"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
-ଶ୍ରେଣୀ:ଓଡ଼ିଶାର ସହର ଓ ନଗର; ±ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲା→[[ଶ୍ରେଣୀ:କେନ୍ଦ୍ରାପଡ଼ା ଜିଲ୍ଲାର ଗାଆଁ ଓ...
ଟିକେ Bot: Automated text replacement (- ର +ର )
୭୧ କ ଧାଡ଼ି: ୭୧ କ ଧାଡ଼ି:


== ଯୋଗାଯୋଗ ଓ ପରିବହନ ==
== ଯୋଗାଯୋଗ ଓ ପରିବହନ ==
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦର ଠାରୁ କେନ୍ଦ୍ରାପଡା ମାତ୍ର ୩ ଘଣ୍ଟା ର ଯାତ୍ରା।
କେନ୍ଦ୍ରପଡ଼ା ସହରଟି ରାଜଧାନୀ [[ଭୁବନେଶ୍ଵର]]ଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦର ଠାରୁ କେନ୍ଦ୍ରାପଡା ମାତ୍ର ୩ ଘଣ୍ଟାର ଯାତ୍ରା।


== ସଂସ୍କୃତି ଏବଂ ପରମ୍ପରା ==
== ସଂସ୍କୃତି ଏବଂ ପରମ୍ପରା ==

୦୧:୩୫, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେନ୍ଦ୍ରାପଡ଼ା
ରାଜକନିକା
ସହର
Country India
Stateଓଡ଼ିଶା
Districtକେନ୍ଦ୍ରାପଡ଼ା ଜିଲ୍ଲା
Elevation
13 m (43 ft)
Population
 (୨୦୦୧)
 • Total୪୭,୦୦୬
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)
PIN
Telephone code୯୧-୬୭୨୭
Websitekendrapara.nic.in

କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।

ଇତିହାସ

ବ୍ରିଟିଶ ଶାସନ ସମୟରେ ୧୦ ମାର୍ଚ୍ଚ ୧୮୬୯ରେ କେନ୍ଦ୍ରାପଡା ପୌରପାଳିକା ଗଠିତ ହେଇଥିଲା ।[୧]

ଭୌଗଳିକ ସ୍ଥିତି

କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର

୧୦.୮୬ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଅଞ୍ଚଳ ୨୧ଟି ୱାର୍ଡ଼କୁ ନେଇ ଗଠିତ ।

ମୁଖ୍ୟ ନଦୀ

ମହାନଦୀର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।

ଯୋଗାଯୋଗ ଓ ପରିବହନ

କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦର ଠାରୁ କେନ୍ଦ୍ରାପଡା ମାତ୍ର ୩ ଘଣ୍ଟାର ଯାତ୍ରା।

ସଂସ୍କୃତି ଏବଂ ପରମ୍ପରା

କେନ୍ଦ୍ରାପଡ଼ା ଲକ୍ଷ୍ମୀ ପୂଜା ଓ ରସାବଳି ପାଇଁ ଓଡ଼ିଶାରେ ଜଣାଶୁଣା ।

ଦର୍ଶନୀୟ ସ୍ଥାନ

ଆଧାର

  1. "ପୁରାତନ ପୌରପାଳିକା ସ୍ଥିତି ଦୟନୀୟ". ଧରିତ୍ରୀ. Retrieved 8 March 2017.