"ସୋନାଲୀ ବେନ୍ଦ୍ରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୦ କ ଧାଡ଼ି: ୨୦ କ ଧାଡ଼ି:
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।<ref>[https://www.youtube.com/watch?v=Q2opGyHKre8 Interview with Sonali Bendre]</ref> ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହ‌ମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ '''ଗୋଲ୍ଡି ବେହେଲ'''ଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।<ref>{{cite web|title=Sonali Bendre delivers a baby boy|url=http://www.expressindia.com/news/fullstory.php?newsid=52619|publisher=ExpressIndia.com|accessdate=25 April 2017|date=12 August 2015}}</ref> ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।
ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।<ref>[https://www.youtube.com/watch?v=Q2opGyHKre8 Interview with Sonali Bendre]</ref> ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହ‌ମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ '''ଗୋଲ୍ଡି ବେହେଲ'''ଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।<ref>{{cite web|title=Sonali Bendre delivers a baby boy|url=http://www.expressindia.com/news/fullstory.php?newsid=52619|publisher=ExpressIndia.com|accessdate=25 April 2017|date=12 August 2015}}</ref> ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।


==ଅଭିନୟ ଜୀବନ==
'''ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚ'''ରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା [[ଗୋବିନ୍ଦା(ଅଭିନେତା)|ଗୋବିନ୍ଦା]]ଙ୍କ '''ଆଗ୍''' ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ '''ଫିଲ୍ମ‌ଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର''' ଏବଂ '''ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍''' ପୁରସ୍କାର ପାଇଥିଲେ ।
ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍‌ଜାଲେ, ଭାଇ, ସର୍‌ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସ‌ହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସ‌ହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସ‌ହ ମଧ୍ୟ ଅଭିନୟ କରିଛନ୍ତି ।<ref>http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms</ref><ref>http://www.rediff.com/movies/2000/jan/24spice.htm</ref><ref>http://m.rediff.com/movies/1999/dec/08spice.htm</ref>


==ଆଧାର==
==ଆଧାର==

୧୮:୪୦, ୨୫ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ସୋନାଲୀ ବିନ୍ଦ୍ରେ ବେହେଲ
୨୦୧୨ରେ ସୋନାଲୀ
ଜନ୍ମ
ସୋନାଲୀ ବିନ୍ଦ୍ରେ

(1975-01-01) ୧ ଜାନୁଆରୀ ୧୯୭୫ (ବୟସ ୪୯)
ବୃତ୍ତି(ସମୂହ)କଥାଚିତ୍ର ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୧୯୯୪–୨୦୦୧, ୨୦୦୯- ଏବେଯାଏଁ
ବୈବାହିକ-ସାଥୀଗୋଲ୍ଡି ବେହେଲ (୨୦୦୨-ଏବେଯାଏଁ)

ସୋନାଲୀ ବିନ୍ଦ୍ରେ (ଜନ୍ମ: ୧ ଜାନୁଆରୀ ୧୯୭୫[୧]) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

୧୯୯୪ରେ ଆଗ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିବା ସୋନାଲୀ ୨୦୦୧ରେ ହିନ୍ଦୀ କଥାଚିତ୍ର ଜଗତରୁ ବିଦାୟ ନେଇଥିଲେ । ପୁଣିଥରେ ସେ ୨୦୦୯ରେ ଦୂରଦର୍ଶନ କାର୍ଯ୍ୟକ୍ରମକୁ ଫେରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା

ସୋନାଲୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଦୁବାଇ ଏଂ ମୁମ୍ବାଇରେ ପାଠ ପଢ଼ିଥିଲେ । ସୋନାଲୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲେଶ୍ୱରମ୍ ଏବଂ ହୋଲି କ୍ରସ୍ କନଭେଣ୍ଟ ହାଇ ସ୍କୁଲ, ଥାନେରେ ପାଠ ପଢ଼ୁଥିଲେ । ଏହାପରେ ସେ ୱେଲହ‌ମ୍ ବାଳିକା ବିଦ୍ୟାଳୟ, ଡେରାଡୁନରେ ପଢ଼ିଥିଲେ । ୧୨ ନଭେମ୍ବର ୨୦୦୨ରେ ସୋନାଲୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୋଲ୍ଡି ବେହେଲଙ୍କୁ ବିବାହ କରିଥିଲେ । ୧୧ ଅଗଷ୍ଟ ୨୦୦୫ରେ ସୋନାଲୀଙ୍କ ଗୋଟିଏ ପୁଅ ଜନ୍ମ ହୋଇଥିଲା ଯାହାର ନାମ ରଣବୀର ରଖାଯାଇଛି ।[୩] ୯ ନଭେମ୍ବର ୨୦୦୭ରେ ତାଙ୍କର ଏକ ଝିଅ ମଧ୍ୟ ଜନ୍ମଗ୍ରହଣ କରିଥିଲା ।

ଅଭିନୟ ଜୀବନ

ଷ୍ଟାର ଡଷ୍ଟ ଟ୍ୟାଲେଣ୍ଟ ସର୍ଚ୍ଚରେ ବଛାଯିବା ପୂର୍ବରୁ ସୋନାଲୀ ଜଣେ ମଡେଲ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ମୁମ୍ବାଇକୁ ନିମନ୍ତ୍ରିତ ହୋଇଥିଲେ ଏବଂ ବିଭିନ୍ନ ଉଚ୍ଚଶ୍ରେଣୀର କଳାକାରଙ୍କଠାରୁ ପ୍ରଶିକ୍ଷଣ ନେବାପରେ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୪ରେ ସୋନାଲୀ ଅଭିନେତା ଗୋବିନ୍ଦାଙ୍କ ଆଗ୍ ଚଳଚ୍ଚିତ୍ରରେ ପ୍ରଥମ ଚଳଚ୍ଚିତ୍ର ଅଭିନୟ ଆରମ୍ଭ କରିଥିଲେ । ଚଳଚ୍ଚିତ୍ରଟି ସଫଳ ହୋଇନଥିଲେ ମଧ୍ୟ ଏହାର ଗୀତଗୁଡ଼ିକ ଆକର୍ଷଣୀୟ ହୋଇପାରିଥିଲା । ସୋନାଲୀ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମ‌ଫେୟାରର ଲକ୍ସ ନିଉ ଫେସ୍ ଅଫ ଦ ଇଅର ଏବଂ ଷ୍ଟାର ସ୍କ୍ରିନ୍ ଆୱାର୍ଡ଼ ମୋଷ୍ଟ ପ୍ରିମିସିଙ୍ଗ ନିଉକମର୍ ପୁରସ୍କାର ପାଇଥିଲେ । ସୋନାଲୀଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ଦିଲ୍‌ଜାଲେ, ଭାଇ, ସର୍‌ଫରୋସ୍, ଜଖମ୍, ଡୁପ୍ଲିକେଟ୍, କଧାଲର୍ ଧିନମ୍, ହମ୍ ସାଥ୍ ସାଥ ହୈ, ତେରା ମେରା ସାଥ୍ ରହେନା, ଅନାହାଟ୍ ଇତ୍ୟାଦି । ସୋନାଲୀ ଚାରି ଖାନ୍ (ଶାହାରୁଖ, ସଲମାନ, ଅମିର ଏବଂ ସୈଫ୍)ଙ୍କ ଅଭିନୟ କରିବା ସ‌ହ ଅଭିନେତା ଅକ୍ଷୟ କୁମାର, ସୁନୀଲ ଶେଟ୍ଟି ଏବଂ ଅଜୟ ଦେବଗନଙ୍କ ଭଳି ବଡ଼ ବଡ଼ କଳାକରମାନଙ୍କ ସ‌ହ ଅଭିନୟ କରିଛନ୍ତି । ସୋନଲୀ ତେଲୁଗୁ ଚଳଚ୍ଚିତ୍ରରେ ଅଭିନେତା ଚିରଞ୍ଜିବୀଙ୍କ ସ‌ହ ମଧ୍ୟ ଅଭିନୟ କରିଛନ୍ତି ।[୪][୫][୬]

ଆଧାର

  1. "Sonali Bendre Birthday Bash". Reviews.in.88db.com. Archived from the original on 25 April 2017. Retrieved 25 April 2017. {{cite web}}: |archive-date= / |archive-url= timestamp mismatch; 4 ଅକ୍ଟୋବର 2013 suggested (help); Unknown parameter |deadurl= ignored (|url-status= suggested) (help)
  2. Interview with Sonali Bendre
  3. "Sonali Bendre delivers a baby boy". ExpressIndia.com. 12 August 2015. Retrieved 25 April 2017.
  4. http://timesofindia.indiatimes.com/entertainment/kannada/movies/did-you-know-/Sonali-Bendre-has-acted-with-Shivarajkumar-and-Upendra/articleshow/44922852.cms
  5. http://www.rediff.com/movies/2000/jan/24spice.htm
  6. http://m.rediff.com/movies/1999/dec/08spice.htm

ଅଧିକ ତ‌ଥ୍ୟ