}}
'''ସୋନାଲୀସୋନାଲୀ ବେନ୍ଦ୍ରେବେନ୍ଦ୍ରେ''' (ଜନ୍ମ: ୧ ଜାନୁଆରୀ ୧୯୭୫<ref>{{cite web|url=http://reviews.in.88db.com/index.php/movie/cine-events/14711-sonali-bendre-birthday-bash- |title=Sonali Bendre Birthday Bash |publisher=Reviews.in.88db.com |date= |accessdate=25 April 2017 |deadurl=yes |archiveurl=https://web.archive.org/web/20131004235451/http://reviews.in.88db.com/index.php/movie/cine-events/14711-sonali-bendre-birthday-bash- |archivedate=25 April 2017 }}</ref>) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ ।
==ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା==
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।<ref>[https://www.youtube.com/watch?v=Q2opGyHKre8 Interview with Sonali Bendre]</ref> ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ '''ଗୋଲ୍ଡିଗୋଲ୍ଡି ବେହେଲ'''ଙ୍କୁବେହେଲଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।<ref>{{cite web|title=Sonali Bendre delivers a baby boy|url=http://www.expressindia.com/news/fullstory.php?newsid=52619|publisher=ExpressIndia.com|accessdate=25 April 2017|date=12 August 2015}}</ref> ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।
==ଅଭିନୟ ଜୀବନ==
===ଚଳଚ୍ଚିତ୍ର===
'''ଷ୍ଟାରଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚ'''ରେସର୍ଚ୍ଚରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା [[ଗୋବିନ୍ଦା(ଅଭିନେତା)|ଗୋବିନ୍ଦା]]ଙ୍କ '''ଆଗ୍'''ଆଗ୍ ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ '''ଫିଲ୍ମଫେୟାରରଫିଲ୍ମଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର'''ଇଅର ଏବଂ '''ଷ୍ଟାରଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍'''ନିଉକମର୍ ପୁରସ୍କାର ପାଇଥିଲେ ।
ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍ଜାଲେ, ଭାଇ, ସର୍ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ।<ref>http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms</ref><ref>http://www.rediff.com/movies/2000/jan/24spice.htm</ref><ref>http://m.rediff.com/movies/1999/dec/08spice.htm</ref>
ସୋନାଲୀ ତାଙ୍କ ଅଭିନୟ ସହ ଭଲ ନୃତ୍ୟ ପାଇଁ ମଧ୍ୟ ଗଦ୍ଦର, ସାପୁତ୍, ବମ୍ବେ, ଲାଜ୍ଜା ଏବଂ ମେଜର ସାବ୍ ଭଳି କିଛି ଚଳଚ୍ଚିତ୍ରରେ କାମ ପାଇଥିଲେ । ୨୦୦୩ରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର '''କଲ୍କଲ୍ ହୋ ନା ହୋ'''ରେହୋରେ ସୋନାଲୀ ଏକ କ୍ଷୁଦ୍ରଭୂମିକାରେ ମଧ୍ୟ ଅଭିନୟ କରିଥିଲେ । <ref>[http://indiafm.com/movies/cast/7013/index.html Kal Ho Naa Ho] ''Indiafm.com''</ref> ସୋନାଲୀ ମଞ୍ଚ ଅଭିନୟ '''ଆପ୍ଆପ୍ କି ସୋନିଆ'''ରେସୋନିଆରେ ମଧ୍ୟ ଅଭିନୟ କରିଥିଲେ ।<ref>{{cite web|title=deccanherald.com| work=Sonali Bendre's to star in the theatre|url=http://www.deccanherald.com/Content/Aug42007/metrosat2007080316960.asp|accessdate=25 April 2007 |archiveurl = https://web.archive.org/web/20070929122900/http://www.deccanherald.com/Content/Aug42007/metrosat2007080316960.asp |archivedate = 29 September 2007}}</ref> ୧ ନଭେମ୍ବର ୧୯୯୬ରେ ମାଇକେଲ ଜାକ୍ସନ୍ ଭାରତ ଆସିଥିବାବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ସୋନାଲୀ ପାରମ୍ପାରିକ ମହାରାଷ୍ଟ୍ରିଆନ୍ ଶଢ଼ୀରେ ଯାଇଥିଲେ ଏବଂ ଜାକ୍ସନ୍ଙ୍କ ପାଇଁ ଆରତୀ କରିଥିଲେ ।<ref>http://www.indianewstoday.co.in/2016/06/michael-jackson-in-mumbai-say-i-love.html</ref>
===ଦୂରଦର୍ଶନ===
[[File:SonaliBendre02.jpg|thumb|250px|right|ସୋନାଲୀ]]
ସୋନାଲୀ ଏକ ଦୂରଦର୍ଶନରେ ଏକ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ '''କ୍ୟାକ୍ୟା ମସ୍ତି କ୍ୟା ଦମ୍....!'''ରର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ଏବଂ ସୋନି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ '''ଇଣ୍ଡିଆଜ୍ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ'''ରେଟ୍ୟାଲେଣ୍ଟରେ ବିଚାରିକା ରୂପେ କାର୍ଯ୍ୟ କରିଥିଲେ । ୨୦୦୫ ମସିହାରେ ୫୦ମ ଫିଲ୍ମଫେୟାର ସଭାରେ ଅଭିନେତା ସୈଫ୍ ଅଲ୍ଲି ଖାନ୍ଙ୍କ ସହ ସୋନାଲୀ ଉପସ୍ଥାପନା କରିଥିଲେ । ବିଚାରିକା ଭାବରେ ସେ '''ମିଷ୍ଟରମିଷ୍ଟର ଆଣ୍ଡ ମିସେସ୍ ଟେଲିଭିଜନ୍'''ଟେଲିଭିଜନ୍, '''ଇଣ୍ଡିଆନ୍ଇଣ୍ଡିଆନ୍ ଆଇଡୋଲ୍-୪'''୪, '''ଇଣ୍ଡିଆଜ୍ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ'''ଟ୍ୟାଲେଣ୍ଟ, '''ହିନ୍ଦୁସ୍ତାନହିନ୍ଦୁସ୍ତାନ କେ ହୁନର୍ବାଜ୍'''ହୁନର୍ବାଜ୍<ref>{{cite news |title=No crying and weeping please............. Just Enjoy!|url=http://www.hindustantimes.com/Entertainment/Television/No-crying-and-weeping-please-Just-Enjoy/Article1-950708.aspx |publisher= Hindustan Times |date=27 October 2012 }}</ref><ref>{{cite news |title=Busker Boys hopeful for 'Hindustan Ke Hunarbaz'|url=http://articles.timesofindia.indiatimes.com/2012-10-28/jaipur/34780176_1_dance-form-sonali-bendre-jaipur |publisher=The Times of India |date=28 October 2012 }}</ref>, '''ଇଣ୍ଡିଆଜ୍ଇଣ୍ଡିଆଜ୍ ବେଷ୍ଟ ଡ୍ରାମେବାଜ୍'''ଡ୍ରାମେବାଜ୍ ଆଦି କାର୍ଯ୍ୟକ୍ରମରେ କାମ କରିଥିଲେ ।
ମାର୍ଚ୍ଚ-ଏପ୍ରିଲ ୨୦୧୪ରେ କଲର୍ସ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ '''ମିସନ୍ମିସନ୍ ସପ୍ନେ'''ରସପ୍ନେର ଉପସ୍ଥାପିକା ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।<ref name="missionsapne">{{cite web|title=Sonali Bendre to be Narrator in TV Reality Show Mission Sapne|url=http://news.biharprabha.com/2014/02/sonali-bendre-to-be-narrator-in-tv-reality-show-mission-sapne/|work=IANS|publisher=news.biharprabha.com|accessdate=25 April 2017}}</ref> ଲାଇଫ୍ ଓକେ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ '''ଅଜିବ୍ଅଜିବ୍ ଦସ୍ତାନ୍ ହେ ୟେ'''ୟେ କାର୍ଯ୍ୟକ୍ରମରେ ସୋନାଲୀ ମଧ୍ୟ ଅଭିନୟ କରିଥିଲେ <ref>{{cite web|title= Ajeeb Dastaan Hai Yeh on Life OK: Sonali Bendre’s Dubut in Fiction Space|url= http://www.tellymirror.com/tv/ajeeb-dastaan-hai-yeh-life-ok-sonali-bendre-dubut-fiction-space/|publisher=TellyMirror}}</ref>
==ଅଭିନୀତ କଥାଚିତ୍ର==
|