"କମଳାକାନ୍ତ ଲେଙ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Cosmetic changes
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Kamalakanta Lenka}}
{{Infobox person
{{Infobox person
| name = କମଳାକାନ୍ତ ଲେଙ୍କା
| name = କମଳାକାନ୍ତ ଲେଙ୍କା
୪ କ ଧାଡ଼ି: ୫ କ ଧାଡ଼ି:
| alt =
| alt =
| caption =
| caption =
| birth_date = ୧୯୩୫<!--{{birth date and age|1937|09|17}}-->
| birth_date = {{birth date|df=y|1935|11|19}}
| birth_place = [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ଓଡ଼ିଶା]]
| birth_place = ଇଚ୍ଛାପୁର, [[ଭଦ୍ରକ ଜିଲ୍ଲା]]
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
| death_date = <!-- {{Death date and age|YYYY|MM|DD|YYYY|MM|DD}} (death date then birth) -->
| death_place =
| death_place =
| nationality = {{flag|ଭାରତୀୟ}}
| nationality = ଭାରତୀୟ
| other_names =
| other_names =
| known_for =
| known_for =
|notable works=
|notable works=
| occupation =
| occupation =
|awards = ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
}}
}}


କମଳାକାନ୍ତ ଲେଙ୍କା [[ଓଡ଼ିଶା]]ର ଜଣେ ପରିଚିତ କବି । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୩</ref>
'''କମଳାକାନ୍ତ ଲେଙ୍କା''' (୧୯ ନଭେମ୍ବର ୧୯୩୫<ref name="Dutt1999">{{cite book|author=Kartik Chandra Dutt|title=Who's who of Indian Writers, 1999: A-M|url=https://books.google.com/books?id=QA1V7sICaIwC&pg=PA670|year=1999|publisher=Sahitya Akademi|isbn=978-81-260-0873-5|pages=670–}}</ref>- ୧୯୯୯) [[ଓଡ଼ିଶା]]ର ଜଣେ ଅଧ୍ୟାପକ ଓ କବି । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୩</ref> ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ ।
== ରଚନାବଳୀ ==
== ରଚନାବଳୀ ==
=== କବିତା ସଙ୍କଳନ ===
=== କବିତା ସଙ୍କଳନ ===
{{div col|3}}
* ଅନ୍ତତଃ ନିଶ୍ଚୂପ (୧୯୭୬)
* ଅନ୍ତତଃ ନିଶ୍ଚୂପ (୧୯୭୬)
* କବିତାର ମୁହଁ (୧୯୭୪)
* କବିତାର ମୁହଁ (୧୯୭୪)
୨୪ କ ଧାଡ଼ି: ୨୭ କ ଧାଡ଼ି:
* ପ୍ରୀତି ଓ ପ୍ରତୀତି (୧୯୬୩)
* ପ୍ରୀତି ଓ ପ୍ରତୀତି (୧୯୬୩)
* ସୁନା ଫସଲ (୧୯୫୮)
* ସୁନା ଫସଲ (୧୯୫୮)
* ସ୍ରୋତର ନାମ ଋତ

* ଅନ୍ତତଃ ନିଶ୍ଚିତ
* ନିତ୍ୟ ନିୟମିତ
* ନିଜ ସହ ଗୋଟେ ସାକ୍ଷାତକାର
* ଖସିବାର ବେଳ
* ଗୀତ ଗାଆନାରେ ପକ୍ଷୀ
* କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
* ପାଦେ ଆଗକୁ
* ଦୁଃଖ ସହ କଥାବାର୍ତ୍ତା
* କବିର ଡାଏରୀ
* ଚିରାୟତ
{{div col end}}
== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award2.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର|accessdate=21 March 2017}}</ref>, ୧୯୮୦ (ସ୍ରୋତର ନାମ ଋତ)

* ବିଷୁବ ମିଳନ ପୁରସ୍କାର, ୧୯୭୯
== ଟୀକା ==
== ଟୀକା ==
{{ଆଧାର}}
{{ଆଧାର}}
== ବାହାର ଆଧାର ==


{{ଓଡ଼ିଆ ସାହିତ୍ୟ}}
{{ଓଡ଼ିଆ ସାହିତ୍ୟ}}


[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:୧୯୩୫ ଜନ୍ମ]]
[[ଶ୍ରେଣୀ:କବି]]
[[ଶ୍ରେଣୀ:୧୯୯୯ ମୃତ୍ୟୁ]]
[[ଶ୍ରେଣୀ:୧୯୩୫ଜନ୍ମ]]
[[ଶ୍ରେଣୀ:ଭଦ୍ରକ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ କବି]]

୧୭:୫୨, ୨୧ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

କମଳାକାନ୍ତ ଲେଙ୍କା
ଜନ୍ମ(1935-11-19)୧୯ ନଭେମ୍ବର ୧୯୩୫
ଇଚ୍ଛାପୁର, ଭଦ୍ରକ ଜିଲ୍ଲା
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କମଳାକାନ୍ତ ଲେଙ୍କା (୧୯ ନଭେମ୍ବର ୧୯୩୫[୧]- ୧୯୯୯) ଓଡ଼ିଶାର ଜଣେ ଅଧ୍ୟାପକ ଓ କବି । [୨] ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ ।

ରଚନାବଳୀ

କବିତା ସଙ୍କଳନ

  • ଅନ୍ତତଃ ନିଶ୍ଚୂପ (୧୯୭୬)
  • କବିତାର ମୁହଁ (୧୯୭୪)
  • ସ୍ମରଣ ବିସ୍ମରଣ (୧୯୭୩)
  • ଉତ୍ତରଣ (୧୯୬୭)
  • ପ୍ରୀତି ଓ ପ୍ରତୀତି (୧୯୬୩)
  • ସୁନା ଫସଲ (୧୯୫୮)
  • ସ୍ରୋତର ନାମ ଋତ
  • ଅନ୍ତତଃ ନିଶ୍ଚିତ
  • ନିତ୍ୟ ନିୟମିତ
  • ନିଜ ସହ ଗୋଟେ ସାକ୍ଷାତକାର
  • ଖସିବାର ବେଳ
  • ଗୀତ ଗାଆନାରେ ପକ୍ଷୀ
  • କମଳାକାନ୍ତଙ୍କ ଶ୍ରେଷ୍ଠ କବିତା
  • ପାଦେ ଆଗକୁ
  • ଦୁଃଖ ସହ କଥାବାର୍ତ୍ତା
  • କବିର ଡାଏରୀ
  • ଚିରାୟତ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୩], ୧୯୮୦ (ସ୍ରୋତର ନାମ ଋତ)
  • ବିଷୁବ ମିଳନ ପୁରସ୍କାର, ୧୯୭୯

ଟୀକା

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
  2. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୩
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 21 March 2017.