡି ଏକ କାରଖାନାରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷ୍ୟା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ ଟି କାଳ୍ପନିକ ଉପନ୍ୟାସ ସହ ୫ ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷ୍ୟା , ସାମାଜିକ ଅଧିକାରର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।
 
 ଡିକେନ୍ସ 1836 ମସିହାରେ “ ଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଇ ଗଲେ । ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀ କୁକାହାଣୀକୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( [http://David%20Coppersfield David Coppersfield] )ରେ "ମିସ ମିକାୱର"ଙ୍କ ଚରିତ୍ର ଦୁର୍ବଳତା କୁଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହାରେ ତାଙ୍କର ଉପନ୍ୟାସ “[http://A%20Christmas%20Carol A Christmas Carol],” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''[http://Oliver%20Twist Oliver Twist] ''“ଓ “ ''[http://Great%20Expectations Great Expectations]''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁସବୁକୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସଙ୍କ ଉପନ୍ୟାସ “[http://A%20Tale%20of%20Two%20Cities, A Tale of Two Cities,]”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସଙ୍କ ଲେଖା ସମୂହ କୁସମୂହକୁ ବିଶ୍ଵର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟରେ ମନସ୍ତାତ୍ଵିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖାର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟର ପରିଚୟ ଦେଇଥିଲା । 
<ref>[http://www.oxforddictionaries.com/definition/english/Dickensian "Oxford Dictionaries&nbsp;– Dickensian"]. </ref>
 
== ପ୍ରାରମ୍ଭିକ ଜୀବନ ==
[[ଫାଇଲ:CharlesDickens_house_Portsmouth.JPG|thumb|ପୋର୍ଟମାଉଥ ଠାରେପୋର୍ଟମାଉଥଠାରେ ଥିବା ଚାର୍ଲ୍ସ ଡିକେନ୍ସଙ୍କ ଜନ୍ମସ୍ଥାନ ]]
[[ଫାଇଲ:ChathamOrdnanceTerrCrop.jpg|alt=photograph|thumb|1817 ମସିହା ରୁମସିହାରୁ 1821 ମସିହା ଯାଏ ଡିକେନ୍ସ ରହୁଥିବା ଗୃହ ଚଠାମ ଠାରେ <br>
<ref>Simon Callow, Charles Dickens and the Great Theatre of the World, p.9</ref>]]
 ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହାରେ ପୋର୍ଟ ସୀ ଦ୍ଵିପର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ ) ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସଙ୍କ  ଆଠଟି ସନ୍ତାନ ମଧ୍ୟ ରୁମଧ୍ୟରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭିର ଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ <span>''  ''ତାଙ୍କ ପିତାଙ୍କ ବନ୍ଧୁ ତଥା ଏକ କମ୍ପାନୀର ମାଲିକ  "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହାରେ ରଚିତ ) ନାମକ ଏକ ଉପନ୍ୟାସରେ ଜାହାଜ କମ୍ପାନୀର ମାଲିକ ଭାବରେ ତାଙ୍କର ଚରିତ୍ର କୁଚରିତ୍ରକୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ । </span>
 
I୧୮୧୫ ମସିହାରେ ଜନ  ଡିକେନ୍ସଙ୍କୁ ଇଂଲଣ୍ଡରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟ ଠାରେକେଣ୍ଟଠାରେ ରହିଥିଲେ ।<ref>Charles Dickens and the Great Theatre of the World, Simon Callow, p.5</ref> ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାରରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .<ref>{{Harvard citation no brackets|Forster|2006|p=13}}.</ref>
 
 ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟରେ ଜନପ୍ରିୟ  ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ"  ଆଦି ଲେଖକଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ  ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" "ଏଲିଜାବେଥ ଇଞ୍ଚବାଲ୍ଡ"<ref>Simon Callow, Charles Dickens and the Great Theatre of the World, p.7</ref>ଙ୍କ ହାସ୍ୟ ଲେଖବଳି ସଂଗ୍ରହ କୁସଂଗ୍ରହକୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନରେ ବହୁ ଉପାଦେୟ ହେଇଥିଲା ।  ସେ ଜନସାଧାରଣଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା  ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳି କୁବଳିକୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ<ref>{{Harvard citation no brackets|Ackroyd|1990|pp=22–24:29–30}}.</ref>ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ  ରେ ତାଙ୍କ ପିତାଙ୍କ ସ୍ଥାନରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ ।  <ref>{{Harvard citation no brackets|Ackroyd|1990|p=41}}.</ref>
[[ଫାଇଲ:Dickens-at-the-Blacking-Warehouse.jpg|alt=drawing|ବାଆଁ|thumb|୧୮୯୨ ମସିହାରେ ପ୍ରକାଶ ପାଇଥିବା ଚାର୍ଲ୍ସ ଡିକେନ୍ସଙ୍କ ଜୀବନୀ ଉପରେ ଫୋର୍ସ୍ତର ଲେଖିଥିବା ପୁସ୍ତକ ([http://Life%20of%20Dickens Life of Dickens])  ଏକ ଚିତ୍ରରେ ଜୋତା କାରଖାନାରେ କାମ କରୁଥିବାର ଏକ ଅଙ୍କିତ  ଚିତ୍ର  <br>
<ref>{{Harvard citation no brackets|Schlicke|1999|p=158}}.</ref>]]
<ref>{{Harvard citation no brackets|Ackroyd|1990|p=76}}.</ref>
 
ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନାରେ ସାମାନ୍ୟ ମଜୁରିରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କରେ ପ୍ରତିଫଳିତ ହେଇଥିଲା । ସେହି ସମୟରେ ଅଳ୍ପ ବୟସର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ର କୁଚରିତ୍ରକୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):
[[ଫାଇଲ:Courtyard_of_the_former_Marshalsea_prison,_1897_(2).png|thumb|୧୮୯୭ ମସିହାରେ ମାର୍ଶାଲସି ଜୈଲ , ବନ୍ଦ ହେବା ପରେ ]]
କିଛି ମାସ ଜେଲରେ ରହିବା ପରେ ଚାର୍ଲ୍ସଙ୍କ ପିତାମହୀ ଏଲିଜାବେଥ ଡିକେନ୍ସଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜେଲ ରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସଙ୍କ ବାସ ଭବନ କୁଭବନକୁ ଚାଲିଗଲେ । <ref>{{Harvard citation no brackets|Schlicke|1999|p=157}}.</ref> ତେବେ ଚାର୍ଲ୍ସଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତାଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳରେ ତାଙ୍କର ଉପନ୍ୟାସରେ ସମାଜରେ ଥିବା ସେହିପରି ମହିଳାଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳାଙ୍କ ପ୍ରତି ଆଭିମୁଖ୍ୟରେ କିଛିଟା ବିତୃଷ୍ଣା ତାଙ୍କ ଲେଖାରେ ପ୍ରତିଫଳିତ ହେଇଥିଲା ।<ref>{{harvnb|Wilson|1972|p=58}}.</ref> 
 
 
 ତାଙ୍କର "David Copperfield "<ref>{{harvnb|Cain|2008|p=91}}.</ref> ଉପନ୍ୟାସରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର "ଡାଭିଡ" ପ୍ରକୃତରେ ତାଙ୍କ ନିଜ ବାଲ୍ୟାବସ୍ଥାର ଘରଣାବଳୀ ଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ , 
 
" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବରେ ମୁ ସ୍ଵର୍ଗ କୁସ୍ଵର୍ଗକୁ ଯିବାର ଆଶା ରଖିଛି । "
 "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"
 
ପରିଶେଷରେ ୧୮୨୭ ମସିହାରେ ଡିକେନ୍ସ ୱେଲିଂଟନ ଏକାଡେମୀ ନାମକ ସ୍କୁଲରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର  କରୁଥିଲେ ।ତାଙ୍କ ଚରିତ୍ର କୁଚରିତ୍ରକୁ ଡିକେନ୍ସ ପରେ  "David Copperfield " ଉପନ୍ୟାସରେ "ମିଷ୍ଟର କ୍ରୀକୀଳ"ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ ।  <ref name="Wilson61">{{harvnb|Wilson|1972|p=61}}.</ref>
 
୧୮୨୭ ମେ ରୁମେରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ପ୍ରତ୍ୟହ ଥିଏଟର କୁଥିଏଟରକୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟରେ ଶର୍ଟ-ହାଣ୍ଡ<ref>Callow, p.34, 36</ref> ଲେଖିବା ଅଭ୍ୟାସ କରି ପରବର୍ତୀ କାଳରେ ସମ୍ପାଦକ ହିସାବରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳରେ " Doctors Commons" ନାମକ ପତ୍ରିକାରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ ।  <ref>{{harvnb|Pope-Hennessy|1945|p=18}}.</ref><ref>{{harvnb|Wilson|1972|p=64}}.</ref>
 
୧୮୩୦ ମସିହାରେ "ଚାର୍ଲ୍ସ ମାରୀଆ ବିଡନେଲ" ନାମକ ଝିଅଙ୍କ ପ୍ରେମରେ ପଡିଥିଲେ ମଧ୍ୟ ମାରୀଆଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସଙ୍କ ପ୍ରେମ ସମ୍ପର୍କରେ ଜବନିକା ପଡିଥିଲା । .<ref>{{harvnb|Davis|1998|p=23}}.</ref>
 
== ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ ==
 ୧୮୩୨ ମସିହାରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନର ଅନୁଭୂତିରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟରରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନର ପତ୍ରିକା "Monthly Magazine" କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ   The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟର ଜର୍ନାଲରେରେ ରିପୋର୍ଟର ଭାବରେ କାର୍ଯ୍ୟ ନିଯୁକ୍ତ କଲେ ।ଏଥିରେ ସେ ପାର୍ଲିଆମେଣ୍ଟର ବିତର୍କର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହାରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥଙ୍କ ସଂଶର୍ଷରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାରର ନିକଟତର ହେଇଥିଲେ ଓ ହୋଗର୍ଥଙ୍କ ସାନ ଝିଅ କାଥେରିନଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହାରେ ବିବାହ କରିଥିଲେ । <ref>{{harvnb|Ackroyd|1990|pp=201, 278–279}}.</ref> .<ref>Callow p.54</ref>
[[ଫାଇଲ:Catherine_Dickens.jpg|ବାଆଁ|thumb|କାଠେରିନ ହୋଗର୍ଥ ଡିକେନ୍ସ , ୧୮୩୮ର ଅଙ୍କିତ ଚିତ୍ର ରେ ]]
 ଏହା ପରେ ତାଙ୍କର ଧାରାବାହିକ ଲେଖା "  The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନର ବିକ୍ରୟ କ୍ରମଶଃ ୪୦,୦୦୦ ରୁ୦୦୦ରୁ ଅଧିକ ହେଇଯାଇଥିଲା ଓ ପତ୍ରିକାର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା <ref>Simon Callow, Charles Dickens and the Great theatre of the World, p.60</ref>। ୧୮୩୬ ମସିହାରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକାର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist " କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକର କାହାଣୀ କୁକାହାଣୀକୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗର ପ୍ରଥମ ଉପନ୍ୟାସ ଥିଲା ।<ref name="Smiley12ff">{{harvnb|Smiley|2002|pp=12–14}}.</ref> 
 
[[ଫାଇଲ:Charles_Dickens_by_Daniel_Maclise.jpg|thumb|୧୮୩୯ ମସିହାରେ ତରୁଣ ଚାର୍ଲ୍ସଙ୍କ ଚିତ୍ର ]]
 ୧୮୩୭ ମସିହାରେ ଡିକେନ୍ସ ଓ କାଥେରିନଙ୍କ ଔରସ ରୁଔରସରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସଙ୍କ ପରିବାର ସେହି ସମୟରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନଙ୍କ ଭଉଣୀ ମାରିଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବରଣ କରିବା ଘଟଣା ଚାର୍ଲ୍ସଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରିଙ୍କୁ ଏ ଖୁବ ସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସରେ " Rose Maylie" ଚରିତ୍ର ଭାବରେ ଆଦରର ସହ ଚିତ୍ରଣ କରିଥିଲେ । ସେହି ସମୟରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ  ଫୋଷ୍ଟରଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ  ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ ।  .<ref>Simon Callow, p.77, 78 'Charles Dickens and the Great Theatre of the World'</ref>
 
ଏହି ସମୟରେ ସାହିତ୍ୟ କୃତି ସବୁ  "''Nicholas Nickleby''"(୧୮୩୮-୩୯ ), "''The Old Curiosity Shop"'' (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " ''Barnaby Rudge: A Tale of the Riots of 'Eighty'',"  "''Master Humphrey's Clock'' " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାରରେ ପ୍ରକାଶିତ ହେଇଥିଲା । .<ref>{{harvnb|Schlicke|1999|p=514}}.</ref>
 ୧୮୪୨ ମସିହାରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ <ref>Simon Callow, Charles Dickens and the Great Theatre of the World, p 98</ref>। ସେହି ସମୟରେ କାଥେରୀନଙ୍କ ଭଗିନୀ ଜର୍ଜିନା <ref>{{harvnb|Jones|2004|p=7}}</ref>ତାଙ୍କର ପରିବାରର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହାରେ ଡିକେନ୍ସଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ  "Agnes Wickfield" ଚରିତ୍ରରେ ଚିତ୍ରଣ କରିଥିଲେ । .<ref>{{harvnb|Ackroyed|1990|pgs.=225-229}}</ref>
[[ଫାଇଲ:Charles_Dickens_sketch_1842.jpg|ବାଆଁ|thumb|Sketch of Dickens in 1842 during American Tour. Sketch of Dickens's sister Fanny, bottom left]]
 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣର ଅନୁଭୂତି ସବୁ କୁସବୁକୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକାରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ<ref>{{harvnb|Moore|2004|pp=44–45}}</ref> ଭାବରେ ରଖିବା ପ୍ରଥା କୁପ୍ରଥାକୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକାର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉୟର୍କ ସହରରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକାରେ ତାଙ୍କର ଲେଖା ଗୁଡିକର ସତ୍ଵବାଦୀ ଅଧିକାର<ref>{{harvnb|Tomalin|2011|pp=128–132}}.</ref><ref>{{harvnb|Ackroyd|1990|pp=345–346}}.</ref><ref>{{harvnb|Tomalin|2011|p=127}}.</ref>ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକାରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 
 
 
 
ତାଙ୍କର [ ଆମେରିକା] ଅନୁଭୂତି ରୁଅନୁଭୂତିରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .
 
୧୮୪୪ ମସିହାରେ ଡିକେନ୍ସ ଇଟାଲୀରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ଵିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ରଚନା କରିଥିବା  "Dombey and Son" (୧୮୪୬-48) ଓ  "David Copperfield" (୧୮୪୯-୫୦ ) ଉପନ୍ୟାସର ବିଷୟବସ୍ତୁ ଅଧିକ ଗଭୀରତାର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର  ଦେଖାଯାଇଥାଏ । 
 
== ଧାର୍ମିକ ଦୃଷ୍ଟିକୋଣ ==
ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସଙ୍କ ସୃହା ନ ଥିଲା । ବାଧ୍ୟ ବଧକତାରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରାର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭା କୁସଭାକୁ ଯାଉନଥିଲେ ।<ref>Simon Callow, ''Charles Dickens and the Great Theatre of the World'' p.63 [http://www2.hn.psu.edu/faculty/jmanis/dickens/sun_3hea.pdf sunday under three heads] {{webarchive|url=https://web.archive.org/web/20140925203511/http://www2.hn.psu.edu/faculty/jmanis/dickens/sun_3hea.pdf|date=25 September 2014}}</ref> କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ<ref>Simon Callow, 'Charles Dickens'. p.159</ref> ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ<ref>Gary Colledge (2012), ''God and Charles Dickens: Recovering the Christian Voice of a Classic Author'', p. 24.</ref><ref>{{cite web|last1=Rost|first1=Stephen|title=The Faith Behind the Famous: Charles Dickens|url=http://www.christianitytoday.com/history/issues/issue-27/faith-behind-famous-charles-dickens.html|website=Christian History|publisher=Christianity Today|accessdate=20 December 2016}}</ref> ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । <ref>Stephen Skelton, [https://www.cbn.com/spirituallife/churchandministry/Skelton_Christmas_Carol_A.aspx Reclaiming 'A Christmas Carol']. </ref><ref>[http://www.chucknorris.com/Christian/Christian/ebooks/dickens_life.pdf The Life Of Our Lord]</ref>  <ref>Simon Callow, ''Charles Dickens and the Great Theatre of the World'' p.63 [http://www2.hn.psu.edu/faculty/jmanis/dickens/sun_3hea.pdf sunday under three heads] {{webarchive|url=https://web.archive.org/web/20140925203511/http://www2.hn.psu.edu/faculty/jmanis/dickens/sun_3hea.pdf|date=25 September 2014}}</ref>
 
 
 
[[ଫାଇଲ:Ellen_Ternan.jpeg|ଡାହାଣ|thumb|୧୮୫୮ ମସିହା ଅଙ୍କିତ ଚିତ୍ରରେ ଏଲେନ ତେରନାନ ]]
୧୮୫୭ ମସିହାରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen   Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକର ଅଭିନେତ୍ରୀ "ଏଲେନ ତେରନାନ"ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା । ତେବେ ଏହା ଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜଣେ ସନ୍ତାନ କୁସନ୍ତାନକୁ ନେଇ ଭିନ୍ନ ହେଇ ରହିଥିଲେ ।ଡିକେନ୍ସଙ୍କ ଅନନ୍ୟ ସନ୍ତାନ ମାନେ ଜର୍ନିନାଙ୍କ ଦେଖାରେଖାରେ ରହିଲେ ।  <ref name="Smith10ff">{{harvnb|Smith|2001|pp=10–11}}.</ref>
[[ଫାଇଲ:Dickens_by_Watkins_1858.png|ବାଆଁ|thumb|୧୮୫୮ରେ ଡିକେନ୍ସ ]]
<span>ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities"</span> (୧୮୫୯ ) and "''Great Expectations"'' (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " ''Household Words'' "ଓ " ''All the Year Round"ମୁଖ୍ୟ ଲେଖକ ଥିଲେ । ''.<ref>{{harvnb|Ackroyd|1990|pp=589–95; 848–852}}.</ref>
== ଅନ୍ତିମ ଜୀବନକାଳ ==
[[ଫାଇଲ:Staplehurst_rail_crash.jpg|thumb|ସ୍ତେପେଲହର୍ଷ ରେଳ ଦୁର୍ଘଟଣା ସମୟରେ ]]
୧୮୬୫ ଜୁନ ୯ ତାରିଖରେ ଡିକେନ୍ସ ପାରିସ ରୁପାରିସରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁ ରୁମୃତ୍ୟୁରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .<ref>{{harvnb|Ackroyd|1990|pp=959–961}}.</ref>.<ref>{{cite web|url=http://omf.ucsc.edu/dickens/staplehurst-disaster.html|title=The Staplehurst Disaster|accessdate=28 February 2015}}</ref>
 
== ଆମେରିକା କୁଆମେରିକାକୁ ଦ୍ଵିତୀୟ ଭ୍ରମଣ ==
 
== ବିଦାୟକାଳୀନ ବକୃତା ==
== ମୃତ୍ୟୁ ==
[[ଫାଇଲ:Samuel_Luke_Fildes_-_The_Empty_Chair_(The_Graphic,_1870).jpg|thumb|Samuel Luke Fildes—''The Empty Chair''. Fildes was illustrating "Edwin Drood" at the time of Charles Dickens's death. The engraving shows Dickens's empty chair in his study at Gads Hill Place. It appeared in the Christmas 1870 edition of ''The Graphic'' and thousands of prints of it were sold.<ref>{{cite web|title=Luke Fildes|url=http://www.thefamousartists.com/luke-fildes|publisher=TheFamousArtists.com}}</ref>]]
୧୮୭୦ ଜୁନ ୮ ତାରିଖରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନାରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା<ref>{{harvnb|Forster|2006|p=628}}.</ref> ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନର ସହିତ ଇଂଲଣ୍ଡର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟ ଠାରେୱେଷ୍ଟମିନଷ୍ଟଠାରେ " Poets' Corner" ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁରେ ଇଂଲଣ୍ଡର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତିଙ୍କୁ ହରେଇଥିଲେ ।  <ref>{{harvnb|Ackroyd|1990|pp=1077–1078}}.</ref>[Charles_Dickens#cite_note-120 <span class="mw-reflink-text"><nowiki>[nb 1]</nowiki></span>]{{refn|A contemporary obituary in ''[[The Times]]'', alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from ''[[The Times]]'', London, August 1870 in {{harvnb|Bidwell|1870|p=223}}.|group="nb"}}
 
== ସାହିତ୍ୟିକ ଶୈଳୀ ==
<ref>{{harvnb|Vlock|1998|p=30}}.</ref>ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖାରେ ପୁରାତନ ୧୮ ଶ ଶତାବ୍ଦୀର ଚିତ୍ରମୟ ଶୈଳୀ କୁଶୈଳୀକୁ ଗ୍ରହଣ କରିଥିଲେ । ଲୋକ କଥା " The Arabian   Night 'ର ଶୈଳୀ  ଦ୍ଵାରା ତାଙ୍କର  ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖାରେ ସୃଜନଶୀଳତା , ଚରିତ୍ରର ନିଖୁଣ ବର୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖାରେ ସେ ନାଟକୀୟତା କିଛି ମାତ୍ରାରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।<ref>{{harvnb|Vlock|1998|p=30}}.</ref> <ref>{{harvnb|Ackroyd|1990|pp=44–45}}.</ref>
[[ଫାଇଲ:Dickens_dream.jpg|thumb|''ଡିକେନ୍ସ ଡ୍ରିମ'' ରବର୍ଟ ୱିଲିୟମ ବସ ବକ ଚିତ୍ରରେ ଡିକେନ୍ସ , ତାଙ୍କ ଚିତ୍ରିତ ଚରିତ୍ର ମାନଙ୍କ ସହ ]]
 
=== ଚରିତ୍ର ଚିତ୍ରଣ ===
ଡିକେନ୍ସଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର "କ୍ଲାୟରେ ତୋମାଳୀନ"ଙ୍କ ଅନୁସାରେ ଡିକେନ୍ସ ସେକସପିଆରଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସରେ ଚରିତ୍ରା ଗୁଡିକର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି )  ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟ ରୁସେମଧ୍ୟରୁ କେତେକ ବହୁ ଆଦୃତ ନାମ ହିସାବରେ ଲୋକେ ସବୁଦିନେ ମନେ ରଖିଥାନ୍ତି । 
 
=== ଆତ୍ମଜୀବନୀ ମୂଳକ ଚରିତ୍ର ===
[[ଫାଇଲ:David_Copperfield,_We_are_disturbed_in_our_cookery.jpg|ଡାହାଣ|thumb|An original illustration by Phiz from the novel "David Copperfield", widely regarded as Dickens's most autobiographical work]]
 ତାଙ୍କର ସବୁ ଚରିତ୍ରର ଆଧାର ବାସ୍ତବ ଜୀବନ ରୁଜୀବନରୁ ଆଣିଥିବା ବେଳେ " David copperfield " ଉପନ୍ୟାସର ମୁଖ୍ୟ ଚରିତ୍ର ଭାବରେ ଡାଭିଡ ତାଙ୍କ ନିଜ ଜୀବନ ଅନୁଭୂତି ରୁଅନୁଭୂତିରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ । ଏପରିକି " BleakHouse " ଉପନ୍ୟାସର କୋଟ ରୁମ ଘଟଣା ବଳି ତାଙ୍କ ନିଜସ୍ଵ କେସର ଘଟଣା ବଳି ସହ ସାମଞ୍ଜସ୍ଯ ରହିଛି ।<ref>{{harvnb|Polloczek|1999|p=133}}.</ref> <ref>{{harvnb|Ackroyd|1990|p=653}}.</ref>
[[ଫାଇଲ:Charles_Dickens,_public_reading,_1867.jpg|ବାଆଁ|thumb|ଡିକେନ୍ସଙ୍କ ୧୮୬୭ ମସିହାର ଏକ ଫୋଟୋ ]]
 
 
== ଫିଲ୍ମ ଓ ଟିଭି ସିରିୟାଲରେ ଡିକେନ୍ସ ==
ଡିକେନ୍ସଙ୍କ ଉପନ୍ୟାସ ଓ ଅନନ୍ୟ ଲେଖା ଗୁଡିକ ତାଙ୍କ ସମୟ ରୁସମୟରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପ କୁଗଳ୍ପକୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶାରେ " The Pickwick Papers'ର କାହାଣୀ କୁକାହାଣୀକୁ ନେଇ ଏକ ନୀରବ ଚଳଚିତ୍ର ନିର୍ମିତ ହେଇଥିଲା । <ref>{{cite book|title=Silent Film Stars on the Stages of Seattle: A History of Performances by Hollywood Notables|last=Flom|first=Eric L.|date=5 March 2009|publisher=McFarland|isbn=9780786439089|page=119}}</ref>
[[ଫାଇଲ:Bleak-house-broadstairs.jpg|ବାଆଁ|thumb|ବ୍ଲିକ ହାଉସ , ଯେଉଠାରେ ଡିକେନ୍ସ କେତେକ ଉପନ୍ୟାସ ରଚନା କରିଥିଲେ । ]]
 
== ପରବର୍ତୀ କଳାରେ ପ୍ରଭାବ ==
[[ଫାଇଲ:Dickens_Statue.png|thumb|''ଆମେରିକାର ଫିଲାଡେଲଫିଆ ଠାରେଫିଲାଡେଲଫିଆଠାରେ ଡିକେନ୍ସଙ୍କ ପ୍ରତିମୂର୍ତି '']]
 
== ମୁଖ୍ୟ ସାହିତ୍ୟିକ କୃତି ସମୂହ ==
ଡିକେନ୍ସଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟ ରୁମଧ୍ୟରୁ ଏହି ଗୁଡିକ ମୁଖ୍ୟ । ଏଠି ମଧ୍ୟ ରୁମଧ୍ୟରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକାରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା । 
* ''The Posthumous Papers of the Pickwick Club''  
* ''The Adventures of Oliver Twist''
୩୫,୫୦୮

ଗୋଟି ସମ୍ପାଦନା

ଦିଗବାରେଣି ମେନୁ