"ଗୁଣପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aishwarya05 (ଆଲୋଚନା | ଅବଦାନ) ବନାନ ଶୁଦ୍ଧି |
→ବାହାର ଲିଙ୍କ: fixed format ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୪୩ କ ଧାଡ଼ି: | ୪୩ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
==ବାହାର ଲିଙ୍କ== |
== ବାହାର ଲିଙ୍କ == |
||
{{ରାୟଗଡ଼ା ଜିଲ୍ଲା}} |
{{ରାୟଗଡ଼ା ଜିଲ୍ଲା}} |
||
{{ଓଡ଼ିଶାର ସହର}} |
{{ଓଡ଼ିଶାର ସହର}} |
୦୪:୫୬, ୨୮ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଗୁଣପୁର | |
— ସହର — | |
ଦିଗବାରେଣି | 19°05′N 83°49′E / 19.08°N 83.82°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ରାୟଗଡ଼ା |
ଲୋକସଂଖ୍ୟା | ୨୪,୭୦୬ |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• 83 metres (272 ft) |
ଗୁଣପୁର, ରାୟଗଡ଼ା ଜିଲ୍ଲା ର ଏକ ପ୍ରମୁଖ ସହର ଓ ଗୁଣପୁର ଉପଖଣ୍ଡର (ସବ୍ ଡିଭିଜନ୍) ସଦର ମହକୁମା ଅଟେ ।
ଇତିହାସ
ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
ଭୂଗୋଳ
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
ଦର୍ଶନୀୟ ସ୍ଥାନ
ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
- ପୁଲିଗୁମିର ପିକନିକ ଜାଗା
- ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
- ବଡନାଳ ଡ୍ୟାମ
- ଗୁଣପୁର ଜଗନ୍ନାଥ ମନ୍ଦିର ଏବଂ ନିକଟସ୍ଥ ପିକନିକ ଜାଗା
- ନିକଟସ୍ଥ ଭୀମପୁରରେ ଥିବା ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ) ମନ୍ଦିର ।
ଆଧାର
ବାହାର ଲିଙ୍କ
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |