"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେNo edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଆଧାର ନାହିଁ}}
'''ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶା ର କେନ୍ଦ୍ରପଡା ଜିଲ୍ଲା ରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁ ଙ୍କ ବରାହ ଅବତାର ଙ୍କୁ ଆରାଧନା କରାଯାଏ । '''

'''ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶା ର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]] ଜିଲ୍ଲା ରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁ ଙ୍କ ବରାହ ଅବତାର ଙ୍କୁ ଆରାଧନା କରାଯାଏ । '''


== ଭୌଗୋଳିକ ଅବସ୍ଥିତି ==
== ଭୌଗୋଳିକ ଅବସ୍ଥିତି ==
୧୬ କ ଧାଡ଼ି: ୧୮ କ ଧାଡ଼ି:


== ପୁନଶ୍ଚ ଦେଖଣା ==
== ପୁନଶ୍ଚ ଦେଖଣା ==
* Srimushnam

== ଆଧାର ସମୂହ ==
== ଆଧାର ସମୂହ ==
{{Reflist}}
{{Reflist}}

୦୩:୨୩, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଶ୍ରୀ ଲକ୍ଷ୍ମୀ ବରାହ ସ୍ଵାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶା ର କେନ୍ଦ୍ରପଡା ଜିଲ୍ଲା ରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁ ଙ୍କ ବରାହ ଅବତାର ଙ୍କୁ ଆରାଧନା କରାଯାଏ । 

ଭୌଗୋଳିକ ଅବସ୍ଥିତି 

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲ ରୁ ଏହାର ଦୁରତ୍ଵ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ଵର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକ ଠାରେ ଅବସ୍ଥିତ । । on the Chennai–Howrah railway route.[୧]

କିମ୍ବଦନ୍ତୀ 

Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହ ଙ୍କ ଭକ୍ତ ଥିଲେ । ସେ ଯାଜପୁର ଠାରେ ଥିବା ମାଁ ବିରଜା ପୀଠ କୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀ ରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତି ରେ ସ୍ଵପ୍ନ ରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିର କୁ ଘୋଡା ରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛ ରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନ ରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନ ରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନ ର ମନ୍ଦିର 20 ଶ ଶତାବ୍ଦୀ ରେ ରାଜା ବ୍ରଜସୁନ୍ଦର ଦେବା ଙ୍କ ଦ୍ଵାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା 

  • ବଜାର ଦ୍ଵାଦଶୀ ,ଅବତାର ଦିବସରେ ଏଠାରେ ଲକ୍ଷ୍ୟାଧିକ ଲୋକଙ୍କ ସମାରୋହ ହେଇଥାଏ । 
  • ଦୋଳ ଯାତ୍ରା ମଧ୍ୟ ଖୁବ ଯାକ ଜମକ ରେ ହୁଏ 
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. "Google Maps". Google Maps. Retrieved 2016-05-04.

ବାହ୍ୟ ସଂଯୋଗ ସବୁ