"ଲଜ୍ଜା (ଉପନ୍ୟାସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Lajja"
 
୧୨ କ ଧାଡ଼ି: ୧୨ କ ଧାଡ଼ି:
== ଆଧାର ==
== ଆଧାର ==
<references />
<references />

[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]

୨୨:୫୫, ୭ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

Lajja  
Cover of Book named Lajja.jpg
ଲେଖକ= ତସଲିମା ନସରିନ =
ଦେଶବଙ୍ଗଳାଦେଶ
ଭାଷାବଙ୍ଗାଳୀ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ1993
ମାଧ୍ୟମ ପ୍ରକାରPrint (Hardback & Paperback)
ପୃଷ୍ଠା302
ISBN1-57392-165-3
OCLC ନମ୍ବର37322498
Dewey Decimal891.4/437 21
LC ClassificationPK1730.3.A65 L3513 1997

ଲଜ୍ୟା (ବଙ୍ଗଳା: লজ্জা Lôjja) (Shame) ତସଲିମା ନସରିନଙ୍କ ଦ୍ଵାରା ଲିଖିତ ଏକ ବଙ୍ଗାଳୀ ଉପନ୍ୟାସ । ବଙ୍ଗାଳୀରେ ବହିର ନାମ ଲୋଜା  ଯାହା ବିଭିନ୍ନ ଭାରତୀୟ ଭାଷାରେ ଲଜ୍ୟା  ଭାବେ ପରିଚିତ । ବହିଟି ୧୯୯୩ ମସିହାରେ ବଙ୍ଗଳାଦେଶରେ ପ୍ରକାଶିତ ହେଇଥିଲା ଓ ନିଷିଦ୍ଧ କରଯାଇଥିଲା ।[୧][୨]  ପ୍ରକାଶ ପାଇବାର ୬ ମାସ ଭିତରେ ବହିର ୫୦,୦୦୦ ସଂସ୍କରଣ ବିକ୍ରି ହେଇଥିଲା । [୩]  ବଙ୍ଗଳାଦେଶରେ ନିଜ ଜୀବନ ପ୍ରତି ବିପଦ ଦେଖି ଓ ଇସ୍ଲାମିକ ସଂଗଠନରୁ ବାରମ୍ବାର ଧମକ ପାଇଥିବାରୁ ତସଲିମା ବାଂଲାଦେଶ ପଳାୟନ କରିଥିଲେ ।[୪]

ନସରିନ ବହିଟିକୁ ଭାରତର ଉପ-ମହାଦେଶରେ ବାସ  କରୁଥିବା ସମସ୍ତଙ୍କୁ ସମର୍ପଣ କରିଥିଲେ।  

ସାରାଂଶ 

ଲଜ୍ୟା  ୧୯୯୨ରେ ଭାରତରେ  ବାବରୀ ମସଜିଦ ଧ୍ଵଂସ ହେବା ପରେ ବଙ୍ଗଳାଦେଶରେ ଆରମ୍ଭ ହୋଇଥିବା ଅଣ-ହିନ୍ଦୁ ଦଙ୍ଗା ଉପରେ ଆଧାରିତ । ବହିଟି ମୂଳ ରୂପେ ଦର୍ଶେଚି କି କିପରି ଦଙ୍ଗାରେ ଅଳ୍ପସଙ୍ଖକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଇଥିଲା । 

ଅନୁବାଦ 

ଲଜ୍ୟା  ଆରବ, ଜର୍ମନ, ଇଂରାଜୀ, ଓଡ଼ିଆ , ଉର୍ଦୁ , ମାରାଠି , ପଞ୍ଜାବୀ , ତାମିଳ , ଗୁଜୁରାଟୀ , କନ୍ନଡ , ନେପାଳୀ , ଫିନ୍ନିଶ ଓ ଅନ୍ୟ ଭାଷାରେ ଅନୁବାଦ ହେଇଛି ।  

ଆଧାର

  1. Bangladesh Seeks Writer, Charging She Insults Islam, New York Times, 8 June 1994.
  2. Book Review, New York Times, 28 August 1994.
  3. ENCOUNTERS; Crossing Cultures: The Complex Life of a Man of All Things New York Times, 13 March 1994.
  4. Censorship by Death New York Times, 6 July 1994.