"ଲଜ୍ଜା (ଉପନ୍ୟାସ)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) No edit summary |
Saileshpat (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox Book|name= |
{{Infobox Book|name=ଲଜ୍ୟା|author= ତସଲିମା ନସରିନ |release_date=୧୯୯୩|pages=୩୦୨|oclc=37322498|image=Cover of Book named Lajja.jpg <!--prefer 1st edition-->|country=[[Bangladesh|ବଙ୍ଗଳାଦେଶ]]|language=[[Bengali language|<nowiki/>]][[ବଙ୍ଗାଳୀ]]|genre=[[Novel|ଉପନ୍ୟାସ]]|media_type=Print ([[Hardcover|Hardback]] & [[Paperback]])|isbn=1-57392-165-3|ISBN=1-57392-165-3|dewey=891.4/437 21|congress=PK1730.3.A65 L3513 1997}} |
||
'''''ଲଜ୍ୟା '''''({{Lang-bn|লজ্জা}} ''Lôjja'') (''Shame'') [[ତସଲିମା ନସରିନ]]<nowiki/>ଙ୍କ ଦ୍ଵାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ''ଲୋଜା '' ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରଯାଇଥିଲା ।<ref>[https://query.nytimes.com/gst/fullpage.html?res=9904E1D9143AF93BA35755C0A962958260 Bangladesh Seeks Writer, Charging She Insults Islam], ''New York Times'', 8 June 1994.</ref><ref>[https://www.nytimes.com/books/97/05/11/reviews/30906.html Book Review], ''New York Times'', 28 August 1994.</ref> ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା । <ref>[https://query.nytimes.com/gst/fullpage.html?res=9E05E0DA143DF930A25750C0A962958260&sec=&spon=&pagewanted=4 ENCOUNTERS; Crossing Cultures: The Complex Life of a Man of All Things] ''New York Times'', 13 March 1994.</ref> ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।<ref>[https://query.nytimes.com/gst/fullpage.html?res=9904E1D71F3CF935A35754C0A962958260 Censorship by Death] ''New York Times'', 6 July 1994.</ref> |

୨୩:୦୭, ୭ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ଲଜ୍ୟା | |
---|---|
Cover of Book named Lajja.jpg | |
ଲେଖକ | ତସଲିମା ନସରିନ |
ଦେଶ | ବଙ୍ଗଳାଦେଶ |
ଭାଷା | ବଙ୍ଗାଳୀ |
ବିଭାଗ | ଉପନ୍ୟାସ |
ପ୍ରକାଶ ତାରିଖ | ୧୯୯୩ |
ମାଧ୍ୟମ ପ୍ରକାର | Print (Hardback & Paperback) |
ପୃଷ୍ଠା | ୩୦୨ |
ISBN | 1-57392-165-3 |
OCLC ନମ୍ବର | 37322498 |
Dewey Decimal | 891.4/437 21 |
LC Classification | PK1730.3.A65 L3513 1997 |
ଲଜ୍ୟା (ବଙ୍ଗଳା: লজ্জা Lôjja) (Shame) ତସଲିମା ନସରିନଙ୍କ ଦ୍ଵାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ଲୋଜା ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରଯାଇଥିଲା ।[୧][୨] ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା । [୩] ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।[୪]
ନସରିନ ବହିଟିକୁ ଭାରତର ଉପ-ମହାଦେଶରେ ବାସ କରୁଥିବା ସମସ୍ତଙ୍କୁ ସମର୍ପଣ କରିଥିଲେ।
ସାରାଂଶ
ଲଜ୍ୟା ୧୯୯୨ରେ ଭାରତରେ ବାବରୀ ମସଜିଦ ଧ୍ଵଂସ ହେବା ପରେ ବଙ୍ଗଳାଦେଶରେ ଆରମ୍ଭ ହୋଇଥିବା ଅଣ-ହିନ୍ଦୁ ଦଙ୍ଗା ଉପରେ ଆଧାରିତ । ବହିଟି ମୂଳ ରୂପେ ଦର୍ଶେଚି କି କିପରି ଦଙ୍ଗାରେ ଅଳ୍ପସଙ୍ଖକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଇଥିଲା ।
ଅନୁବାଦ
ଲଜ୍ୟା ଆରବ, ଜର୍ମନ, ଇଂରାଜୀ, ଓଡ଼ିଆ , ଉର୍ଦୁ , ମାରାଠି , ପଞ୍ଜାବୀ , ତାମିଳ , ଗୁଜୁରାଟୀ , କନ୍ନଡ , ନେପାଳୀ , ଫିନ୍ନିଶ ଓ ଅନ୍ୟ ଭାଷାରେ ଅନୁବାଦ ହେଇଛି ।
ଆଧାର
- ↑ Bangladesh Seeks Writer, Charging She Insults Islam, New York Times, 8 June 1994.
- ↑ Book Review, New York Times, 28 August 1994.
- ↑ ENCOUNTERS; Crossing Cultures: The Complex Life of a Man of All Things New York Times, 13 March 1994.
- ↑ Censorship by Death New York Times, 6 July 1994.