"ମେଘନା ନଦୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ
Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ର +ର ) |
ଟିକେ Bot: Automated text replacement (- ରେ +ରେ ) |
||
୧ କ ଧାଡ଼ି:
[[ଫାଇଲ:Bangladesh_LOC_1996_map.jpg|ଡାହାଣ|thumb|ମେଘନା ସମେତ ବାଂଲାଦେଶର ନଦୀ ଗୁଡିକର ମାନଚିତ୍ର ]]
ମେଘନା ନଦୀ({{Lang-bn|মেঘনা নদী}}) ବାଂଲାଦେଶର ସବୁଠାରୁ ଗୁରୁତ୍ବପୂର୍ଣ ନଦୀ । ,<ref name="Banglapedia">{{cite book|title=Banglapedia: National Encyclopedia of Bangladesh|publisher=[[Asiatic Society of Bangladesh]]|year=2012|edition=Second|chapter=Meghna River|chapter-url=http://en.banglapedia.org/index.php?title=Meghna_River|author=Masud Hasan Chowdhury|editor=Sirajul Islam and Ahmed A. Jamal}}</ref> ବଂଗୋପମହାସାଗର କୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି
[[ଫାଇଲ:Boat_in_meghna_river.JPG|thumb|ମେଘନା
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀ ଗୁଡିକ ମଧ୍ୟ ରୁ ମେଘନା ସବୁଠାରୁ ବେଶୀ ପ୍ରସ୍ଥ ବିଶିଷ୍ଟ । ଭୋଳା
== ଗତିପଥ ==
ପୂର୍ବ ଭାରତୀୟ ପାର୍ବତ୍ୟ ଇଲାକା ରୁ ସୁର୍ମା ଓ କୁଶିୟାରା ନଦୀ ଉପତ୍ତି ହେଇ ଚାଁଦପୁର ଠାରେ ମିଳିତ ହେଲା ପରେ ଏହା ମେଘନା ନାମ ଧାରଣ କରି ପ୍ରବାହିତ ହେଇ ପଦ୍ମା ନଦୀ ସହ ମିଳିତ ହୁଏ । ମୂଳଧୂଳି ନାମକ ସ୍ଥାନ ରୁ ଏହି ନଦୀ ରୁ ଏକ ଶାଖା ନଦୀ ବାହାରି "ସାଫିପୁର ନଦୀ" ସୃଷ୍ଟି ହେଇଥାଏ ।
ବ୍ରାହ୍ମଣବାରି ଜିଲ୍ଲାର ଘଟଲପୁର ଠାରେ ମେଘନା ନଦୀ ରୁ ଆଉ ଏକ ଶାଖା ନଦୀ "ତିଳସ " ବାହାରି ଥାଏ । ଏହା 240 କିଲୋମିଟର ବକ୍ର ଭାବରେ ଗତି କଲାପରେ ପୁନଶ୍ଚ ମେଘନା ସହ ନବୀନପୁର ଉପଜିଲ୍ଲା
[[ଫାଇଲ:MeghnaRiver.jpg|thumb|ସେତୁ ଉପରୁ ମେଘନା ନଦୀର ଦୃଶ୍ୟ ]]
କୋମିଲ୍ଲା ଜିଲ୍ଲାର ଦଉଡଖଣ୍ଡି
ଚାଁଦପୁର ଠାରେ ପୁନର୍ବାର ମେଘନା ନଦୀର କାୟା ବୃଦ୍ଧି ଘଟିଥାଏ ଢାଲେଶ୍ଵରୀ ନଦୀ ସହ ମିଶ୍ରଣ ଯୋଗୁଁ । ତଳକୁ ପ୍ରବାହିତ ହେଇ ଏହା ତାହାର ସର୍ବ ବୃହତ ଉପନଦୀ ପଦ୍ମା<ref>Padma and Jamuna (the name of the Brahmaputra in Bangladesh) rivers near Chandpur. After a course of about 164 miles (264 km) it enters the Bay of Bengal by four principal mouths—Tetulia, Shahbazpur, Hatia, and Bamni. Major tributaries are the Dhaleswari, the Gumti (the name of the Gomati in Bangladesh), and the Feni, https://www.britannica.com/place/Meghna-River</ref> ସହ ଚାଁଦପୁର ଜିଲ୍ଲାର ତଳ ଅଂଶ ରେ ମିଳିତ ହୁଏ ।
୧୫ କ ଧାଡ଼ି:
ଏଠାରେ ମେଘନା ନଦୀର ନିର୍ମଲା ଜଳ ପ୍ରବାହ ସହ ପଦ୍ମା ନଦୀର ଧୂସର ଓ ଗୋଳିଆ ପାଣି ଧାରା ସମ୍ପୂର୍ଣ ଭାବରେ ମିଶି ନ ଯାଇ ସମାନ୍ତରାଳ ଭାବେ ଯାଉଥିବାର ଦେଖାଯାଏ । ଏହା ଏକ ଖୁବ ଆକର୍ଷକ ଦୃଶ୍ୟ ସୃଷ୍ଟି କରିଥାଏ ।
ଚାଁଦପୁର ତଳକୁ ପଦ୍ମା , ମେଘନା ଓ ଯମୁନା ନଦୀର ସମ୍ମିଳିତ ପ୍ରବାହ ଯାଇ
ଭୋଳା
== ମେଘନା ବେସିନ ଅଞ୍ଚଳର ଜଳବାଯୁ ==
ମେଘନା ବେସିନ ଅଞ୍ଚଳ ବ୍ରହ୍ମପୁତ୍ର - ଗଙ୍ଗା- ମେଘନା (BGM) ଦ୍ଵାରା ସୃଷ୍ଟି ହେଇଥିବା ବିଶ୍ଵର ଏକ ବୃହତ୍ତମ ସମତଳ ଭୂମି ତଥା ବୃହତ ବଙ୍ଗୀୟ ସମତଳର ଏକ ମୁଖ୍ୟ ଅଂଶ । ସେଠାରେ ଜଳବାଯୁ ଅତ୍ୟନ୍ତ ପରିବର୍ତନଶୀଳ ହେଇଥାଏ । ବର୍ଷ
==ଗେଲେରି ==
<gallery>
|