"ଚାର୍ଲ୍ସ ଡିକେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ବଦଳ ସାରକଥା ଲୁଚାଇଦିଅନ୍ତୁ
{{Infobox writer|image=Dickens Gurney head.jpg|alt=Charles Dickens|caption=୧୮୬୭ ରେ ନିଉ ୟର୍କ ରେ ଡିକେନ୍ସ |birth_name=ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସbirth_date={{birth date|df=yes|1812|2|7}}|birth_place=[[Landport]], Hampshire, England, United Kingdom|death_date={{death date and age|df=yes|1870|6|9|1812|2|7}}|death_place=[[Higham, Kent]], England, United Kingdom|resting_place=[[Poets' Corner]], [[Westminster Abbey]]|occupation=Writer|nationality=British|notableworks={{hlist|''[[The Pickwick Papers]]''|''[[Oliver Twist]]''|''[[Nicholas Nickleby]]''|''[[A Christmas Carol]]''|''[[David Copperfield]]''|''[[Bleak House]]''|''[[Little Dorrit]]''|''[[A Tale of Two Cities]]''|''[[Great Expectations]]''}}|spouse=[[Catherine Dickens|Catherine Thomson Hogarth]]|children={{hlist|[[Charles Dickens, Jr.]]|[[Mary Dickens]]|[[Kate Perugini]]|[[Walter Landor Dickens]]|[[Francis Dickens]]|[[Alfred D'Orsay Tennyson Dickens]]|[[Sydney Smith Haldimand Dickens]]|[[Henry Fielding Dickens]]|[[Dora Annie Dickens]]|[[Edward Dickens]]}}|signature=Charles Dickens Signature.svg}}
 
'''ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ '''( ୭ ଫେବ୍ରୁଆରି ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ [[ବିଶ୍ଵ]]<nowiki/>ର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ର ର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତ ରେ ସେ ଭିକ୍ଟୋରିଆନ ଯୁଗ ର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସ ର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଦେଭିଡଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ  ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ  ଦରିଦ୍ର ବାଳକ ର ଚରିତ୍ର । ତାହାର ଚରିତ୍ର ଚିତ୍ରଣ ରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡ ର ସାଧାରଣ ଜଣଜନ ଜୀବନ କୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ଵାନ ଓ ସମାଲୋଚକ ମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ଵ ସାହିତ୍ୟ ରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକା ରେ ରହିଛି । 
<ref>{{harvnb|Mazzeno|2008|p=76}}.</ref><ref>{{harvnb|Chesterton|2005|pp=100–126}}.</ref>
 
 ଡିକେନ୍ସ 1836 ମସିହା ରେ “ ଦି ପିକୱିକ ପେପର୍ସ “( [http://The%20Pickwick%20Papers The Pickwick Papers] ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟ ରେ ସେ ତାଙ୍କର ଲେଖା ରେ ସାମାଜିକ ଚରିତ୍ର ଗୁଡିକ ର ନିଖୁଣ ଚିତ୍ରଣ , ଲେଖା ରେ ନାଟକୀୟତା ତଥା ସମାଜ ର ସାଂପ୍ରତିକ ଘଟଣା ବଳି ର ଜୀବନ୍ତ ଭଙ୍ଗି ରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତର ରେ ପରିଚିତ ହେଇ ଗଲେ । ସେହି ସମୟ ରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକା ରେ ଧାରାବାହିକ ହିସାବ ରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗ ରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରା ରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମ ଦ୍ଵାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖା ର କାହାଣୀ କୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( [http://David%20Coppersfield David Coppersfield] ) ରେ "ମିସ ମିକାୱର" ଙ୍କ ଚରିତ୍ର ଦୁର୍ବଳତା କୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟ ରେ ସକାରାତ୍ମକ ଚରିତ୍ର ରେ ପରିବର୍ତନ କରିଥିଲେ । ସେ ସେହି ସମୟ ରେ ଇଂଲଣ୍ଡ ରାସ୍ତା ରେ ବୁଲୁଥିବା ବା କାରଖାନା ରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହା ଦ୍ଵାରା ସେମାନେ ଏକ ନୂତନ ଶ୍ରେଣୀ ର ପାଠକ ହେଇ ଅଣପରମ୍ପରିକ ଶିକ୍ଷ୍ୟା ମଧ୍ୟ ପାଉଥିଲେ । .<ref>{{harvnb|Hauser|1999|p=116}}.</ref>
 
ତାଙ୍କ ସମୟ ରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହା ରେ ତାଙ୍କର ଉପନ୍ୟାସ “A“[http://A%20Christmas%20Carol A Christmas Carol],” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକ ଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “''[http://Oliver%20Twist Oliver Twist] ''“ଓ “ ''[http://Great%20Expectations Great Expectations]''” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁ କୁ ଭିକ୍କ୍ଟୋରିଆ ଯୁଗ ର ଉପୋନ୍ୟାସ ସାହିତ୍ୟ ର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସ ଙ୍କ ଉପନ୍ୟାସ “[http://A%20Tale%20of%20Two%20Cities, A Tale of Two Cities,]” ରେ ସେ ଯୁଗ ର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ବୀକୃତି ଦେଇଥିଲା । ଡିକେନ୍ସ ଙ୍କ ଲେଖା ସମୂହ କୁ ବିଶ୍ଵ ର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ , ଜର୍ଜ ଅରୱେଲ, ଓ ଜି . କେ . ଚେଷ୍ଟାରଟନ ଲେଖା ସମୂହ ରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷ ରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟ ରେ ମନସ୍ତାତ୍ଵିକ ଗଭୀରତା ର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖା ର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟ ର ପରିଚୟ ଦେଇଥିଲା । 
<ref>[http://www.oxforddictionaries.com/definition/english/Dickensian "Oxford Dictionaries&nbsp;– Dickensian"]. </ref>
 
[[ଫାଇଲ:ChathamOrdnanceTerrCrop.jpg|alt=photograph|thumb|1817 ମସିହା ରୁ 1821 ମସିହା ଯାଏ ଡିକେନ୍ସ ରହୁଥିବା ଗୃହ ଚଠାମ ଠାରେ <br>
<ref>Simon Callow, Charles Dickens and the Great Theatre of the World, p.9</ref>]]
 ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବ୍ରୁଆରି ୧୮୧୨ ମସିହା ରେ ପୋର୍ଟ ସୀ ଦ୍ଵିପ ର , ମାଇଲ ଏଣ୍ଡ ଟେରାସ ( ବର୍ତମାନ ତାହା ୩୯୩ କମରସିଆଲ ରୋଡ ) ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସ ଙ୍କ  ଆଠଟି ସନ୍ତାନ ମଧ୍ୟ ରୁ ଦ୍ଵିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭି ର ଜେନଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ <span>''  ''ତାଙ୍କ ପିତା ଙ୍କ ବନ୍ଧୁ ତଥା ଏକ କମ୍ପାନୀ ର ମାଲିକ  "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସ ଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳ ରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହା ରେ ରଚିତ ) ମକନାମକ ଏକ ଉପନ୍ୟାସ ରେ ଜାହାଜ କମ୍ପାନୀ ର ମାଲିକ ଭାବରେ ତାଙ୍କର ଚରିତ୍ର କୁ ହିଁ ଚିତ୍ରଣ କରିଥିବାର ବିଶ୍ଵାସ କରାଯାଇଥାଏ । </span>
 
I୧୮୧୫ ମସିହା ରେ ଜନ  ଡିକେନ୍ସ ଙ୍କୁ ଇଂଲଣ୍ଡ ରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସ ଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟ ଠାରେ ରହିଥିଲେ ।<ref>Charles Dickens and the Great Theatre of the World, Simon Callow, p.5</ref> ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାର ରେ ଥିବା ହେତୁ ବିଶେଷ କିଛି ସ୍ଵତନ୍ତ୍ର ଯତ୍ନ ପାଇ ନଥିଲେ । .<ref>{{Harvard citation no brackets|Forster|2006|p=13}}.</ref>
 
 ବାଳକ ଚାର୍ଲ୍ସ ବେଶି ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟ ରେ ଜନପ୍ରିୟ  ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ"  ଆଦି ଲେଖକ ଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ  ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" "ଏଲିଜାବେଥ ଇଞ୍ଚବାଲ୍ଡ"<ref>Simon Callow, Charles Dickens and the Great Theatre of the World, p.7</ref> ଙ୍କ ହାସ୍ୟ ଲେଖବାଳିଲେଖବଳି ସଂଗ୍ରହ କୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନ ରେ ବହୁ ଉପାଦେୟ ହେଇଥିଲା ।  ସେ ଜନସାଧାରଣ ଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା  ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳି କୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ<ref>{{Harvard citation no brackets|Ackroyd|1990|pp=22–24:29–30}}.</ref> ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ  ରେ ତାଙ୍କ ପିତା ଙ୍କ ସ୍ଥାନ ରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟ ରେ କିଛି ବେସରକାରୀ ସ୍କୁଲ ଶିକ୍ଷ୍ୟା ହାସଲ କରିଥିଲେ ।  <ref>{{Harvard citation no brackets|Ackroyd|1990|p=41}}.</ref>
[[ଫାଇଲ:Dickens-at-the-Blacking-Warehouse.jpg|alt=drawing|ବାଆଁ|thumb|୧୮୯୨ ମସିହା ରେ ପ୍ରକାଶ ପାଇଥିବା ଚାର୍ଲ୍ସ ଡିକେନ୍ସ ଙ୍କ ଜୀବନୀ ଉପରେ ଫୋର୍ସ୍ତର ଲେଖିଥିବା ପୁସ୍ତକ ([http://Life%20of%20Dickens Life of Dickens])  ଏକ ଚିତ୍ର ରେ ଜୋତା କାରଖାନା ରେ କାମ କରୁଥିବାର ଏକ ଅଙ୍କିତ  ଚିତ୍ର  <br>
<ref>{{Harvard citation no brackets|Schlicke|1999|p=158}}.</ref>]]
 ୧୮୨୨ ମସିହା ବେଳକୁ ଚାର୍ଲ୍ସ ଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ ।ତାଙ୍କ ଋଣଦାତା ମାନେ କୋର୍ଟ ରେ ମକଦମା କରିବାରୁ ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟ ର ପ୍ରଥା ଅନୁସାରେ ମର୍ଶଲସୀମର୍ଶଲ ସୀ ( marshaalsea) ଜୈଲଜେଲ ରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁ ଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କ ଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସ ରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ " ଙ୍କ ଗୃହ ରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀ ରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସ ଙ୍କ "  The Old Curiosity Shop." ଉପନ୍ୟାସ ରଚନା ମୂଳ ର ପ୍ରେରଣା ଥିଲେ । 
<ref>{{Harvard citation no brackets|Ackroyd|1990|p=76}}.</ref>
 
ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନା ରେ ସାମାନ୍ଯସାମାନ୍ୟ ମଜୁରି ରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟ ର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କ ରେ ପ୍ରତିଫଳିତ ହେଇଥିଲା । ସେହି ସମୟ ରେ ଅଳ୍ପ ବୟସ ର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସ ଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନ ରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ର କୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନ ର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):
[[ଫାଇଲ:Courtyard_of_the_former_Marshalsea_prison,_1897_(2).png|thumb|୧୮୯୭ ମସିହା ରେ ମାର୍ଶାଲସି ଜୈଲ , ବନ୍ଦ ହେବା ପରେ ]]
କିଛି ମାସ ଜୈଲଜେଲ ରେ ରହିବା ପରେ ଚାର୍ଲ୍ସ ଙ୍କ ପିତାମହୀ ଏଲିଜାବେଥ ଡିକେନ୍ସ ଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସ ଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜୈଲଜେଲ ରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସ ଙ୍କ ବାସ ଭବନ କୁ ଚାଲିଗଲେ । <ref>{{Harvard citation no brackets|Schlicke|1999|p=157}}.</ref> ତେବେ ଚାର୍ଲ୍ସ ଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତା ଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସ ଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳ ରେ ତାଙ୍କର ଉପନ୍ୟାସ ରେ ସମାଜ ରେ ଥିବା ସେହିପରି ମହିଳା ଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳା ଙ୍କ ପ୍ରତି ଆଭିମୁଖ୍ୟ ରେ କିଛିଟା ବିତୃଷ୍ଣା ତାଙ୍କ ଲେଖା ରେ ପ୍ରତିଫଳିତ ହେଇଥିଲା ।<ref>{{harvnb|Wilson|1972|p=58}}.</ref> 
 
 
 
 ତାଙ୍କର "David Copperfield "<ref>{{harvnb|Cain|2008|p=91}}.</ref> ଉପନ୍ୟାସ ରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର "ଡାଭିଡ" ପ୍ରକୃତ ରେ ତାଙ୍କ ନିଜ ବାଲ୍ୟାବସ୍ଥା ର ଘରଣାବଳୀ ଦ୍ଵାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ , 
 
" ମୁ କାହା ଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବ ରେ ମୁ ସ୍ଵର୍ଗ କୁ ଯିବାର ଆଶା ରଖିଛି । "
 "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"
 
ପରିଶେଷ ରେ ୧୮୨୭ ମସିହା ରେ ଡିକେନ୍ସ ୱେଲିଂଟନ ଏକାଡେମିଏକାଡେମୀ ନାମକ ସ୍କୁଲ ରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର  କରୁଥିଲେ ।ତାଙ୍କ ଚରିତ୍ର କୁ ଡିକେନ୍ସ ପରେ  "David Copperfield " ଉପନ୍ୟାସ ରେ "ମିଷ୍ଟର କ୍ରୀକୀଳ" ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ ।  <ref name="Wilson61">{{harvnb|Wilson|1972|p=61}}.</ref>
 
୧୮୨୭ ମେ ରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନ ରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ରେ ପ୍ରତ୍ୟହ ଥିଏଟର କୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟ ରେ ଶର୍ଟ-ହାଣ୍ଡ<ref>Callow, p.34, 36</ref> ଲେଖିବା ଅଭ୍ୟାସ କରି ପରବର୍ତୀ କାଳ ରେ ସମ୍ପାଦକ ହିସାବ ରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳ ରେ " Doctors Commons" ନାମକ ପତ୍ରିକା ରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ ।  <ref>{{harvnb|Pope-Hennessy|1945|p=18}}.</ref><ref>{{harvnb|Wilson|1972|p=64}}.</ref>
 
୧୮୩୦ ମସିହା ରେ "ଚାର୍ଲ୍ସ ମାରୀଆ ବିଡନେଲ" ନାମକ ଝିଅ ଙ୍କ ପ୍ରେମ ରେ ପଡିଥିଲେ ମଧ୍ୟ ମାରୀଆ ଙ୍କ ପରିବାର ଏହାକୁ ସ୍ବୀକୃତି ନ ଦେଇ ମାରୀଆ ଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସ ଙ୍କ ପ୍ରେମ ସମ୍ପର୍କ ରେ ଜବନିକା ପଡିଥିଲା । .<ref>{{harvnb|Davis|1998|p=23}}.</ref>
 
== ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ ==
 ୧୮୩୨ ମସିହା ରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନ ର ଅନୁଭୂତି ରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟର ରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟ ର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବ ରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହା ରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନ ର ପତ୍ରିକା l "Monthly Magazine" କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ   The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟ ର ଜର୍ନାଲ ରେ ରେ ରିପୋର୍ଟର ଭାବରେ କାର୍ଯ୍ୟ ନିର୍ବାହନିଯୁକ୍ତ କଲେ ।ଏଥିରେ ସେ ପାର୍ଲିଆମେଣ୍ଟ ର ବିତର୍କ ର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟ ରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହା ରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥ ଙ୍କ ସଂଶର୍ଷ ରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାର ର ନିକଟତର ହେଇଥିଲେ ଓ ହୋଗର୍ଥ ଙ୍କ ସାନ ଝିଅ କାଥେରିନ ଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହା ରେ ବିବାହ କରିଥିଲେ । <ref>{{harvnb|Ackroyd|1990|pp=201, 278–279}}.</ref> .<ref>Callow p.54</ref>
[[ଫାଇଲ:Catherine_Dickens.jpg|ବାଆଁ|thumb|କାଠେରିନ ହୋଗର୍ଥ ଡିକେନ୍ସ , ୧୮୩୮ ର ଅଙ୍କିତ ଚିତ୍ର ରେ ]]
 ଏହା ପରେ ତାଙ୍କର ଧାରାବାହିକ ଲେଖା "  The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନ ର ବିକ୍ରୟ କ୍ରମଶଃ ୪୦,୦୦୦ ରୁ ଅଧିକ ହେଇଯାଇଥିଲା ଓ ପତ୍ରିକା ର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା <ref>Simon Callow, Charles Dickens and the Great theatre of the World, p.60</ref>। ୧୮୩୬ ମସିହା ରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକା ର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist " କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକ ର କାହାଣୀ କୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗ ର ପ୍ରଥମ ଉପନ୍ୟାସ ଥିଲା ।<ref name="Smiley12ff">{{harvnb|Smiley|2002|pp=12–14}}.</ref> 
 
[[ଫାଇଲ:Charles_Dickens_by_Daniel_Maclise.jpg|thumb|୧୮୩୯ ମସିହା ରେ ତରୁଣ ଚାର୍ଲ୍ସ ଙ୍କ ଚିତ୍ର ]]
 ୧୮୩୭ ମସିହା ରେ ଡିକେନ୍ସ ଓ କାଥେରିନ ଙ୍କ ଔରସ ରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସ ଙ୍କ ପରିବାର ସେହି ସମୟ ରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନ ଙ୍କ ଭଉଣୀ ମାରି ଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବାରାଁବରଣ କରିବା ଘଟଣା ଚାର୍ଲ୍ସ ଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରି ଙ୍କୁ ଏ ଖୁବ ସ୍ନେହାସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସ ରେ " Rose Maylie" ଚରିତ୍ର ଭାବରେ ଆଦର ର ସହ ଚିତ୍ରଣ କରିଥିଲେ । ସେହି ସମୟ ରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ  ଫୋଷ୍ଟର ଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ  ସ୍ବନାମଧନ୍ୟ ଲେଖକ ହେଇପାରିଥିଲେ ।  .<ref>Simon Callow, p.77, 78 'Charles Dickens and the Great Theatre of the World'</ref>
 
ଇଏହିଏହି ସମୟ ରେ ସାହିତ୍ୟ କୃତି ସବୁ  "''Nicholas Nickleby''"(୧୮୩୮-୩୯ ), "''The Old Curiosity Shop"'' (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " ''Barnaby Rudge: A Tale of the Riots of 'Eighty'',"  "''Master Humphrey's Clock'' " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାର ରେ ପ୍ରକାଶିତ ହେଇଥିଲା । .<ref>{{harvnb|Schlicke|1999|p=514}}.</ref>
 
 
 
== ପ୍ରଥମ ଆମେରିକା ଭ୍ରମଣ ==
 ୧୮୪୨ ମସିହା ରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ <ref>Simon Callow, Charles Dickens and the Great Theatre of the World, p 98</ref>। ସେହି ସମୟ ରେ କାଥେରୀନ ଙ୍କ ଭଗିନୀ ଜର୍ଜିନା <ref>{{harvnb|Jones|2004|p=7}}</ref>ତାଙ୍କର ପରିବାର ର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହା ରେ ଡିକେନ୍ସ ଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ  "Agnes WickfieldaWickfield" ଚରିତ୍ର ରେ ଚିତ୍ରଣ କରିଥିଲେ । .<ref>{{harvnb|Ackroyed|1990|pgs.=225-229}}</ref>
[[ଫାଇଲ:Charles_Dickens_sketch_1842.jpg|ବାଆଁ|thumb|Sketch of Dickens in 1842 during American Tour. Sketch of Dickens's sister Fanny, bottom left]]
 ଡିଏନ୍ସ ତାଙ୍କର ଆମେରିକା ଭ୍ରମଣ ର ଅନୁଭୂତି ସବୁ କୁ "  American Notes for General Circulation " ନାମକ ଭ୍ରମଣ ପୁସ୍ତକ ରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକା ରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ<ref>{{harvnb|Moore|2004|pp=44–45}}</ref> ଭାବରେ ରଖିବା ପ୍ରଥା କୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକା ର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ବେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉ ୟର୍କନିଉୟର୍କ ସହର ରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟ ରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକା ରେ ତାଙ୍କ ର ଲେଖା ଗୁଡିକ ର ସତ୍ଵବାଦୀ ଅଧିକାର<ref>{{harvnb|Tomalin|2011|pp=128–132}}.</ref><ref>{{harvnb|Ackroyd|1990|pp=345–346}}.</ref><ref>{{harvnb|Tomalin|2011|p=127}}.</ref> ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକା ରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ । 
 
 
 
== ଦାତବ୍ୟତା ==
୧୮୪୬ ମସିହା ରେ ଡିକେନ୍ସ ଆଙ୍ଗେଲା ବରଦେତ୍  କଉତ୍ ନାମକ ଜେନଜଣେ ଧନିକ ମହିଳା ଙ୍କ ଆର୍ଥିକ ସହାୟତା ରେ ଇଂଲଣ୍ଡ ର ଦରିଦ୍ର ଓ ଅସହାୟ ବସ୍ତା ରେ ଥିବା ପତିତା ମହିଳା ଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ  " Urinaa cottegeCottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ <ref>{{harvnb|Nayder|2011|p=148}}.</ref>କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।<ref>{{harvnb|Ackroyd|1990|pp=249; 530–538; 549–550; 575}}</ref> ଏଥିରେ ସେ ସେହି ପତିତା ମହିଳା ମନକୁମାନକୁ ସମାଜ ରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନ ର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟ ରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । <ref>{{harvnb|Hartley|2009|pp=?}}</ref>
 
== ଧାର୍ମିକ ଦୃଷ୍ଟିକୋଣ ==
== ମାଧ୍ୟମ କାଳ ==
[[ଫାଇଲ:Little_Dorrit_avatar_1856.jpg|ବାଆଁ|thumb|"Little Dorrit" 1856]]
୧୮୪୯-୫୦ ମସିହା ରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟାପ୍ରିୟ ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ ରେ "Bleak House " ୧୮୫୪ ମସିହା ରେ " Hard Times" ଓ ୧୮୫୬ ମସିହା ରେ " Little Dorrit" ରଚନା କରିଥିଲେ ।<ref>{{harvnb|Ackroyd|1990|pp=628; 634–638}}.</ref>   
 
 
[[ଫାଇଲ:Ellen_Ternan.jpeg|ଡାହାଣ|thumb|୧୮୫୮ ମସିହା ଅଙ୍କିତ ଚିତ୍ର ରେ ଏଲେନ ତେରନାନ ]]
୧୮୫୭ ମସିହା ରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen   Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକ ର ଅଭିନେତ୍ରୀ "ଏଲେନ ତେରନାନ" ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନ ର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା । ତେବେ ଏହା ଦ୍ଵାରାଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜେନଜଣେ ସନ୍ତାନ କୁ ନେଇ ଭିନ୍ନ ହେଇ ରହିଥିଲେ ।ଡିକେନ୍ସ ଙ୍କ ଅନନ୍ୟ ସନ୍ତାନ ମାନେ ଜର୍ନିନା ଙ୍କ ଦେଖାରେଖା ରେ ରହିଲେ  <ref name="Smith10ff">{{harvnb|Smith|2001|pp=10–11}}.</ref>
[[ଫାଇଲ:Dickens_by_Watkins_1858.png|ବାଆଁ|thumb|୧୮୫୮ ରେ ଡିକେନ୍ସ ]]
<span>ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities"</span> (୧୮୫୯ ) and "''Great Expectations"'' (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " ''Household Words'' "ଓ " ''All the Year Round"ମୁଖ୍ୟ ଲେଖକ ଥିଲେ । ''.<ref>{{harvnb|Ackroyd|1990|pp=589–95; 848–852}}.</ref>
 
== ବିଦାୟକାଳୀନ ବକୃତା ==
<span>୧୮୬୮-୬୯ ବେଳକୁ ଡିକେନ୍ସ ଙ୍କ ଶ୍ଵାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତ ରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟ ରେ ପରି ୧୦୦ ଟି ବକୃତା ବିଭିନ୍ନ ସ୍ଥାନ ରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତବକୃତା ମାଳ " କୁହାଯାଇଥାଏ । ଏହି ସମୟ ରେ ସେ ତାଙ୍କର ଶେଷ ଉପନ୍ୟାସ  " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟ ରେ ଇଂଲଣ୍ଡ ରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । </span>.<ref>{{harvnb|Foxcroft|2007|p=53}}.</ref>
 
== ମୃତ୍ୟୁ ==
== ସାହିତ୍ୟିକ ଶୈଳୀ ==
<ref>{{harvnb|Vlock|1998|p=30}}.</ref>ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖା ରେ ପୁରାତନ ୧୮ ଶ ଶତାବ୍ଦୀ ର ଚିତ୍ରମୟ ଶୈଳୀ କୁ ଗ୍ରହଣ କରିଥିଲେ । ଲୋକ କଥା " The Arabian   Night ' ର ଶୈଳୀ  ଦ୍ଵାରା ତାଙ୍କର  ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖା ରେ ସୃଜନଶୀଳତା , ଚରିତ୍ର ର ନିଖୁଣ ବର୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖା ରେ ସେ ନାଟକୀୟତା କିଛି ମାତ୍ରା ରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।<ref>{{harvnb|Vlock|1998|p=30}}.</ref> <ref>{{harvnb|Ackroyd|1990|pp=44–45}}.</ref>
[[ଫାଇଲ:Dickens_dream.jpg|thumb|''ଡିକେନ୍ସ ଡ୍ରିମ'' ରବର୍ଟ ୱିଲିୟମ ବସ ବକ ଚିତ୍ର ରେ ଡିକେନ୍ସ , ତାଙ୍କ ଚିତ୍ରିତ ଚରିତ୍ର ମାନଙ୍କ ସହ ]]
[[ଫାଇଲ:Dickens_dream.jpg|thumb|''Dickens's Dream'' by Robert William Buss, portraying Dickens at his desk at Gads Hill Place surrounded by many of his characters]]
 
=== ଚରିତ୍ର ଚିତ୍ରଣ ===
ଡିକେନ୍ସ ଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର "କ୍ଲାୟରେ ତୋମାଳୀନ" ଙ୍କ ଅନୁସାରେ ଡିକେନ୍ସ ସେକସପିଆର ଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସ ରେ ଚରିତ୍ରା ଗୁଡିକ ର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି )  ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟ ରୁ କେତେକ ବହୁ ଆଦୃତ ନାମ ହିସାବ ରେ ଲୋକେ ସବୁଦିନେ ମନେ ରଖିଥାନ୍ତି । 
 
=== ଆତ୍ମଜୀବନୀ ମୂଳକ ଚରିତ୍ର ===
୨,୭୮୪

ଗୋଟି ସମ୍ପାଦନା

ଦିଗବାରେଣି ମେନୁ